ଯୁବକ ଜଣକ ଦୋକାନରେ ବସିଥିବା ବେଳେ ହଠାତ ଉପରୁ ଡେଇଁଲା ଏକ ବିଶାଳ ନାଗସାପ, ଆଉ ତା’ ପରେ ଯାହା ହେଳୀ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିବାରେ ଲାଗିଛି । ତେବେ ସେହି ଭଳି ବର୍ତ୍ତମାନ ସମସ୍ତେ ନିଜ ଘରେ କିମ୍ବା ଅଫିସ ରେ କିମ୍ବା ଏଭଳି କି ରାସ୍ତା ରେ ମଧ୍ୟ ସିସିଟିଭି କ୍ୟାମେରା ର ଲଗାଯାଉଛି । ତେବେ ଏହି ସିସିଟିଭି ଜରିଆରେ ଆମେ ଚୋଓର କିମ୍ବା କୌଣସି ବଡ଼ ଅପରାଆଧୀ କୁ ଧରିବାରେ କିମ୍ବା କୌଣସି ବଡ଼ ଅପରାଆଧ କୁ ହେବା ରୁ ରୋକିବାରେ ଏହା ସାହାର୍ଯ୍ୟ କରିଥାଏ ।

ତେବେ କିନ୍ତୁ ଏହି ସିସିଟିଭି କ୍ୟାମେରା ରେ ବେଳେବେଳେ କିଛି ଏଭଳି ଅଦ୍ଭୁତ ଘଟଣା ରେକର୍ଡ ହୋଇଯାଏ ଯାହାକୁ ନ ଦେଖିଲେ କେହି ବିଶ୍ୱାସ ମଧ୍ୟ କରନ୍ତି ନାହିଁ କେବଳ ସିସିଟିଭି ନୁହେଁ ବରଂ ଫୋନ କ୍ୟାମେରା ରେ ମଧ୍ୟ କିଛି ଅଦ୍ଭୁତ ଘଟଣା ରେକର୍ଡ ହୋଇ ଯାଇଥାଏ ତେବେ ଆସନ୍ତୁ ଆଜି ଆମେ ସେହିଭଳି ଏମ ଅଦ୍ଭୁତ ଘଟଣା ସମ୍ପର୍କରେ ଆଲୋଚନା କରି ନେବା ।

ତେବେ ଘଟଣା ଟି ହେଉଛି ମଧ୍ୟ ପ୍ରଦେଶର ଏହା ୬ ତାରିଖରେ ମଧ୍ୟାହ୍ନ ରେ ଘଟିଥିଲା । ତେବେ ସେଠାକାର ଜଣେ ପାନ ଦୋକାନୀ କେହି ଗ୍ରାହକ ନଥିବାରୁ ନିଜ ଫୋନ ରେ ବସି କିଛି ଦେଖୁଥିଲେ । ତେବେ କିଛି ଶବ୍ଦ ଶୁଭା ଯିବାରୁ ସେ ଉପରକୁ ଅନେଇ ଡରି ସେହି ସ୍ଥାନ ରୁ ଉଠି ତୁରନ୍ତ ଦୋକାନ ବାହାରକୁ ପଳାଇଥିଲେ ।

ତେବେ ସେ ଦେଖିଥିଲେ କି ଏକ କଳା ନାଗ ସାପ ନିଜର ଭୋଜନ ଅର୍ଥାତ ମୁଷା କୁ ଖାଇବା କୁ ଚେଷ୍ଟା କରୁଥିଲା ଏବଂ ହଠାତ ସେ ଦୋକାନୀ ବସୁଥିବା ସ୍ଥାନରେ ଡେଇଁ ପଡ଼ିଥିଲେ । ତେବେ ଦୋକାନୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ଏବଂ ଯଦି ସେ ଠିକ ସମୟରେ ସେହି ନାଗ ସାପ ଟି କୁ ଦେଖି ନଥାନ୍ତେ ତେବେ କିଛି ବି ହୋଇ ପାରି ଥାନ୍ତା ତେବେ ତାଙ୍କ ଭାଗ୍ୟ ଭଲ ସେ ବଂଚି ଯାଇଥିଲେ । ତେବେ ଏହି ଅଦ୍ଭୁତ ଘଟଣା ଟି ଦୋକାନ ରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *