ଆମ ଓଡିଆ ପୂଜା ପର୍ବାଣି ଉପରେ ଏହି ଝିଅଙ୍କର ପ୍ରବଳ ଜ୍ଞାନ, ଥରେ ଦେଖନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସାରା ଭାରତରେ ଦଶହରା ମାହୋଲ ଚାଲିଛି । ଆମ ହିନ୍ଦୁ ଧର୍ମରେ ନବରାତ୍ରି ହେଉଛି ଏକ ପବିତ୍ର ପର୍ବ ଓ ବର୍ଷକୁ ଥରେ ଆମେ ସମସ୍ତେ ବହୁତ ଧୁମ ଧାମରେ ଦଶହରା ପର୍ବ ପାଳନ କରିଥାଉ । ହେଲେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ଦଶହରା ପର୍ବକୁ ଭଲ ସେ ପାଳନ କରି ହେଉ ନାହିଁ । ଏହି ବର୍ଷ ଦଶହରାରେ କିଛି ଗଣମାଧ୍ୟମ କର୍ମଚାରୀ ଦଶହରା ବିଷୟରେ ପ୍ରଶ୍ନ ପଚାରି ଲୋକ ମାନଙ୍କର ପ୍ରତିକ୍ରିୟା ନେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମିଡିଆ ବାଲା ଏକ ଝିଅ ପାଖକୁ ଯାଇ ଦଶହରାର ପ୍ରତିକ୍ରିୟା ମାଗିଥିଲେ ସେହି ସମୟରେ ଝିଅଟି ପ୍ରଥମେ କ୍ୟାମେରାକୁ ଦେଖି ବହୁତ ଲାଜ କରିଥିଲେ । କିଛି ସମୟ ହସିବା ପରେ ଝିଅ ଜଣକ କହିଲେ-‘ମୁ ସମସ୍ତଙ୍କୁ ହାପି ଦୂର୍ଗା ପୂଜା ଜଣାଉଛି । ସାମାଜିକ ଦୂରତାକୁ ପାଳନ କରି ପୂଜା ପାଳନ କରନ୍ତୁ’ ।

ଏହା ପରେ ମିଡିଆ ବାଲା ପୂଜା ବିଷୟରେ କିଛି କହିବା ପାଇଁ ମହିଳାଙ୍କୁ କହିଥିଲେ ସେହି ସମୟରେ ମହିଳା କହିଲେ- ‘ନାହିଁ ସେମିତି ମୁ କିଛି କହିପାରିବି ନାହିଁ’ । ଏହା ପରେ ତାଙ୍କୁ ଆମ ଋତୁ ବିଷୟରେ ପଚରା ଗଲା । ମହିଳା ପ୍ରଥମେ କହିଲେ ଆମର ୧୨ଟା ଋତୁ ତା ପରେ କହିଲେ ୬ ଋତୁ । ମହିଳା ଜଣକ ଗ୍ରାଜୁଏସନ ଶେଷ କରି ବର୍ତ୍ତମାନ ଚାକିରି କରୁଛନ୍ତି । ହେଲେ ଆମ ହିନ୍ଦୁ ପର୍ବ ପର୍ବାଣି ବିଷୟରେ ଅଧିକ କିଛି ଜାଣି ନାହାନ୍ତି ।

ମହିଳାଙ୍କର ଏହି ଓଲୋଟା ପାଲଟ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *