‘ମୋ ସ୍ବାମୀଙ୍କୁ ବଜାର ପଠେଇ ମତେ ବାବା କନ୍ଦିକୁ ନେଇଗଲେ, ମତେ ପଛରୁ…’ ଝଡାଫୁଙ୍କା ନାଁରେ ମହିଳାଙ୍କ ସହ ଭଣ୍ଡବାବା ଯାହା କଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବୈଜ୍ଞାନିକ ଯେତେ ଉନ୍ନତି କଲେ ମଧ୍ୟ ଆଜି ବି କିଛି ଲୋକମାନେ ଏହିଭଳି ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସ ର ମାୟାରେ ଛନ୍ଦି ହୋଇ ଯାଇ ଥାଆନ୍ତି ଏବଂ ନିଜର ଜୀଵନ କୁ ନଷ୍ଟ କରି ଦେଇଥାନ୍ତି । ତେବେ ବର୍ତ୍ତମାନ ମଧ୍ୟ ସେହିଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଖବର ଟି ହେଉଛି ଆଠ ତାରିଖ ର ଏବଂ ଖୋର୍ଦ୍ଧା ଜିଲ୍ଲାର ।

ତେବେ ସେଠାକାର ଜଣେ ଭଦ୍ର ମହିଳା ନିଜ ପାରିବାରିକ ଅଶାନ୍ତି ର ସମାଧାନ ପାଇଁ ବିଶ୍ଵନାଥ ପୁର ର ଶିବ ପ୍ରସାଦ ଭୋଇ ଯାହାର ସେହି ଗାଁ ରେ ବହୁତ ନାଁ ରହିଛି ଏବଂ ତା ପାଖରେ ଆସି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ରହିଥିବା ଅଶାନ୍ତି ଙ୍କୁ ସମାଧାନ କରିବା ପାଇଁ ଆସିଥିଲେ । ତେବେ ସେ ମହିଳାଙ୍କ କହିବା ଅନୁସାରେ ତାଙ୍କୁ ବାବା ଏକ ଲିଷ୍ଟ ଦେଇଥିଲେ ଯେଉଁଥିରେ ପୂଜା ସାମଗ୍ରୀ ର ନାମ ଲେଖା ଯାଇଥିଲା ।

ତେବେ ସେମାନେ ସବୁ ସାମଗ୍ରୀ କୁ ନେଇ ସେହି ବାବାଙ୍କ ନିକଟରେ ପହଁଚି ଥିଲେ । ତେବେ ପହଁଚିବା ପରେ ସେ ବାବା ତାଙ୍କ ସ୍ୱାମୀ ଙ୍କୁ ଗଙ୍ଗାଜଳ ଏବଂ କେଶର ଆଣିବା ବାହାନାରେ ସାକ୍ଷୀ ଗୋପାଳ ନିକଟକୁ ପଠାଇ ଦେଇଥିଲେ ତେବେ ସ୍ତ୍ରୀ ମଧ୍ୟ ଯିବା ପାଇଁ କହିବାରୁ ସ୍ୱାମୀ ବାରଣ କରିଥିଲେ ।

ତେବେ ସେହି ଭଣ୍ଡ ବାବା ଜଣଙ୍କ ସେହି ମହିଳା ଜଣଙ୍କୁ ଏକୁଟିଆ ଦେଖି ତାଙ୍କୁ ଥଂଡା ପିଇବାକୁ ଦେଇଥିଲା ଏବଂ ବାରି ପଛପଟେ ଥିବା ଠାକୁର ଘରକୁ ଯିବା ପାଇଁ କହିଥିଲା । ତେବେ ସେ ମଧ୍ୟ ସେହିଠାକୁ ଯାଇଥିଲେ ଏବଂ ସେହି ଭଣ୍ଡ ସୁଯୋଗ ଦେଖି ତାଙ୍କୁ ପଛପଟୁ ଜାବୁଡି ଧରିଥିଲା ଏବଂ ତାଙ୍କ ସହ ଦୁଶଷ୍କର୍ମ କରିଥିଲା । ତେବେ ଏହି କଥା ମହିଳା ଜଣଙ୍କ ନିଜ ସ୍ୱାମୀ ଙ୍କୁ ଜଣାଇ ଥିଲେ ଏବଂ ଉଭୟ ସେହି ଭଣ୍ଡ ନାମରେ ଏଫଆଇଆର ଦେଇଛନ୍ତି ।


ତେବେ ପୋଲିସ ମଧ୍ୟ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତ କୁ ଗିରଫ କରି ନିଜର ତଦନ୍ତ ଆରମ୍ଭ କରି ଦେଇଛି । ତେବେ ମହିଳା ଜଣଙ୍କ କହିଛନ୍ତି କି ତାଙ୍କ ସହ ଯାହା ଘଟିଲା ଆଉ କାହା ସହ ନ ଘଟୁ ବୋଲି ସେ ଏହି ଭଳି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *