Interesting Gk Questions – ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

ମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ

ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

ପ୍ରଶ୍ନ – ୧

ଏମିତି କିଏ ଅଟେ ଯାହାର ୪ ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରେ ନାହିଁ ?

ଉତ୍ତର – ଟେବୁଲ

ପ୍ରଶ୍ନ – ୨

ବିଶ୍ଵର ପ୍ରଥମ ବିଶ୍ଵ ବିଦ୍ୟାଳୟ କିଏ ଅଟେ ?

ଉତ୍ତର – ତକ୍ଷଶୀଳା ବିଶ୍ଵ ବିଦ୍ୟାଳୟ

ପ୍ରଶ୍ନ – ୩

ଏମିତି କେଉଁ ଜିନିଷ ଯିଏ ଆଲୋକରେ ତୁମ ସାଥିରେ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?

ଉତ୍ତର – ଛାଇ

ପ୍ରଶ୍ନ – ୪

ଏମିତି କଣ ଅଟେ ଯିଏ ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?

ଉତ୍ତର – ତାପମାତ୍ରା

ପ୍ରଶ୍ନ – ୫

ସେ କିଏ ଅଟେ ଯିଏ ଦିଲ ରେ ଅଛି, ମନ ରେ ଅଛି କିନ୍ତୁ ଧଡକନ ରେ ନାହିଁ ?

ଉତ୍ତର – ଆମିର ଖାନ

ପ୍ରଶ୍ନ – ୬

ଅନ୍ତରୀକ୍ଷରେ ପହଞ୍ଚିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ଅଟେ ?

ଉତ୍ତର – ମେଜର ୟୁରୀ ଗାଗରିନ

ପ୍ରଶ୍ନ – ୭

ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?

ଉତ୍ତର:- ଆମର ଦୁଇଟି ଆଖି

ପ୍ରଶ୍ନ – ୮

ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

ପ୍ରଶ୍ନ – ୯

ବିଶ୍ୱର କେଉଁ ନଦୀର ପାଣି ଗରମ ଅଟେ ?

ଉତ୍ତର – ନୀଳ ନଦୀ

ପ୍ରଶ୍ନ – ୧୦

ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

ଉତ୍ତର – କାରଣ ଝିଅଟି ୧୯୫୦ ମସିହାରେ ଜନ୍ମ ହେଇଥିଲା ଓ ଯେଉଁ ଘରେ ମଲା ସେହି ଘର ନମ୍ବର ଥିଲା ୧୯୫୦ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଞାନ ବର୍ଦ୍ଧକ ପୋସ୍ଟ ଅଧିକ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *