Jhili ଶୁଟିଙ୍ଗ ସେଟ ରେ ପଖଳା ଖିଆ ମସ୍ତି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ସିରିଏଲ ଗୁଡିକ ନିଶ୍ଚୟ ଦେଖିଥିବେ । ଏମିତି ଅନେକ ଓଡିଆ ସିରିଏଲ ଅଛି ଯାହା ଅତି କମ ସମୟରେ ଲୋକପ୍ରିୟତା ହାସଲ କରିଛି ଓ ଅନ୍ୟ ପକ୍ଷରେ ଏଭଳି ମଧ୍ୟ କିଛି ସିରିଏଲ ଅଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରି ନାହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ‘ଝିଲି’ ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲଟିକୁ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲରେ କାହାଣୀ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ତଥା ଝିଲି ଭୂମିକାରେ ନଜର ଆସୁଛନ୍ତି ନିକିତା ମିଶ୍ର ଓ ମୁଖ୍ୟ ଅଭିନେତା ସିଦ୍ଧାର୍ଥ ଭୂମିକାରେ ନଜର ଆସୁଛନ୍ତି ଅମନ ଚିଞ୍ଚାନୀ ।

ଏହି ଦୁଇଟି କଳାକାର ନିଜର ସୁନ୍ଦର ଅଭିନୟର ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆସିବା ଦିନରୁ ନିକିତା ଓ ଅମନ ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି । କିନ୍ତୁ ବର୍ତ୍ତମାନ ଝିଲି ସିରିଏଲ ସୁଟିଙ୍ଗ ସେଟର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓଟି ଝିଲି ସୁଟିଙ୍ଗ ସେଟ ସମୟରେ ରେକର୍ଡ ହୋଇଛି । ଭିଡିଓରେ ସିରିଏଲର ମୁଖ୍ୟ ଅଭିନେତା ଅମନ ଷ୍ଟାଫ ମାନଙ୍କ ସହ ଦହି ପଖାଳ, ବାଇଗଣ ଭର୍ତା ଓ କାକୁଡି ସାଲାଡ ଖାଉ ଥିବାର ନଜର ଆସୁଛନ୍ତି । କେବଳ ଅମନ ନୁହେଁ ବନ୍ଧୁଗଣ ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ନିକିତା ମିଶ୍ର ମଧ୍ୟ ଗରମ ଭାତ ସହ ବାଇଗଣ ଭର୍ତା ଖାଉଥିବାର ନଜର ଆସୁଛନ୍ତି ।

ସୁଟିଙ୍ଗ ସେଟରେ ଏହି କଳାକାର ମାନେ ନିଜ କୋଷ୍ଟାର ମାନଙ୍କ ସହ ବସି ଏଭଳି ମସ୍ତି କରନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *