Jhlik କାହିଁକି ବିବାହ କଲେ ପ୍ରୀତିରଞ୍ଜନକୁ, ରାଜନେତାଙ୍କ ସହ ଅଭିନେତ୍ରୀଙ୍କୁ କିପରି ହୋଇଥିଲା ପ୍ରେମ, ଜାଣନ୍ତୁ ରହସ୍ୟ… 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଝିଲିକଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆସିବା ଦିନରୁ ଝିଲିକ ସୋସିଆଲ ମିଡିଆରେ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଝିଲିକ ରାଜେନତା ପ୍ରୀତିରଞ୍ଜନ ଘଡାଇଙ୍କ ସହ ବିବାହ କରିଛନ୍ତି । ଗତ କିଛି ଦିନ ତଳେ ଉଭୟଙ୍କର ଦୁଇଟି ଯାଁଳା କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଛନ୍ତି । ତେବେ ବନ୍ଧୁଗଣ ଜିଲିକ ଆଉ ପ୍ରୀତିରଞ୍ଜନଙ୍କ ପ୍ରେମ କାହାଣୀ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ବନ୍ଧୁଗଣ ରାଜେନତା ପ୍ରୀତିରଞ୍ଜନ ଘଡାଇ ଓ ଝିଲିକ ପରସ୍ପରକୁ 7 ମାସ ହେବ ପ୍ରେମ କରି ଆସୁଥିଲେ । ଉଭୟ ଝିଲିଳ ଓ ପ୍ରୀତିରଞ୍ଜନ ଏକା ସହ ଅନେକ ଦିନ ରହି ଆସୁଥିଲେ । ଏପରିକି ଉଭୟ ଲିଭିନ ରିଲେସନରେ ରହୁଥିଲେ ଆଉ ଏହା ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଏହା ପରେ ଦୁଇ ଜଣଙ୍କ ପରିବାର ବିବାହ ପାଇଁ ସହମତି ଦେବାରୁ ଉଭୟଙ୍କ ବିବାହ ଅତି ଧୁମଧାମର ସହ ହୋଇଥିଲା ।

ପ୍ରୀତିରଞ୍ଜନଙ୍କ ସହ ବିବାହ କରି ଝିଲିକ ଏବେ ବହୁତ ଖୁସିରେ ଥିବା କଥା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଏବେ ପ୍ରୀତିରଞ୍ଜନ ମନ୍ତ୍ରୀ ପଦ ପାଇସାରିଛନ୍ତି ଆଉ ଝିଲିକ ମଧ୍ୟ ନିଜ ଅଭିନୟ କାରିୟର ଜାରି ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକ ଓ ପ୍ରୀତିରଞ୍ଜନଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *