ଜ୍ୟୋତିର ଶେଷ ଯାତ୍ରା ସମୟର ହୃଦୟ ବିଦାରକ ଦୃଶ୍ୟ, ପୁଅକୁ ଧରି ବାହୁନା ପକାଇ କାନ୍ଦିଲେ ଜ୍ୟୋତିର ମା’, Video ଦେଖିଲେ ଛାତି ଫାଟିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କାଲି ଏକ ଅଘଟଣ ଘଟି ଯାଇଛି ଭୁବନେଶ୍ୱର ର ଶତାବ୍ଦୀ ନଗରରେ ତେବେ ଜଣେ ୧୫ ବର୍ଷୀୟ ଛାତ୍ର ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ । ତେବେ ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘାଟରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ ସବୁ ସମାନ ହୋଇ ଯାଇଥିଲା କିଛି ବି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା ।

ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପ-ଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା । ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା ।

ତେବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଦୁଃଖ ଏବଂ ଶୋକ ରେ ଅଛନ୍ତି । ଜ୍ୟୋତି ଜଣେ ବହୁତ ଭଲ ଛାତ୍ର ଥିଲେ ମେଧାବୀ ଛାତ୍ର ଥିଲେ ତାଙ୍କ ଶିକ୍ଷକ ଏବଂ ସହପାଠୀ ମାନେ ମଧ୍ୟ ସମସ୍ତେ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି । ତେବେ ଜ୍ୟୋତି ପ୍ରକାଶ ଙ୍କ ମୃ-ତ ଦେହ ତାଙ୍କ ଘରକୁ ନିଆଯାଇଥିଲା ଏବଂ ପରିବାର ଲୋକ ଏହା ଦେଖି ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି । ସେମାନଙ୍କ ର ପାଠ ପଢୁଥିବା ପିଲାଟି ଅ-କା-ଳ ରେ ଚାଲିଗଲା ଏହା ସେମାନେ ବିଶ୍ୱାସ କରି ପାରୁ ନାହାଁନ୍ତି ।

ତାଙ୍କ ମାଆ କାନ୍ଦି କାନ୍ଦି ନିଜ ଚେତା ମଧ୍ୟ ହରେଇ ଦେଉଛନ୍ତି ଜ୍ୟୋତି ଙ୍କ ମାଉସୀ, ଆଇ, ଅଜା ଏବଂ ବାପା ସମସ୍ତେ ଦୁଃଖ ରେ ଭା-ଙ୍ଗି ପଡ଼ିଛନ୍ତି ଏବଂ କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇଯାଇଛି । ଏହା ଛଡା ଜ୍ୟୋତି ଙ୍କ ଶେଷ କୃ-ତ୍ୟ ସ୍ୱର୍ଗଧାମ ପୁରୀ ରେ କରାଯିବ ଏବଂ ଜ୍ୟୋତି ଙ୍କ ଶେଷ ଦର୍ଶନ ପାଇଁ ସମସ୍ତେ ଆସିଥିଲେ କିଏ ଛାତ ଉପରେ ଠିଆ ହୋଇ ଦେଖୁଥିଲେ ତ କିଏ ଆମ୍ବୁଲାନ୍ସ ପାଖରେ ରହି । ତେବେ ସମସ୍ତଙ୍କ ଆଖିରେ ଥିଲା ଲୁହ ସବୁ ଶୋ-କ ରେ ବୁଡି ଯାଇଥିଲେ । ତେବେ ପ୍ରଶାସନ ର ଅସାଵଧନତା ଯୋଗୁଁ ଜଣେ ୧୫ ବର୍ଷୀୟ ପିଲାଟି ଦୁନିଆ ଦେଖିବା ଆଗରୁ ଦୁନିଆ ଛାଡି ଚାଲିଗଲା

Leave a Reply

Your email address will not be published. Required fields are marked *