ଝିଅଟି କହିଲା ପୁଅଙ୍କୁ ଏମିତି କଥା ! ଭିଡିଓ ହେଲା ଭାଇରାଲ…ଦେଖନ୍ତୁ Video

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ମଧ୍ୟ ଭାଇରାଲ ହେଉଛି ।

ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି । ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ଅନେକ ଯୁବପିଢି ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେଉଛନ୍ତି ତେଣୁ ସେମାନେ ଫେମସ ହେବା ପାଇଁ ରିଲ୍ସ ଭିଡିଓ କରି ଅପଲୋଡ କରିଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଝିଅ ଏପରି କିଛି କହୁଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଜଣେ ଝିଅ ଭିଡିଓରେ କହୁଛନ୍ତି-‘ଆମେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେତେବେଳେ ସ୍କୁଲ ବାହାରେ ସାର ଆସୁଥିବାର ଦେଖି ଆମେ ଭାବୁ କେମିତି ସାରଙ୍କୁ ପାସ୍ କରି ଚାଲିଯିବା ବା କେଉଁଠି ଗୋଟେ ଲୁଚି ଯିବା ଯେମିତି ସାର ଆମକୁ ଦେଖି ପାରିବେ ନାହିଁ । ଆଉ ଯଦି ମୁହାଁ ମୁହିଁ ହେଇଗଲ ତ ଗଲା ସେଇଠି ଆଣ୍ଠେଇବାକୁ ପଡିବ ତା ପରେ ପୁରା ନରମିକି ଆମେ ଛିଡା ହେଉଥିବା । ହେଲେ ଏବେ ପରିସ୍ଥିତି ଏମିତି ହେଇଯାଇଛି ପିଲା ମାନେ ସାରଙ୍କୁ ନୁହେଁ ସାର କେମିତି ପିଲା ମାନଙ୍କୁ ଦେଖି ଖସିବେ ତାହା ଭାବୁ ଛନ୍ତି ।

ଆଗକୁ ସେ କହିଛନ୍ତି-‘ଆଜିକାଲି ଗୁରୁ ଶିଷ୍ୟଙ୍କ ମଧ୍ୟରେ ଯେଉଁ ଭଲ ପାଇବା ଥିଲା ବା ଗୁରୁଙ୍କ ପାଇଁ ଯେଉଁ ଭୟ ଥିଲା ତାହା ଦେଖିବାକୁ ମିଳୁ ନାହିଁ । ଗୁରୁଙ୍କୁ ସମ୍ମାନ ଦିଅନ୍ତୁ ଗୁରୁଙ୍କୁ ଯଦି ସମ୍ମାନ ନଦେବା ନା ତା ହେଲେ ଆମେ କେବେବି ଜୀବନରେ ଉନ୍ନତି କରିପାରିବା ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *