ଦେଖନ୍ତୁ Video: ‘ଜୀବନ ସଂଗ୍ରାମ ରେ ଲଢିବାକୁ କହୁଥିବା ମଣିଷ ଆଜି ଚାଲିଗଲା, ଏ ସବୁ କିଛି କେବଳ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ସିନେମା ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଆର୍ଟିଷ୍ଟ ବର୍ତ୍ତମାନ ଜୀବନ ହରାଇବାରେ ବସିଛନ୍ତି । ଆପଣ ମାନେ ବର୍ତମାନ ଅଭିନେତା ରାଇମୋହନ ଙ୍କ ପରଲୋକ ହେବା ଖବର ଜାଣିଥିବେ । ତେବେ ରାଇମୋହନ ଜଣେ ବିଶିଷ୍ଟ ଅଭିନେତା ଅଟନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ର ସେ ଜଣେ ଏଭଳି ଅଭିନେତା ଯାହାଙ୍କୁ ପିଲାଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଜାଣିଛନ୍ତି । ସେ ଜଣେ ଦମଦାର ଅଭିନେତା ଅଟନ୍ତି । ତେବେ ରାଇମୋହନ ସୁ-ଇ-ସା-ଇ-ଡ କେସ କୁ ନେଇ ବହୁତ ଘୃଣା କରନ୍ତି ।

ସେ ନିଜେ ମଧ୍ୟ କହିଛନ୍ତି ଯେ ସୁ-ଇ-ସା-ଇ-ଡ କ’ଣ ଗୋଟେ କରିବ ? ଯାହା ଅଛି ଭାଗ୍ୟରେ ଲଢିବ ସୁ-ଇ-ସା-ଇ-ଡ କାହିଁକି କରିବ ? ସେ ତାଙ୍କ ବନ୍ଧୁ ଙ୍କୁ ସବୁ ସେୟାର କରନ୍ତି ତେବେ ସେ ମାନସିକ ଚାପ ରେ ଆଦୌ ନଥିଲେ ବୋଲି କହିଛନ୍ତି ରାଇମୋହନ ଙ୍କ ବନ୍ଧୁ । ମାତ୍ର ସେ କଥା ହଉଥିଲେ ଯେ ସିନେମା କମିଯାଉଛି ।

କିନ୍ତୁ ତାଙ୍କର କୌଣସି ଥିରେ ଅଭାବ ନଥିଲା ସିନେମା କମିଗଲେ ଯେ ସେ ବଞ୍ଚି ପାରିବେ ନାହିଁ ତାହା ଆଦୌ ନୁହେଁ । ତାଙ୍କର କୌଣସି ମାନସିକ ଚାପ ନଥିଲା କି ସିନେମା କମିଯିବାରୁ ସେ ବଞ୍ଚିପାରିବେ ନାହିଁ ସେମିତି ଆଦୌ ନଥିଲା । ଓଡିଶା ସିନେମା କମିଯିବାର କଥା ଦୁଇ ବର୍ଷ ଧରି ହେବ । କିନ୍ତୁ ସେ ଯାତ୍ରା କୁ ଯିବାକୁ ଆଡଭାନ୍ସ ଆଣିଥିଲେ ସବୁ କରିଥିଲେ କିନ୍ତୁ ସେ ଫାଇନାଲ କରି ନଥିଲେ ଯିବେ କି ନାହିଁ ।

ତାଙ୍କର କୌଣସି ମାନସିକ ତଥା ପାରିବାରିକ ଚାପ ନଥିଲା । ଗୋଟେ ଗୋଟେ ଜାଗାରେ ଗେଷ୍ଟ ହୋଇ ଯାଇ ସେ ୪୦ ରୁ ୫୦ ହଜାର ଟଙ୍କା ନେଇ ଆସୁଥିଲେ । ପଇସା ପତ୍ର କୌଣସି ଥିରେ ଅଭାବ ନଥିଲା ରାଇମୋହନ ଙ୍କ ର । ମାତ୍ର ପ୍ରକୃତରେ କଣ ହୋଇଛି ଜାଣି ହେଉନାହିଁ ।

କିନ୍ତୁ ତାଙ୍କ ବନ୍ଧୁ ନୀଳ ଙ୍କୁ ସବୁବେଳେ କୁହନ୍ତି ଯେ ଆମ୍ଭେ ଯେମିତି ହେଉ ନା କାହିଁକି ବଞ୍ଚିଛୁ ବଞ୍ଚିବା ଭଲରେ ବଞ୍ଚିବା ମାତ୍ର ଆଗ ଭଳି ଆଉ ସିନେମା ନାହିଁ, ଏବେ ଟିକେ କମ ଆସିବ ସିରିୟଲ ନ ହେଲେ କରିବା । ମାତ୍ର ଏଭଳି କାହିଁକି କରିଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *