ହିରୋଇନ Jhilik Bhattacharya ଦେଲେ ଖୁସି ଖବର…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।


ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ବିଷୟରେ ଆଲୋଚନା କରିବା । ତେବେ ଝିଲିକ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ।

ସେ ଓଡ଼ିଆ ସିନେ ଜଗତରେ ସେ ଅନେକ ହିଟ ସିନେମା ରେ ନିଜର ଅଭିନୟ ର ପ୍ରତିଭା କୁ ଦେଖାଇଛନ୍ତି । ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ଆଖିରେ ଆଖିରେ, ଆଦି ଅନେକ ହିଟ ସିନେମା ସେ ଓଲିଉଡ କୁ ପ୍ରଦାନ କରିଛନ୍ତି । ଏହା ଛଡା ସେ ଅନେକ ରିୟାଲିଟି ସୋ ର ଜଜ୍ ମଧ୍ୟ ହୋଇଛନ୍ତି । ତେବେ ଝିଲିକ ଦୁଇ ବର୍ଷ ହେବ ବିଜେଡି ର ନେତା ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଏବଂ ଏହା ପର ଠାରୁ ସେ ଏହି ଲାଇମ ଲାଇଟ ଠାରୁ ଟିକେ ଦୁରେଇ ରହୁଛନ୍ତି ।

https://www.youtube.com/watch?v=KNDAFdfpwpg

ତେବେ ଝିଲିକ୍ ବଙ୍ଗାଳି କିନ୍ତୁ ଯେବେଠୁ ସେ ଓଡ଼ିଆ ଘରର ବୋହୁ ହୋଇଛନ୍ତି ସେତେବେଳୁ ସେ ସମସ୍ତ ଓଡ଼ିଆ ପର୍ବ କୁ ଭଲ ଭାବରେ ଏବଂ ନିଷ୍ଠା ର ସହିତ ପାଳନ କରୁଛନ୍ତି । ତେବେ ବର୍ତ୍ତମାନ ତାଙ୍କର ଦ୍ଵିତୀୟ ବିବାହ ବାର୍ଷିକ ଉତ୍ସବ କୁ ସେ ଧୁମଧାମରେ ପାଳନ କରିଥିଲେ ଏବଂ ତାଙ୍କ ପାଇଁ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତା ଓ ଅଭିନେତ୍ରୀ ତାଙ୍କୁ ସରପ୍ରାଇଜ ମଧ୍ୟ ଦେଇଥିଲେ । ଶୁଣିବାକୁ ମିଳୁଛି ସେ ଖୁବ ଶୀଘ୍ର ରାଜନୀତିରେ ମଧ୍ୟ ପ୍ରବେଶ କରି ପାରନ୍ତି ।


ତେବେ ସେ ବହୁତ ଖୁସି ମଧ୍ୟ ହୋଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ନିଜ ଖୁସି କୁ ବ୍ୟକ୍ତ କରିଛନ୍ତି ଏବଂ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଆପଣ ଙ୍କୁ ଝିଲିକ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *