ଏହି ଝିଅଟି ଜଙ୍ଗଲ ଭିତରେ ଏମିତି କଣ କଲା କି ଭିଡିଓ ହେଲା ଭାଇରାଲ ! ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି ।

ଆଉ ଏହି ପ୍ରେମ କରିବା ପାଇଁ ଏମାନଙ୍କୁ ମୋବାଇଲ ବହୁତ ସହାୟତା କରୁଛି । ମୋବାଇଲର କେତେକ ଡେଟିଙ୍ଗ ଆପ ମାଧ୍ୟରେ ଅତି ସହଜରେ ପୁଅ ଝିଅ ପରସ୍ପର ସହ କଥା ହୋଇପାରୁଛନ୍ତି ଓ ପରେ ପ୍ରେମ କରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ କଲେଜ ଯୁବକ ଜଣେ କଲେଜ ଯୁବତୀଙ୍କୁ ଡାକି ଏକ ନିଛାଟିଆ ଘର ଭିତରେ ନିଜ ପ୍ରେମ ନିବେଦନ କରୁଥିବାର ନଜର ଆସୁଛନ୍ତି ।

ଯୁବକ ପ୍ରଥମେ ହାତ ଯୋଡି ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି ଓ ତା ପରେ ତାଙ୍କ ପାଦ ଛୁଇଁ ଛନ୍ତି । ବନ୍ଧୁଗଣ ଏହା ପରେ ଯୁବତୀ ରାଗିକି ଯୁବକଙ୍କୁ ଚାପୁଡା ମାରୁଛନ୍ତି । ତେବେ ମଜା ନେବା ଚକ୍କରରେ ରହି ଯୁବକଙ୍କୁ ସଜା ମିଳିଛି । ଭିଡିଓକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ରଖୁଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *