ଯିଏ ଯେତେ ମାଗି ମାଗି ଗଡିଗଲେ ବି ନିଜର ଏହି 1 ଜିନିଷ କାହାକୁ ଦିଅନ୍ତୁ ନାହିଁ, ମାତା ଲକ୍ଷ୍ମୀ ଛାଡି ଚାଲିଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ସେ ଜଣେ ମହାନ ରାଜବୈଦ୍ୟ ଥିଲେ।ଏହି ମହାନ ଜ୍ଞାନୀ ଙ୍କ ନୀତି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କ ମୁଖ ରେ ରହିଛି।ତାଙ୍କ ନୀତିର ଚର୍ଚ୍ଚା ଆଜି ପର୍ଯ୍ୟନ୍ତ ହେଉଛି। ଏହି ମହାନ ବ୍ୟକ୍ତିତ୍ବ ନିଜ ଗ୍ରନ୍ଥ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ କିଛି ଏଭଳି ତଥ୍ୟ ରହିଛି ଯାହାକୁ ଅବଲମ୍ବନ କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିଥାଏ ଏବଂ ଅଗ୍ରସର ହୋଇଥାଏ।ଏହି ନୀତି କୁ ପାଳନ କରିବା ଦ୍ୱାରା ବ୍ୟକ୍ତି ର ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ।

ଏହା ସହିତ ଏହି ମହାନ ଜ୍ଞାନୀ ନିଜର ଗ୍ରନ୍ଥ ରେ ଏଭଳି କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିଛନ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ପ୍ରଭାବ ପକାଇଥାଏ।ମନୁଷ୍ୟ ନିଜ ଜୀବନରେ ବେଳେବେଳେ ଏଭଳି ଭୁଲ କରିଥାଏ, ଯାହାଦ୍ୱାରା ତାକୁ କେବଳ ଦୁଃଖ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ।

ତେବେ ଆଚାର୍ଯ୍ୟ ଚାଣକ୍ୟ ନିଜ ଗ୍ରନ୍ଥ ରେ ଏଭଳି ଏକ ଜିନିଷ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ଯାହାକୁ କୌଣସି ବ୍ୟକ୍ତି ମଧ୍ୟ ମାଗିଲେ ଆଦୋୖ ଦେବା ଉଚିତ ହୋଇନଥାଏ। ତେବେ ସେହି ଜିନିଷ ଟି କଣ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ର ନିର୍ବଳତା ହେଉଛି ତା’ର ରହସ୍ୟ। ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ କୌଣସି ନା କୌଣସି ରହସ୍ୟ ରହିଥାଏ। ଯେପରି ଲଙ୍କା ପତି ରାବଣ ର ରହସ୍ୟ ରହିଥିଲା ଯେ, ତା’ର ନାଭି କୁ ମାରିବା ଦ୍ଵାରା ହିଁ ତା’ର ମୃତ୍ୟ ହେବ।ଏହି ଗଭୀର ରହସ୍ୟ କୁ କୌଣସି ବ୍ୟକ୍ତି ଜାଣି ନଥିଲେ। ଏହି ରହସ୍ୟକୁ କେବଳ ରାବଣ ର ଭ୍ରାତା ବିଭୀଷଣ ହିଁ ଜାଣିଥିଲା।

ଯେତେବେଳେ ବିଭୀଷଣ ରାବଣ ର ବିପକ୍ଷରେ ହୋଇଥିଲା, ସେତେବେଳେ ସେ ଏହି ରହସ୍ୟ କୁ ରାମଚନ୍ଦ୍ର ଙ୍କୁ କହିଦେଇଥିଲା। ଯାହାଫଳରେ ରାବଣ ର ମୃ-ତ-ୟୁ ହୋଇଥିଲା। ନଚେତ ଏହି ଦୁନିଆ ର କୌଣସି ବ୍ୟକ୍ତି ରାବଣ କୁ ମା-ରି ପାରି ନଥାନ୍ତା।

ତେବେ ବନ୍ଧୁଗଣ କହିବାର ତାତ୍ପର୍ଯ୍ୟ ଏହା ଯେ, ଆପଣଙ୍କ ଜୀବନ ରେ ମଧ୍ୟ କୌଣସି ନା କୌଣସି ଗଭୀର ରହସ୍ୟ ନିଶ୍ଚିତ ଭାବରେ ରହିଥିବ। ତେବେ ଆପଣ ଏଥିପ୍ରତି ଧ୍ୟାନ ରଖନ୍ତୁ ଯେ ଆପଣ ନିଜର ରହସ୍ୟ କୁ ଯେପରି ଅନ୍ୟ ବ୍ୟକ୍ତିକୁ କେବେବି ନ କହିବେ।ସେହି ବ୍ୟକ୍ତି ଆପଣଙ୍କ ସଂପର୍କୀୟ ହେଉ, ଘନିଷ୍ଠ ମିତ୍ର ହେଉ ଅଥବା ଆପଣଙ୍କ ସ୍ତ୍ରୀ ଙ୍କୁ ବି ନିଜ ରହସ୍ୟ ଠାରୁ ଦୂରେଇ ରଖନ୍ତୁ।

କାରଣ ଯଦି କୌଣସି ବ୍ୟକ୍ତି ଆପଣଙ୍କ ରହସ୍ୟ ସମ୍ବନ୍ଧରେ ଜାଣିଥାଏ, ତେବେ ସେ ଆପଣଙ୍କ ଖରାପ ସମୟରେ ଆପଣଙ୍କ ରହସ୍ୟ ମାଧ୍ୟମରେ ହିଁ ଫାଇଦା ଉଠାଇଥାଏ। ତେଣୁ ଜୀବନ ରେ ଯେତେ ଯାହା ହୋଇଗଲେ ମଧ୍ୟ ନିଜ ଜୀବନରେ ଥିବା ଗଭୀର ରହସ୍ୟ କୁ କେବେବି ଅନ୍ୟ ବ୍ୟକ୍ତି ଙ୍କୁ କହିବା ଆଦୋୖ ଉଚିତ ନୁହେଁ। ନଚେତ ଆପଣଙ୍କୁ ଭବିଷ୍ୟତରେ ଅନେକ ବିପଦର ସାମ୍ନା କରିବାକୁ ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *