ଦିନେ Sanjay Dutt ଙ୍କ ଦିବାନି ଥିଲେ ଏହି ଅଭିନେତ୍ରୀ, ଆଜି ସେ ଇଣ୍ଡିଆର ଏହି ଅରବପତି ଙ୍କ ସ୍ତ୍ରୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତ ହେଉଛନ୍ତି ବଲିଉଡର ଏକ ଦିଗକ ଅଭିନେତା ଓ ସେ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସଞ୍ଜୟ ନିଜ ଅଭିନୟ ଓ ନିଜ ଷ୍ଟାଇଲ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଅସଲ ଜୀବନରେ ସଞ୍ଜୟଙ୍କ ସହ ବହୁତ ଅଭିନେତ୍ରୀ ଲଭ ରିଲେସନରେ ରହି ଆସିଛନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେ ସମୟରେ ସଞ୍ଜୟଙ୍କୁ ବହୁତ ଭଲ ପାଉଥିଲେ ହେଲେ ଆଜି ଏକ କୋଟିପତି ବ୍ୟକ୍ତିଙ୍କ ପତ୍ନୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଟିନା ମୁନିମ । ଟିନା ହେଉଛନ୍ତି ଭାରତର କୋଟିପତି ଅନିଲ ଅମବାନୀଙ୍କ ପତ୍ନୀ । ଟିନାଙ୍କ ଜନ୍ମ ମୁମ୍ବାଇରେ ୧୯୫୭ ମସିହାରେ ହୋଇଥିଲା । ୧୯୭୫ ମସିହାରେ ଟିନା ଫେମିନା ଟିନ ପ୍ରିନସେସ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଏହାପରେ ସେ ମୁମ୍ବାଇର ଜୟ ହିନ୍ଦ କଲେଜରେ ନିଜର ପାଠ ପଢା ପୂରଣ କରିଥିଲେ ।

ଟିନାଙ୍କୁ ଅଭିନୟରେ ବହୁତ ରୁଚି ଥିଲା ସେଥିପାଇଁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ଲୁଟମାର, ବାତୋ ବାତୋ ମେ, ମନପସନ୍ଦ, ଫିପ୍ଟି ଫିପ୍ଟି, ସୁରାଗ ଓ ରାଜପୁତ ଆଦି ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ସେହି ସମୟରେ ଟିନା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରହୁଥିଲେ ।

ଗୋଟେ ସମୟରେ ଟିନା ସଞ୍ଜୟଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ଟିନାଙ୍କ ପ୍ରଥମ ଫିଲ୍ମରେ ସଞ୍ଜୟ ଅଭିନେତାର ଭୂମିକା ପଦର୍ଶନ କରିଥିଲେ । ସେହି ଫିଲ୍ମର ଶୁଟିଙ୍ଗ କରିବା ସମୟରେ ଟିନା ସଞ୍ଜୟଙ୍କୁ ପ୍ରେମ କରି ବସିଥିଲେ । ହେଲେ ସେହି ସମୟରେ ସଞ୍ଜୟ ମ-ଦ୍ୟ ଓ ଡ୍ରଗ୍ସର ସେବନ କରୁଥିଲେ । ଯାହାଫଳରେ ଟିନା ଓ ସଞ୍ଜୟଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ବନ୍ଧୁଗଣ ଆଜି ଟିନା ଏକ କୋଟିପତି ଲୋକର ପତ୍ନୀ ଅଟନ୍ତି । ଯଦି ସେ ସଞ୍ଜୟଙ୍କୁ ପ୍ରେମ ବିବାହ କରିଥାନ୍ତେ ତା ହେଲେ ତାଙ୍କ ଜୀବନ ଅଧିକ ଦୁଃଖରେ ଭରି ଯାଇଥାନ୍ତା କାରଣ ସଞ୍ଜୟଙ୍କ ଜୀବନ ମଧ୍ୟ କିଛି ଏହିପରି ରହିଛି । ହେଲେ ଆଜି ସଞ୍ଜୟ ନିଜ ପତ୍ନୀ ମାନ୍ୟତା ଦତ୍ତ ଓ ଟିନା ନିଜ ସ୍ଵାମୀ ଅନିଲ ଅମବାନୀଙ୍କ ସହ ବହୁତ ଖୁସିରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସଞ୍ଜୟ ଓ ଟିନାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *