JIO ଗ୍ରାହକଙ୍କ ପାଇଁ ଆସିଲା ବଡ ଖୁସି ଖବର, ଏବେ ମାତ୍ର 91 ଟଙ୍କାରେ ପାଇ ପାରିବେ ବର୍ଷେ Validity

ବନ୍ଧୁଗଣ, ସୂଚନା ଅନୁଯାୟୀ JIO ଗ୍ରହକଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ ମୂଲ୍ୟରେ ଆସିଲା ଜବରଦସ୍ତ ପ୍ଳାନ । ବର୍ଷସାରା ମିଳିବ ଅନଲିମିଟେଡ କଲିଙ୍ଗ ଏବଂ ଡାଟା । jio କମ ମୂଲ୍ୟରେ ଅଧିକା ଲାଭ ପ୍ରଦାନକାରୀ ଅଫର ଦେଉଛି । ଜିଓ ର ଅନେକ ଏହିଭଳି ଜବରଦସ୍ତ ପ୍ଳାନ ରହିଛି ଯାହା ଏୟାରଟେଲ ଏବଂ vi ଅପେକ୍ଷା ସାନଦାରା ରହିଅଛି । ଆଜି ଆମ୍ଭେ ଆପଣଙ୍କୁ ଜିଓର ବର୍ଷସାରାର ଥିବା ଭାଲିଡିଟିର ପ୍ଳାନ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହାକି ଅନ୍ୟ ପ୍ଳାନ ତୁଳନାରେ ବହୁତ ଶସ୍ତା ଏବଂ ଭଲ ।

ଏଥିରେ ଉପଭୋକ୍ତା ଙ୍କୁ ୩୩୬ ଦିନର ବୈଧତା ସମେତ ଅନେକ ସୁବିଧା ମିଳିଥାଏ । ଜିଓ ଫୋନ ଅଲ ଇନ ୱାନ ତାଲିକାରେ ୨୮ ଦିନର ବୈଧତା ସମେତ ଆସୁଥିବା ସବୁଠାରୁ ଶସ୍ତା ଯୋଜନା ହେଉଛି ୯୧ ଟଙ୍କାର ରିଚାର୍ଜ । ଯଦି ଆପଣ ୧୨ ମାସ ପର୍ଯ୍ୟନ୍ତ ୯୧ ଟଙ୍କା ଖର୍ଚ୍ଚ କରନ୍ତି ତେବେ ସମୁଦାୟ ୧ ହଜାର ୯୨ ଟଙ୍କା ଖର୍ଚ୍ଚ କରିବେ ।

ଜିଓ ର ଏହି ପ୍ଳାନରେ ଉପଭୋକ୍ତା ମାନଙ୍କୁ ୩୩୬ ଦିନର ଭାଲିଡିଟି ମିଳିଥାଏ । ଏହି ଯୋଜନାରେ ଆପଣ ପ୍ରତିମାସରେ ୨ gb ଡାଟା ଏବଂ ୨୮ ଦିନର ପଇଠତା ମିଳିବ । ଅର୍ଥାତ ଉପଭୋକ୍ତା ମାନଙ୍କୁ ଗୋଟିଏ ବର୍ଷରେ ୨୪ gb ଡାଟା ମିଳିବ । ଏହା ବ୍ୟତୀତ ଯେକୌଣସି ନେଟୱର୍କରେ ଅନଲିମିଟେଡ କଲିଙ୍ଗର ସୁବିଧା ମଧ୍ୟ ରହିଅଛି ।

sms ସମ୍ବନ୍ଧରେ କହିବାକୁ ଗଲେ ୨୮ ଦିନର ବୈଧତା ସହିତ ୫୦ ଟି sms ଦିଆଯାଇଥାଏ । ଅର୍ଥାତ ଆପଣ ପ୍ରତି ମାସରେ ୨ ଜିବି ଡାଟା ଏବଂ ୫୦ sms ପାଇବେ । ବାକି ସୁବିଧା ଯେପରି ଜିଓ ସିନେମା, ଜିଓ ଟିଭି, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ ପରି ଜିଓ ଆପ ର ମାଗଣା ଆକ୍ସେସ ଦିଆଯାଉଅଛି । ବର୍ତ୍ତମାନ jio ସିମ ଧାରଣ କରିଥିବା ଗ୍ରହକଙ୍କ ନିମନ୍ତେ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର ।

ତେବେ ଏହାକୁ ଲୋକେ ବହୁତ ପସନ୍ଦ କରିବେ ବୋଲି ଆଶା । କାରଣ ସାଧାରଣତଃ ସୁବିଧା ପାଇବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ଏବଂ ଏହି ସୁବିଧା ଯଦି ସ୍ୱଳ୍ପ ଟଙ୍କାରେ ମିଳୁଛି ତେବେ ମନ ଆନନ୍ଦ ହେବନାହିଁ କିଭଳି ? ଯେଉଁଠାରେ ହଜାର ହଜାର ଟଙ୍କା ଖର୍ଚ ହେଉଥିଲା ସେଠାରେ କେବଳ ୯୧ ଟଙ୍କାରେ ଏହିଭଳି ସୁବିଧା ମିଳିବାକୁ ଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.