ଦେଖନ୍ତୁ Video: ‘ରୁମରେ ତୁ ଥିଲୁ ମୁଁ ଥିଲି କିସ ଭିଡିଓ କିଏ କଲା ? ତା ଭାଇ ସେ ଭିଡିଓ କରିଛି ଓ ମୋ ଭଉଣୀକୁ ନେଇ…’

ରସ୍ମିତା ମିଶ୍ର ଯିଏ କି ତାଙ୍କ ସ୍ଵାମୀ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ଓ ତାଙ୍କ ସ୍ଵାମୀ ପରସ୍ପର ଠାରୁ ଦୂରେ ଯାଇ ଛନ୍ତି ଓ ସ୍ଵାମୀ ଏକ ଯୁବତୀ ଙ୍କ ପ୍ରେମ ରେ ଥିବାରୁ ସେ ଅନ୍ୟ ପୁରୁଷ ସହ ମିସକୀ ସ୍ତ୍ରୀ ର ଏକ ଆସିଲା ଫୋଟୋ ଭାଇରାଲ କରୁଛନ୍ତି ଯାହା ପାଇଁ ମହିଳା ଜଣଙ୍କ କେନ୍ଦ୍ରାପଡା ଥାନାରେ ଅଭିଯୋଗ ଆଣି ଥିଲେ । କେନ୍ଦ୍ରାପଡା ରେ ରୁହେ ସେ ମହିଳା । ଘରେ ପିଲା ଅଛି କିନ୍ତୁ ତଥାପି ସ୍ଵାମୀ ଆଉ କାହା ସହ ସମ୍ପର୍କ ରେ ଥିଲେ ସ୍ତ୍ରୀ ବାର ବାର ବାରଣ ଅକରିବାରୁ ଦିଲୀପ କୁମାର ଜେନା ସହ ମିସିକି ସେ ଷଡଯନ୍ତ୍ର କରିଥିଲେ ।

ଯାହା ଜାଣିବା ପରେ ମହିଳା ଆସିକି ଥାନାରେ ଆଣିଛନ୍ତି । ପ୍ରକାଶ ଜେନା ଏବେ ତାଙ୍କ ଭଉଣୀ ଙ୍କୁ ନେଇକି ଫେରାର ହୋଇ ଯାଇଛି । ପ୍ରକାଶ ଜେନା ହେଉଛନ୍ତି ଦିଲୀପ ଙ୍କ ସାନ ଭାଇ । ମହିଳା ଜଣଙ୍କ ଦିଲୀପ ଙ୍କ ର ପିଲା ଦିନର ସାଙ୍ଗ ଥିଲେ 10 ମ ଶ୍ରୀନି ପଢିବା ପରେ ତାଙ୍କର ଆଉ କିଛି ସମ୍ପର୍କ ନଥିଲା ।

ଲକ ଡାଉନ ସମୟରେ ଦୁହେଁ ଫେସବୁକ ରେ ଦେଖା ହୋଇ ଥିଲେ ଓ କଥା ହୋଇ ଥିଲେ । ଏହା ପରେ ସେ ସେ ଦୁହେଁ କିଛି ପଇସା ଦିଆ ନିଆ ହୋଇ ଥିଲା । ଦିଲୀପ କିଛି ପଇସା ମାଗି ଥିଲା 5000 ଭଳି ମହିଳା ଜଣଙ୍କ ଦେଇ ଥିଲେ ଦିଲୀପ ଙ୍କୁ କିନ୍ତୁ ପରେ ସେଏହାକୁ ଫେରାଇବା ପାଇଁ ସକ୍ଷମ ହୋଇ ନଥିଲେ । ତାଙ୍କ ପାଇଁ ପଇସା ଫେରି ପାଇବା ପାଇଁ ସେ କହିଥିଲେ କି ତୁମେ ମତେ ମୋ ପଇସା ଫେରାଇ ଦିଅ ।

ଏହାକୁ ନେଇକି ଅନେକ ଗାଳି ଦେଇ ଥିଲେ ଦିଲୀପ । ଏହା ପରେ ସେ କଥା କହିବା ବନ୍ଦ କରି ଦେଇଥିଲେ । କିନ୍ତୁ କିଛି ଦିନ ପରେ ସେ ଗାଁ କୁ ଯିବା ପାଇଁ ବାହାରି ଥିଲେ ତେଣୁ ସେ ପୁଣି ଥରେ ପଇସା ମାଗିଥିଲେ କିନ୍ତୁ ସେ ଦେବା ପାଇଁ ମନା କରି ଦେଇ ଥିଲେ । କିଛି  ଦିନ ପରେ ସେ ତାଙ୍କ ଆଡୁ ଭୁଲ ମାଗିକି ସପିଙ୍ଗ କରିବା ରେ ସାହାଜ୍ଯ କରିବେ ବୋଲି କହିଥିଲେ ।

ଯାହା ପରେ ସେ ଯାଜପୁର ଟାଉନ ରେ ନେଇକି ତାଙ୍କଉ ଜିନିଷ କିଣାଇ ଦେଇ ଥିଲେ ଓ ଏହା ପରେ ସେ ତାଙ୍କୁ ଏକ ହୋଟେଲ ନେଇକି ଯାଇଆ ଥିଲେ ସେହି ଜାଗାରେ ତାଙ୍କୁ କିଛି ଥର କିସ କରିଥିଲେ । ମାତ୍ର ଏହା ଭିତରେ ଥିଲା ସଡଯନ୍ତ୍ର ସେ ଫୋନ ସେଟ କରିକି ରଖୀ ଥିଲେ ତା ଭିତରେ ତା ପର ଠାରୁ ମହିଳା କେବେହେଲେ ତାଙ୍କ ସହ ଦେଖା କରି ନାହାଁନ୍ତି ।

କିନ୍ତୁ ତାଙ୍କ ଆରୋପ କି ତାଙ୍କ ସ୍ଵାମୀ ପାଖକୁ ଏହି ଭିଡିଓ ତାଙ୍କ ସାଙ୍ଗର ସାନ ଭାଇ  ଦେଇଛି ଓ ସାହାଜ୍ଯ କରୁଛି କି ତାଙ୍କ ସ୍ଵାମୀ ଆର ମହିଳା ଙ୍କୁ ବିବାହ କରି ପାରିବେ । ତାଙ୍କ କହିବ ଆନୁସାରେ ସେହି ରାମ ରେ କେବଳ ତାଙ୍କ ଦୁଇଜଣଙ୍କ ଛଡା ଆଉ କେହି ନଥିଲେ ଏହା କିଏ ବନାଇଲା ଓ କାହିଁକି ଏହା ବନାଇଲା । ତେବେ ଏହା ମଧ୍ୟରେ ସେ ନିଜ ସାଙ୍ଗ ତାର ସାନ ଭାଇ ଓ ସ୍ଵାମୀ ଙ୍କୁ ଆରୋପି କହୁଛନ୍ତି ।

Leave a Reply

Your email address will not be published. Required fields are marked *