Odia Puzzle: ଝିଅଟିର ନାମ କୁହ ? 99% ଲୋକଙ୍କୁ ଜଣା ନାହିଁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ପଜ୍ଜଲ ନେଇ ଆସିଛୁ । ଆପଣ ମାନେ ଏହି ସବୁ ପଜ୍ଜଲ ଗୁଡିକୁ ଧ୍ୟାନରେ ଦେଖନ୍ତୁ ଆଉ ଏହାର ସମାଧାନ କରନ୍ତୁ । ଯଦି ଆପଣ ଏହି ସବୁ ପଜ୍ଜଲ ଗୁଡିକର ସମଧାନ କରିଦେବେ ତା ହେଲେ ଆପଣ ବହୁତ ବଡ ଜ୍ଞାନୀ । ଖୁବ ମଜାଦାର ଅଟେ ଏହି ସବୁ ପଜଲ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜ୍ଜଲରେ ଏକ ଖାଦ୍ୟ ସାମଗ୍ରୀର ନାମ ଲୁଚି ରହିଛି । ତେଣୁ ଆପଣ ମାନେ କୁହନ୍ତି ସେହି ଖାଦ୍ୟ ସାମଗ୍ରୀ କଣ ହେବ । ପ୍ରଥମେ ମୁଣ୍ଡ ଦେଖା ଯାଇଛି ଆଉ ତା ସହ ୧୦୦ ଦେଖା ଯାଇଛି । ତେଣୁ ଏହାର ସଠିକ ଉତ୍ତର ହେବ ସରସୋ । ଓଡିଆରେ ହେବ ସୋରିଷ ।

୨. ଆମ ଲିଷ୍ଟର ଦ୍ଵିତୀୟ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜ୍ଜଲରେ ଏକ ଝିଅର ନାମ ଲୁଚି ରହିଛି । ଯଦି ଆପଣ ଝିଅର ନାମ ଜାଣି ପାରୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ ଏହାର ସଠିକ ଉତ୍ତର କହିବୁ । ଦର୍ଶକ ବନ୍ଧୁ ପ୍ରଥମ ଫଟୋରେ ଆପଣ ଏକ ଝିଅର ମୁହଁ ଦେଖି ପାରୁଥିବେ ଆଉ ଦ୍ଵିତୀୟରେ ଏକ ଗଧକୁ । ତେଣୁ ଏହାକୁ ମିଶାଇ ଦେଲେ ଝିଅର ନାମ ହେଉଛି ମୁଗଧା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ପଜ୍ଜଲରେ ଏକ ଫଟୋ ରହିଛି । ଏଥିରେ ଏକ ଝିଅର ନାମ ଲୁଚି ରହିଛି ତେଣୁ ଆପଣଙ୍କ ଚ୍ୟାଲେଞ୍ଜ ହେଉଛି ଆପଣ ସେହି ଝିଅର ନାମ କହିବେ । ପ୍ରଥମେ ଏହି ଫଟୋରେ ଏକ ଗାଈ ଅଛି ଆଉ ତା ପରେ ଏକ ଗଛ ରହିଛି । ତେବେ ଝିଅର ନାମ ହେବ ଗାୟତ୍ରୀ । ଗାଈ ଆଉ ଗଛର ଇଂରାଜୀ ଶବ୍ଦ ଟ୍ରିକୁ ମିଶାଇଲେ ହେବ ଗାୟତ୍ରୀ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ପଜ୍ଜଲରେ ଏକ ପରିବା ନାଁ ରହିଛି । ତେଣୁ ଆପଣ ଏହି ଫଟୋକୁ ଟିକେ ଧ୍ୟାନରେ ଦେଖି ପରିବା ନାଁ କୁହନ୍ତୁ । ଯଦି ଆପଣ ଜାଣି ପାରୁ ନାହାନ୍ତି ତା ହେଲେ ଆସନ୍ତୁ ଜାଣିବା ଏହାର ସଠିକ ଉତ୍ତର । ଏହି ଫଟୋରେ ଏକ ଲେଡି ଅଛି ଆଉ ଫିଙ୍ଗର ଅଛି ତେବେ ଏହାକୁ ମିଶାଇଲେ ହେବ ଲେଡି ଫିଙ୍ଗର । ଲେଡି ଫିଙ୍ଗରର ଅର୍ଥ ହେଉଛି ଭେଣ୍ଡି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ପଜ୍ଜଲରେ ଆପଣଙ୍କୁ ଝିଅର ନାମ କହିବାକୁ ହେବ । ଏହି ପଜ୍ଜଲରେ ଏକ ଝିଅର ନାମ ଲୁଚି ରହିଛି । ତେଣୁ ଆପଣ ମାନେ କୁହନ୍ତି ଝିଅର ନାମ କଣ ହେବ । ଏହି ପଜ୍ଜଲରେ ଏକ ମୂଷା ଆଉ କାନ ରହିଛି ତେଣୁ ଝିଅର ନାମ ହେବ ମୁସକାନ ।

Leave a Reply

Your email address will not be published. Required fields are marked *