Yellow ଶାଢୀ ସାଙ୍ଗକୁ ଗର୍ଜିୟସ ଲୁକ, “ଝୁମି ଝୁମି ନାଚେ ଆଜି ମନ ମଇନା’ ଗୀତରେ ନାଚିଲେ Archita, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଅର୍ଚ୍ଚିତା ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇ ସୁନାମ ଅର୍ଜନ କରିଛନ୍ତି । ଗତ କିଛି ମାସ ତଳେ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ କୌଣସି ନା କୌଣସି କାରଣ ପାଇଁ ଅର୍ଚ୍ଚିତା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଆସିବା ଦିନରୁ ଅର୍ଚ୍ଚିତା ନିଜ ଫ୍ୟାନ୍ସ ମାନଙ୍କ ପାଇଁ ତାଙ୍କର ଫଟୋ ଓ ଭିଡିଓ ଅପଲୋଡ କରନ୍ତି । ବର୍ତ୍ତମାନ ମଧ୍ୟ ଅର୍ଚ୍ଚିତା ନିଜର ଏକ ହଟ୍ ଭିଡିଓ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ଭା-ଇ-ରା-ଲ ଭିଡିଓରେ ଅର୍ଚ୍ଚିତା ଏକ ହଳଦିଆ ରଙ୍ଗର ଶାଢୀରେ ନଜର ଆସୁଛନ୍ତି । ଅର୍ଚ୍ଚିତାଙ୍କୁ ଏହି ଲୁକ୍ ବହୁତ ଅଧିକ ମାନୁଛି । ଅର୍ଚ୍ଚିତା ଏହି ଶାଢୀରେ ନ୍ୟୁଡ ମେକଅପ୍ ନେଇଛନ୍ତି ଓ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ଅର୍ଚ୍ଚିତା ନିଜର ଏହି ଭିଡିଓ ପାଇଁ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି ଓ ତାଙ୍କର ଏହି ଲୁକ୍ କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ଏହି ଲୁକ୍ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *