ମାତ୍ର ୩ ଦିନ ରେ ସମସ୍ତ ପ୍ରକାରର ଦୁର୍ବଳତା ଓ କ୍ଳାନ୍ତପଣ ଦୂର କରି, 65 ବର୍ଷରେ ବି 25 ବର୍ଷର ଜବାନି ଆଉ ଜୋସ ଫେରାଇ ଆଣିବ ଏହି ଚମତ୍କାରୀ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଦୁର୍ବଳତା ଓ କ୍ଳାନ୍ତପଣ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ଯାକୁ ଦୂର କରିବା ପାଇଁ ସେମାନେ ଅନେକ ପ୍ରକାରର ମେଡ଼ିସିନର ସେବନ କରୁଛନ୍ତି । ହେଲେ ବନ୍ଧୁଗଣ ଏହି ମେଡ଼ିସିନ ଆମ ଶରୀରର ପାଇଁ ହାନିକାରକ ହୋଇଥାଏ, ଯାହା ଆମ ଶରୀରରେ ବିଭିନ୍ନ ପ୍ରକାରର ସାଇ ଇଫେକ୍ଟ କରିଥାଏ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାର ତିନି ଥର ବ୍ୟବହାରରେ ଆପଣଙ୍କର ଏହି ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଏହା ହେଉଛି ଏକ ପ୍ରକାରର ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।


ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ଅଖରୋଟ । ଆପଣ ମାନେ ସମସ୍ତେ ଅଖରୋଟର ଫାଇଦା ବିଷୟରେ ନିଶ୍ଚୟ ଜାଣିଥିବେ । ଅଖରୋଟ ଡାଇବେଟିସ ଓ ହାର୍ଟ ସମ୍ବନ୍ଧିତ ସମସ୍ଯାକୁ ଦୂର କରିବା ସହିତ ଆମ ହାଡକୁ ମଝବୁତ କରାଇଥାଏ । ଏହାପରେ ବନ୍ଧୁଗଣ ଆମକୁ ଦୁତୀୟ ସାମଗ୍ରୀ ଦରକାର କିଶିମିଷ । ବନ୍ଧୁଗଣ କିଶିମିଷ ଆମର ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିଥାଏ ଓ ଆମ ପଚନ ପ୍ରକ୍ରିୟାକୁ ମଝବୁତ କରାଇଥାଏ ।

ଏହା ବ୍ଯତୀତ କିଶିମିଷ ଆମ ଶରୀରର ରକ୍ତକୁ ସ୍ଵଚ କରିବାରେ ସହାୟକ ହୋଇଥାଏ । ଏହି ଉପଚାର ପାଇଁ ଆମକୁ ଶେଷ ସାମଗ୍ରୀ ଦରକାର ଏକ ଗ୍ଳାସ କ୍ଷୀର । ବନ୍ଧୁଗଣ କ୍ଷୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ ଯାହା ଆମ କ୍ଳାନ୍ତପଣ ଓ ଦୁର୍ବଳତା ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହି ଉପଚାରକୁ ବନେଇବା ପାଇଁ ଆପଣ ଏକ ମୁଠା ଅଖରୋଟରେ ୧୦ ରୁ ୧୨ ଟି କିଶିମିଷ ନିଅନ୍ତୁ । ଏହି ଦୁଇଟି ସାମଗ୍ରୀକୁ ଆପଣ ଏକ ଗ୍ଳାସ ପାଣିରେ ଭିଯାଇ ରାତି ସାରା ଛାଡି ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ସଖାଳ ସମୟରେ ଗ୍ଯାସରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । କ୍ଷୀରରେ ଆପଣ ସେହି ଭିଜା ଯାଇଥିବା ଅଖରୋଟ ଓ କିଶିମିଷକୁ ପକାଇ ଭଲ ଭାବରେ ଗରମ କରନ୍ତୁ । କମ ସେ କମ ୧୦ ମିନିଟ ଗରମ କରିବା ପରେ ଆମ ମିଶ୍ରଣ ପ୍ରସୂତ ହୋଇଯିବ । ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ  ।

ବନ୍ଧୁଗଣ କେବଳ ତିନି ଦିନ ଏହାର ସେବନରେ ଆପଣଙ୍କୁ ଆରମ ମିଳିଯିବ । ଯଦି ଆପଣ ସବୁଦିନ ଏହି ମିଶ୍ରଣର ସେବନ କରିବେ ତା ହେଲେ ଆପଣଙ୍କୁ ଜୀବନରେ କେବେହେଲେ କ୍ଳାନ୍ତପଣ, ଦୁର୍ବଳତା, ପେଟ ସମସ୍ଯା, ଆଣ୍ଠୁ ଗଣ୍ଠି ବ୍ୟଥା ଓ ହାର୍ଟ ଜନିତ କୌଣସି ସମସ୍ଯା ହେବ ନାହିଁ । ଏହା ବନ୍ଧୁଗଣ ବହୁ ପରୀକ୍ଷିତ ଉପଚାର ଅଟେ  । ତେଣୁ ଆପଣ ଏହାକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *