ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଯୁବତୀଙ୍କର ଏହି ଭିଡିଓ, କହିଲେ କିଚିଏ ଏମିତି ଶୁଣିଲେ ଉଡିଯିବ ଆପଣଙ୍କ ହୋସ ! ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣିପାରୁଛନ୍ତି ।  ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ମଦ୍ୟପାନ କରି ଗଣମାଧ୍ୟମ ସାମ୍ନାରେ ନିଜର ଅଭିଯୋଗ ରଖିଛନ୍ତି ।

ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି’ବରମୁଣ୍ଡାରେ ମୋ ହସବେଣ୍ଡ ସହ ଝଗଡା ହୋଇଛି । ସେ ମୋତେ ଜବରଦସ୍ତି ଉଠେଇ ଆଣିଲେ ଗଣ୍ଡମୁଣ୍ଡା ବସ୍ତିକୁ ନେଇ ମୋତେ ଜବରଦସ୍ତି ମଦ ପିଏଇଲେ । ମୁ ଛୋଟବେଳୁ ମଦ ପିଉଥିଲି ଯିଏ ଛୋଟ ବେଳୁ ଯାହା ନିଶା କରେ ତାକୁ ଛାଡି ପାରେ ନାହିଁ । ମୁ ମଦ ପିଉଥିଲି ପଟିଆ ଚିଙ୍ଗୁଡି ଫେକ୍ଟରୀରେ ମୁ ଚାକିରି କରୁଥିଲି’ ।

ଆଗକୁ ସେ କହିଛନ୍ତି’ମାସକୁ ୧୧ ହଜାର ଟଙ୍କା ପାଉଥିଲି ଖାଇ ପିଇ ୧୦ ହଜାର ଟଙ୍କା ପାଉଥିଲି । ତା ପରେ ମୋ ମା କହିଲା ତାକୁ ୩୦ ହଜାର ଟଙ୍କା ଦରକାର ୩ ମାସରେ ମୁ କହିଲି ଠିକ ଅଛି ନେଇଯା । ସେ ସାର ମତେ କହିଲେ ୩ ହଜାର ଟଙ୍କା ରଖ ଖାଇ ପିଇ କିଛି ଖର୍ଚ୍ଚ କରିବ । ତା ପରେ ମୋ ବାପା ନଷ୍ଟ ହେଇଗଲେ ମୁ ଆମ ଗାଁରେ ଯାହା ସହ ଲଭ କରିଥିଲି ସେ ମୋ ଜୀବନ ସହ ଖେଳିଲା’ ।

ଆଗକୁ ସେ କହିଛନ୍ତି’ମୁ ସ୍କୁଲରେ ନବାନ ଶ୍ରେଣୀରେ ପଢୁଥିଲି ମୋ ସହ ବହୁତ କିଛି କରିଲେ ତା ପରେ ସେ ମୋତେ ଧୋକା ଦେଲେ । ମୋ ସାବତ ମା ମତେ କହିଲେ ସେ ମୋତେ ରଖିପାରିବେ ନାହିଁ । ମୋ ଶାଶୁ ହେଉଛନ୍ତି ଗୋଟେ ପାଗେଳି ମୋତେ ମୋ ସ୍ଵାମୀ ଆଉ ମୋ ଶାଶୁ ଧୋକା ଦେଇଛନ୍ତି ଗାଳି ଦେଇଛନ୍ତି ମୁ ଆଉ ବଞ୍ଚିବି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ନିଜର ଦୁଃଖ ବିଷୟରେ କହିଛନ୍ତି । ତେବେ ଏହି ଖବରଟି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *