‘ଝିଅଟିକୁ ଜଣା ନଥିଲା କ୍ୟାମେରା ସବୁ ଦେଖୁଛି…ସିସିଟିଭିରେ କଏଦ ହେଲା କିଛି ଏମିତି ଘଟଣା ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ ସାଧାରଣତଃ ସମସ୍ତ ଚୋର ମାନେ ବହୁତ ଚତୁରତା ଓ ସାବଧାନତାର ସହ ଚୋରୀ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ପକାଇ ଚୋରୀ କରନ୍ତି । କାରଣ ଯଦି ସେମାନେ ଚୋରୀ କରିବା ସମୟରେ ଧରା ପଡିଯିବେ ତା ହେଲେ ସେମାନଙ୍କୁ ଜେଲ ଯିବାକୁ ପଡିବ । ହେଲେ ଏମିତି କିଛି ଚୋର ଅଛନ୍ତି ଯେଉଁ ମାନେ ଚୋରୀ କରିବା ସମୟରେ କ୍ୟାମେରା ସାମ୍ନାକୁ ଆସିଯାନ୍ତି ଓ ବହୁତ ମଜାଦାର ପ୍ରତିକ୍ରିୟା ସେମାନେ ଦେଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଚୋର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଚୋର ମାନଙ୍କ ବିଷୟରେ । ୧. ବନ୍ଧୁଗଣ ଗତ କିଛି ଦିନ ହେବ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଏକ ଚୋର ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଓଡିଶାର ପୋଲିସ ଅଫିସର ଅରୁଣ ଭୋତ୍ରା ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଥିଲେ ।

ଭିଡିଓରେ ଏକ ବ୍ୟକ୍ତି ନିଜ ଗାଡି ଠିକ କରୁଥିବାର ନଜର ଆସୁଛି । ବ୍ୟକ୍ତି ଗାଡି ଠିକ କରୁଥିବା ସମୟରେ ଗୋଟେ ଚୋର ଆସି ତାର ପଛ ପକେଟରୁ ପର୍ସ ଚୋରୀ କରି ସବୁଆଡେ ଦେଖୁଛି । ଯେତେବେଳେ ଚୋରକୁ ସିସି ଟିଭି କ୍ୟାମେରା ବିଷୟରେ ଜଣା ପଡୁଛି ସେତେବେଳେ ଚୋରଟି ବହୁତ ଚତୁରତା ସହ ସେହି ବ୍ୟକ୍ତିର ପର୍ସକୁ ତଳେ ପକାଇ ତାକୁ ଦେଇ ଦଉଛି ଓ ସିସି ଟିଭି କ୍ୟାମେରାକୁ ଚାହିଁ ଭୁଲ ମାଗୁଛି ।

୨. ଆମ ଦ୍ଵିତୀୟ ଭିଡିଓଟି ମୁମ୍ବାଇ ପୋଲିସ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି । ଏହି ଭିଡିଓରେ ଏକ ଚୋର ସାମ୍ନା ବାଲା ଲୋକର ପର୍ସ ଚୋରୀ କରି ଦେଉଛି । ହେଲେ ଚୋରଟି ସିସି ଟିଭି କ୍ୟାମେରାକୁ ଦେଖି ସାମ୍ନା ବାଲାର ପର୍ସ ଫେରେଇ ଦେଉଛି । ସିସି ଟିଭି କ୍ୟାମେରାକୁ ଦେଖି ଚୋରଟି ଯେଉଁ ଭଳି ଭାବରେ ନିଜର ପ୍ରତିକ୍ରିୟା ଦେଉଛି ତାକୁ ଦେଖି ସମସ୍ତ ଲୋକ ବହୁତ ହସି ଛନ୍ତି ।

୩. ଗତ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆରେ ଏକ ଚୋରୀ ଘଟଣା ବହୁତ ଚର୍ଚାରେ ଥିଲା । ଆସାମର କିଛି ଚୋର ଏଟିଏମ ମେସିମ ବଦଳରେ ଭୁଲ ସେ ପାସବୁକ ପ୍ରିଣ୍ଟର ମେସିନକୁ ଚୋରୀ କରି ନେଇଥିଲେ । ବନ୍ଧୁଗଣ ମଜାର କଥା ଏହା ହେଉଛି ସେ ସେହି ଚୋର ମାନେ ପାସବୁକ ପ୍ରିଣ୍ଟର ମେସିନକୁ ଚୋରୀ କରି ମଧ୍ୟ ଧରା ପଡିଯାଇଥିଲେ ।

୪. ସିଙ୍ଗାପୁରର ଏକ ଚୋରୀ ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଭିଡିଓରେ ଦୁଇଟି ଝିଅ ଖାଲି ପାଦରେ ଜଣଙ୍କ ଘରକୁ ଚପଲ ଚୋରୀ କରିବାକୁ ଯାଇଥିଲେ । ଚୋରୀ କରିବା ସମୟରେ ଗୋଟେ ଝିଅ ସେଠି ଥିବା ସିସି ଟିଭି କ୍ୟାମେରା ବିଷୟରେ ଜାଣି ଥିଲା ଯାହାଫଳରେ ଝିଅଟି ଲାଜ କରି ସେହି ସ୍ଥାନରୁ ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *