କଣ କହିଲା ଏହି ଝିଅଟି ଦେଖନ୍ତୁ ରାତିରେ ହେଲା ଭିଡ଼ିଓ ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଭି-ଡି-ଓ ଭା-ଇ-ରା-ଲ ହୋଇଥିବାର ଦେଖିଥିବେ । ସେଥି ମଧ୍ୟରୁ କେତେକ ଆମ୍ଭ ହୃଦୟକୁ ସିଧାସଳଖ ଛୁଇଁ ଯାଇଥାଏ । ତେବେ ଆସନ୍ତୁ ଜାଣିନେବା ଏକ ଏହିଭଳି ଭି-ଡି-ଓ ସମ୍ବନ୍ଧରେ କିଛି ବିଶେଷ କଥା ଯାହା ଆପଣଙ୍କ ମନକୁ ବେସ ଛୁଇଁବ । ଏହି ଭିଡିଓ ରେ ଝିଅଟି କହିଛି ଯେ ସମସ୍ତେ ନିଜ ନିଜ ଲାଗି କହିଲେ । କିଏ କହିଲେ ଯେତିକି ସୁନ୍ଦରୀ ଝିଅ ଅଛନ୍ତି ସବୁ ସମ୍ବଲପୁର ତଳେ,

କିଏ କହିଲା ଯେତିକି ସୁନ୍ଦରୀ ଝିଅ ଅଛନ୍ତି ବଲାଙ୍ଗୀରି ତଳେ, କିଏ କହିଲା ଯେତିକି ସୁନ୍ଦରୀ ଝିଅ ଅଛନ୍ତି ଝାରସୁଗୁଡା ତଳେ । ମାତ୍ର ସମସ୍ତେ ନିଜ ନିଜ ପାଇଁ କହିଲ । କିନ୍ତୁ ଏହା ଜାଣିଛ ଯେ ଆମ୍ଭଠାରୁ ୧୦ ଗୁଣା ସୁନ୍ଦର ପିଲାମାନେ ମଧ୍ୟ ଅଛନ୍ତି ବୋଲି ? ଖାଲି ସୁନ୍ଦରୀ ଯେ ଝିଅ ମାନେ ଅଛନ୍ତି ତାହା ନୁହେଁ । ପିଲା ମାନେ ମଧ୍ୟ ସୁନ୍ଦର ଅଛନ୍ତି ।

ତେବେ ଝିଅଟି କହିଛନ୍ତି ଯେ ମୁଁ ମୋର ଗାଁ ଲାଗି କି ଅନ୍ୟ କାହା ଲାଗି କହୁନି । ମୁଁ ମୋ ସବୁ ସମ୍ବଲପୁରିଆ ପିଲା ମାନଙ୍କ ଲାଗି କହୁଛି,- ଆରେ ଝାରେ ଝାରେ କରି ମାଲ୍ଲୀ କୋଟା ରବତ ପୋଲା ତଳେ, ଆଉ ଯେତିକି ସୁନ୍ଦର ପିଲା ସବୁ ଆମ୍ଭ ସମ୍ବଲପୁରିଆ ତଳେ ।

ଏହା ସେ ସମ୍ବଲପୁରିଆ ପିଲା ମାନଙ୍କ ଲାଗି କହିଛନ୍ତି । ତେବେ ଆଉ ଏକ ମହିଳା ଙ୍କୁ ତାଙ୍କ ସ୍ଵାମୀ କହୁଛନ୍ତି ହସୁଛ କାହିଁ ଏଭଳି ଦାନ୍ତ ଦେଖେଇ ଦେଖେଇ । ମହିଳା ଜଣଙ୍କ ବିଶେଷ କିଛି କହି ନପାରି ହସି ଚୁପ ଚାପ ରହିଯାଉଛନ୍ତି । ଏହିଭଳି ଅନେକ ଭି-ଡି-ଓ ଯାହା ସୋ-ସି-ଆ-ଲ ମି-ଡି-ଆରେ ଦେଖାଇବା ମିଳିଛି ଯାହାକୁ ଦେଖିଲେ ମନକୁ ଛୁଇଁ ଯାଉଛି ।

ତେବେ ଏହିସବୁ ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଧୃତ ଗତିରେ ଭା-ଇ-ରା-ଲ ହେବାକୁ ଲାଗିଛି । ସାଧାରଣତଃ ଲୋକେ ନିଜର ବହୁ ମୂଲ୍ୟ ସମୟରୁ କିଛି ସମୟ ବାହାର କରି ଫୋନ ରେ ଏହିସବୁ ଜିନିଷ ଦେଖିଥାନ୍ତି କାରଣ ଏହା ମନକୁ ସାନ୍ତ୍ଵନା ଦେବା ସହିତ କିଛି କିଛି ଦୃଶ୍ୟ ଆମ୍ଭ ଓଠରେ ହସ ମଧ୍ୟ ଫୁଟାଇ ପାରେ । ଆଜିଭଳି ଯୁଗରେ ଏହା କିଛି ନୂଆ କଥା ନୁହେଁ ନିଜକୁ ଖୁସି ରଖିବାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *