ଝିଅମାନେ ନିଜର ଏହି ୬ ଟି ଖରାପ ଅଭ୍ୟାସକୁ ପୁଅ ମାନଙ୍କୁ ଲୁଚାଇ ରଖନ୍ତି, ପୁଅମାନେ ନିଶ୍ଚୟ ପଢନ୍ତୁ

ପୁରାଣ ଯୁଗରୁ ଏକ କଥା ରହିଛି, ତାହା ହେଉଛି ଝିଅ ମାନଙ୍କୁ ରୁଷି ମୁନି ତ ବୁଝିପାରିଲେ ନାହିଁ, ସାଧାରଣ ମଣିଷ କଣ ବୁଝିବେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଝିଅ ମାନଙ୍କ ବିଷୟରେ ଏକ ଗୁପ୍ତ କଥା କହିବାକୁ ଯାଉଛୁ । ତାହା ହେଉଛି ଝିଅ ମାନେ ୬ ଟି କଥା ଅଛି ଯାହାକୁ ନିଜ ସ୍ଵାମୀ ବା ବୟଫ୍ରେଣ୍ଡଙ୍କ ଠାରୁ ଲୁଚାଇ ରଖିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ କଥା କାହାକୁ ଝିଅ ମାନେ ନିଜ ସ୍ଵାମୀ ବା ବୟଫ୍ରେଣ୍ଡ ମାନଙ୍କୁ ଲୁଚାଇ ରଖିଥାନ୍ତି ।

୧. ଝିଅ ମାନେ କୌଣସି ଏକ ଛୋଟ କଥାକୁ ନେଇ ମଧ୍ୟ ବହୁତ ଚିନ୍ତା କରନ୍ତି । ଯଦି ଆପଣ ଝିଅ ମାନଙ୍କ ସହ ମଜାକରେ କୌଣସି କଥା କହିଥାନ୍ତି, ତେବେ ଯଦି ସେହି ଛୋଟ କଥା ସେମାନଙ୍କୁ ଭଲ ଲାଗିନଥାଏ, ତା ହେଲେ ସେମାନେ ସେହି ଛୋଟ କଥା ବିଷୟରେ ବହୁତ ଚିନ୍ତା କରିଥାନ୍ତି । ଏହି ଛୋଟ କଥା ପାଇଁ ସେ କୌଣସି କାମ ମଧ୍ୟ କରିପାରନ୍ତି ନାହିଁ । ଝିଅ ମାନେ ନିଜ ଜୀବନ ସହ ଜଡିତ କିଛି କଥା ବିଷୟରେ ଚିନ୍ତା କରିଥାନ୍ତି, ସେହି କଥା ପାଇଁ ସେମାନେ ବହୁତ ଭୟ ମଧ୍ୟ କରିଥାନ୍ତି ।

୨. ସାଧାରଣତଃ ଝିଅମାନେ କୌଣସି ପୁଅକୁ ଭଲ ପାଇବା ପୂର୍ବରୁ ସେହି ପୁଅର ସମସ୍ତ ତଥ୍ୟ ନେଇଥାନ୍ତି । ସେମାନେ ସେହି ପୁଅର ସମସ୍ତ ଜିନିଷ ଉପରେ ଗୁରୁତ୍ଵ ଦେଇଥାନ୍ତି । ସେହି ପୁଅ ବିଷୟରେ ଝିଅମାନେ ସୋସିଆଲ ମିଡିଆରେ ରିସର୍ଚ କରିଥାନ୍ତି ।


୩. ଝିଅ ମାନଙ୍କୁ ଟଙ୍କା ଥିବା ବୟଫ୍ରେଣ୍ଡର ଅବଶ୍ୟକତା ରହିଥାଏ । କାରଣ ସମସ୍ତ ଝିଅଙ୍କର ଇଛା ଥାଏ, ତାଙ୍କ ବୟଫ୍ରେଣ୍ଡ ତାଙ୍କ ପଛରେ ଟଙ୍କା ଖର୍ଚ କରନ୍ତୁ । ସେଥିପାଇଁ ଝିଅମାନେ ଟଙ୍କା ଖର୍ଚ କରୁଥିବା ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ।


୪. ଅଧିକାଂଶ ଝିଅମାନେ ଚାହିଁଥାନ୍ତି ଯେ, ପୁଅମାନେ ତାଙ୍କ ପଛରେ ପଡନ୍ତୁ । ଝିଅମାନେ ନିଜକୁ ସୁନ୍ଦର ଓ ଆକର୍ଷିତ କରିଥାନ୍ତି, ଏହାର କାରଣ ହେଉଛି ଯେମିତି ପୁଅ ମାନେ ତାଙ୍କ ପଛରେ ପଡିବେ । ଝିଅ ମାନଙ୍କୁ ଏହା ଭଲ ଲାଗିଥାଏ । ଏହି କଥା ମଧ୍ୟ ଝିଅମାନେ କେବେ ବି କାହାକୁ କୁହନ୍ତି ନାହିଁ ।

୫. ଅଧିକାଂଶ ଝିଅ ସୁନ୍ଦର ଓ ଆକର୍ଷିତ ଦେଖାଯିବା ପାଇଁ ବହୁତ ମେକଅପ୍ କରିଥାନ୍ତି । ହେଲେ ସେମାନେ ଏହି କଥାକୁ କାହାକୁ କହିନଥାନ୍ତି । ବିନା ମେକଅପରେ ଝିଅ ମାନେ ଅଧିକ ସୁନ୍ଦର ଦେଖାଯାନ୍ତି ନାହିଁ । ତେଣୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ନିଜ ଚେହେରାରେ ବହୁତ ମେକଅପ୍ କରିଥାନ୍ତି ।

 

୬. ଝିଅ ମାନେ ନିଜ ବେଷ୍ଟଫ୍ରେଣ୍ଡ କୁ ଈର୍ଷା କରିଥାନ୍ତି । ସେମାନେ ସବୁ କାମ ମିଶି କି କରିଲେ ମଧ୍ୟ ନିଜ ବେଷ୍ଟଫ୍ରେଣ୍ଡର କୌଣସି ନା କୌଣସି ଖାସ କଥା ପାଇଁ ଈର୍ଷା କରିଥାନ୍ତି । ହେଲେ ଝିଅମାନେ ଏହା ବିଷୟରେ ନିଜ ବୟଫ୍ରେଣ୍ଡ କିମ୍ବା ନିଜ ସ୍ଵାମୀକୁ କୌଣସି କଥା କହି ନଥାନ୍ତି । ବନ୍ଧୁଗଣ ଝିଅମାନେ ଏହି ୬ଟି କଥାକୁ ନିଜ ସ୍ଵାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *