ଏମିତି କୌଣସି ଶତ୍ରୁ ସହିତ ବି ନ ହେଉ, ଯେମିତି ଏହି ଝିଅଟି ସହ ହେଲା…ଦେଖନ୍ତୁ ଏହି ଭାଇରାଲ Video

ଆମର ଏହି ଅଜବ ଗଜବ ଦୁନିଆରେ ପ୍ରତି ମୂହୁର୍ତ୍ତରେ ଲକ୍ଷ ଲକ୍ଷ ଘଟଣା ଘଟିଥାଏ । ସେ ଗୁଡିକ ମଧ୍ୟରେ ବହୁତ ଘଟାଣା କ୍ୟାମେରାରେ କଏଦ ହୋଇଯାଏ । ସେହି ସମସ୍ତ ଅଜବ ଗଜବ ଘଟଣା ମଧ୍ୟରୁ ଆଜି ଆମେ ଆପଣଙ୍କ ପାଇଁ କିଛି ଘଟଣା ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇଯିବେ । ଆପଣ ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଖିଥିବେ । କିନ୍ତୁ ବିବିସି ଚ୍ୟାନେଲ ନିଜର ଏକ ଶୋ ଡ୍ରାକୁଲା ପାଇଁ ଭିନ୍ନ ପ୍ରକାରର ବିଜ୍ଞାପନର ବୋର୍ଡ ଲଗାଇ ଥିଲା ।

ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆମେ ସମସ୍ତେ ଜାଣିଛୁ କି ଡ୍ରାକୁଲା ରାତିରେ ବାହାରକୁ ବାହାରିଥାଏ । ଠିକ ସେହିଭଳି ଏହି ବୋର୍ଡ ଦିନରେ ଯେତିକି ହିଁ ସାଧାରଣ ଓ ଖରାପ ଦେଖାଯାଉଥିଲା ରାତି ହେବା ପରେ ଏହା ସେତିକି ହିଁ ଭୟଙ୍କର ହୋଇଯାଉଥିଲା । କାରଣ ଏହି ବୋର୍ଡରେ ଲାଗିଥିବା ଟ୍ୟାଗ ଓ ଲାଇଟିଙ୍ଗ କିଛି ଏମିତି ଥିଲା କି ରାତିରେ ଏହି ବୋର୍ଡରେ ଡ୍ରାକୁଲାର ଛାଇ ନଜର ଆସୁଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନାଲି ଲାଞ୍ଜ ଥିବା ବାଜପକ୍ଷୀ ପବନରେ ଗୋଟିଏ ସ୍ଥାନରେ ସ୍ଥିର ରହି ନିଜର ଶିକାର ଖୋଜି ପାରିବେ । ବାଜ ପକ୍ଷୀ ନିଜ ଶରୀରକୁ ସନ୍ତୁଳିତ କରି ଗୋଟିଏ ସ୍ଥାନରେ ତାହା ବି ପୁଣି ପବନରେ ରହି ନିଜ ଶିକାର ଉପରେ ନଜର ରଖିଥାଏ । କେବଳ ବାଜ ପକ୍ଷୀ ନୁହେଁ ଦୁନିଆରେ ଏହିଭଳି ବହୁତ ପକ୍ଷୀ କରି ପାରିବେ ।

https://www.youtube.com/watch?v=1TNiQ7ENJYA

ମାଙ୍କଡମାନେ ପ୍ରାୟତଃ ନିଜର ଅଜବ ଗଜବ କାମ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏମିତିରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯେତେବେଳେ ଗୋଟିଏ ବ୍ୟକ୍ତି ମାଙ୍କଡ ଛୁଆ ଓ ତାର ମା ର ଭିଡିଓ କରିବାକୁ ଯାଉଛି ତେବେ ମାଙ୍କଡ ଛୁଆର ମାକୁ ଏହି କଥା ପସନ୍ଦ ଆସିଲା ନାହିଁ । ଏମିତିରେ ସେ ବ୍ୟକ୍ତିର ହାତ ଛାଟି ଦେଇ ଦୂରକୁ ଚାଲିଯିବା ପାଇଁ ଚେତାବନୀ ଦେଇ ଦେଉଛି ।

ନିଜ ଦୋଷ ଅନ୍ୟ ମୁଣ୍ଡ ଉପରେ ଲଦିଦେବା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଏହାର ଜ୍ଵଳନ୍ତା ଉଦାହରଣ ଆପଣ ଦେଖି ନିଅନ୍ତୁ । ରୁସରେ ଏକ ଲିଫ୍ଟରେ ଦୁଇ ଜଣ ପୁଅ ପିଲା ଲିଫ୍ଟ ଭିତରେ ପଶି ଯାଇ ଲିଫ୍ଟରେ ଲାଗିଥିବା କାଚକୁ ମାରିବାକୁ ଲାଗୁଛନ୍ତି । ଯେଉଁ କାରଣରୁ କାଚ ଖସି ଯାଇ ତାଙ୍କ ଉପରେ ପଡି ଯାଉଛି ।

କିନ୍ତୁ ଦୁଇ ଜଣ ବୁଦ୍ଧି ଖଟାଇ ଗୋଟିଏ ବାଡି ସାହାର୍ଯ୍ୟରେ କାଚକୁ ଫିଟ କରି ଛାଡି ଦେଇ ସେଠୁ ଫେରାର ହୋଇଯାଉଛନ୍ତି । କିନ୍ତୁ ଯେତେବେଳେ ଆଉ ଜଣେ ବ୍ୟକ୍ତି ସେହି ଲିଫ୍ଟକୁ ଆସିଲେ ତେବେ ସେ ସେହି ବାଡିକୁ ସାଇଟ କରିବାକୁ ଚେଷ୍ଟା କରିଲେ ଯେଉଁ କାରଣରୁ କାଚଟି ପୂରାପୂରି ଖସି ଯାଇ ତାଙ୍କ ଉପରେ ପଡି ଯାଉଛି ।

ଜଙ୍ଗଲରେ ରହୁଥିବା ଘୁଷୁରି ସହରରେ ମିଳୁଥିବା ଘୁଷୁରି ଠାରୁ ବହୁତ ଅଧିକା ଶକ୍ତିଶାଳୀ ଆକ୍ରମକ ହୋଇଥାନ୍ତି । ଯାହାର ଉଦାହରଣ ଆମେରିକାର ଜଙ୍ଗଲରେ ବୁଲୁଥିବା ଏହି ଝିଅମାନଙ୍କ ସହ ଘଟିଥିଲା । ଯେଉଁଠି ଗୋଟିଏ ଜଙ୍ଗଲି ଘୁଷୁରି ଝିଅମାନଙ୍କ ଗ୍ରୁପରୁ କେବଳ ଗୋଟିଏ ଝିଅକୁ ଟାର୍ଗେଟ କରିଲା ଓ ତାକୁ ଗଛରେ ଚଢିବା ପାଇଁ ବାଧ୍ୟ କରିଦେଲା ।

Leave a Reply

Your email address will not be published. Required fields are marked *