ଜୀବନ ବଞ୍ଚାଇବା ପାଇଁ ଚୀନ ଆଗରେ ମୁଣ୍ଡ ନୂଆଁଇଲା ପୁରା ଦୁନିଆ, ଏହାହିଁ ତ ଡ୍ରାଗନ ଚାହୁଁଥିଲା

ବର୍ତ୍ତମାନ ସମୟରେ ସବୁ ଦେଶ ମହାମାରୀରୁ ନିଜ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଚୀନର ଶରଣରେ ଯାଇଛନ୍ତି । ଏହି ସମୟରେ ଆମେରିକା ଠାରୁ ସୁପରପାୱାର ଟାଇଟେଲ ବି ଚାଲିଯାଇ ପାରେ । ଏମିତିରେ ଦୁନିଆର ପାୱାର ସେଣ୍ଟର ୱେସ୍ଟ ରୁ ଇସ୍ଟ ତରଫରୁ ହୋଇଯାଇ ପାରେ ମାନେ ସୁପରପାୱାର ଚୀନ ହୋଇଯିବ । ଆମେରିକା ସହ ପୁରା ବିଶ୍ଵ ବର୍ତ୍ତମାନ ମହାମାରୀ ମଧ୍ୟରେ ଘେରି ଅଛି । ଏମିତିରେ ଦୁନିଆର ଗୋଟିଏ ହିଁ ଦେଶ ଚୀନ ଅଟେ ଯିଏ ଏହି ସଙ୍କଟ ସମୟରେ ସମସ୍ତ ଦେଶକୁ ବଞ୍ଚାଇ ପାରିବ ।

ପୁରା ଦୁନିଆ ଏହି ଭୂତାଣୁ କାରଣରୁ ଚୀନ ଆଡକୁ ଅଗ୍ରସର ହେଉଥିବାର ନଜର ଆସୁଛି । ଏହି ସମସ୍ତ ଦେଶକୁ ମହାମାରୀ ସହ ଲଢିବା ପାଇଁ ଚୀନର ଏକ୍ସପେରିଏନ୍ସ ଓ ତାହାର ମେଡିକାଲ ଇକ୍ୟୁପମେଂଟର ଆବଶ୍ୟକ ଅଟେ । ଆମେରିକା ଠାରୁ ୟୁରୋପ ପର୍ଯ୍ୟନ୍ତ ଓ ଇଂଲଣ୍ଡ ଠାରୁ ନେଇ ଇରାନ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ ଠାରୁ ବଞ୍ଚାବା ପାଇଁ ଚୀନର ସାହାର୍ଯ୍ୟ ନେଉଛନ୍ତି ।

କହିବାକୁ ଗଲେ ଇଟାଲୀ ପ୍ରଥମେ ଆମେରିକା ପ୍ରଭାବରେ ମହାମାରୀର ଆରମ୍ଭ ସମୟରେ ଏହି ଭୂତାଣୁକୁ ଚିନୀ ଭୂତାଣୁ କହୁଥିଲା । ବର୍ତ୍ତମାନ ଇଟାଲୀ ବି ମହାମାରୀ ସହ ଲଢିବା ପାଇଁ ଚୀନର ସାହାର୍ଯ୍ୟ ନେଉଛି । ଏତିକି ନୁହେଁ ଆମେରିକା ପରେ ସ୍ପେନ ଯେଉଁଠି ଏହି ମହାମାରୀରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ସବୁଠୁ ଅଧିକ ଅଟେ ବର୍ତ୍ତମାନ ସେ ବି ଚୀନର ଶରଣରେ ଅଛି ଓ ଚୀନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖପାଖି ୪୩୨ ମିଲିୟନ ୟୁରୋ ମାନେ ପାଖାପାଖି ୩୬ ଅରବ ଟଙ୍କାର ମେଡିକାଲ ଜିନିଷ କ୍ରୟ କରିସାରିଛି ।

ଏହା ଛଡା ଆମେରିକା ବି ବର୍ତ୍ତମାନ ଚୀନ ସାମ୍ନାରେ ମୁଣ୍ଡ ତଳକୁ କରିସାରିଛି ଓ ସେ ବି ମହାମାରୀ ସହ ଲଢିବା ପାଇଁ ଚିନୀ ଜିନିଷ ଆମଦାନୀ କରୁଛି । ଦୁନିଆର ୫୦ରୁ ବି ଅଧିକ ଏମିତି ଦେଶ ଅଟେ, ଯିଏ ଚିନର ସାହାର୍ଯ୍ୟ କରିବା କାରଣରୁ ମହାମାରୀ ସହ ଯୁଧ୍ୟ ଲଢୁଛନ୍ତି । ଚୀନ ବି ଖୁସି ଖୁସି ତାଙ୍କୁ ସାହାର୍ଯ୍ୟ କରୁଛି କାରଣ ସେ ବି ଜାଣିଛି କି ଏହି ମହାମାରୀ ଯେତେ ଦିନ ଚାଲିବ, ତାହାର ଅର୍ଥ ବ୍ୟବସ୍ଥା ଆହୁରି ବି ମଝବୁତ ହୋଇଯିବ ଓ ଦୁନିଆର ଇକୋନୋମି କମଜ଼ୋର ହୋଇଯିବ ।

ଏହା ସହିତ ସୁପରପାୱାର ହେବାର ରାସ୍ତା ବି ସହଜ ହୋଇଯିବ । ଚୀନ ଦୁନିଆର ମ୍ୟାନ୍ଯୂଫ୍ୟାକ୍ଚରିଂଗ ଅଟେ । ଦୁନିଆରେ ଏମିତି କୌଣସି ଦେଶ ନାହିଁ ଯିଏ ଏହି ମାମଲାରେ ଚୀନ ସହ ବରାବର କରିବ । ଏହା ମଧ୍ୟରେ ନଜର ଆସୁଛି କି ଚୀନ ହେଲ୍ଥ କେୟାରର ଏକ ରାସ୍ତା ତିଆରି କରି ଦୁନିଆ ଉପରେ ରାଜତ୍ଵ କରିବାକୁ ଚେଷ୍ଟା କରୁଛି । ଏଥିରେ ଆପଣନା ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *