Odia Gk Questions- ଝିଅମାନେ ସବୁଠୁ ଅଧିକ କେତେ ବେଳେ ଗରମ ହୋଇଥାନ୍ତି ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ GK ସମ୍ବନ୍ଧୀୟ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଭକାରୀ ସାବ୍ୟସ୍ଥ ହେବ । ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନଉତ୍ତର କୁ ମନେ ରଖି ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ । ଏବଂ ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ଯୁବପିଢୀ ମାନଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ସାବ୍ୟସ୍ଥ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୧;- ଏହିଭଳି କେଉଁ ଜିନିଷ ଅଛି ଯାହାକୁ ଆମ୍ଭେ ଖାଇଥାଉ କିନ୍ତୁ ତାକୁ ଆମ୍ଭେ ଦେଖିପାରିନଥାଉ ?

ଉତ୍ତର;- ରାଣ ।

୨;- ଛୋଟ ଭାରତ କେଉଁ ଦେଶ କୁ କୁହାଯାଇଥାଏ ?

ଉତ୍ତର;- ଫିଜି ଦେଶ କୁ ।

୩;- ଦୁନିଆର ସବୁଠାରୁ ଛୋଟ ଦେଶ କେଉଁଟି ?

ଉତ୍ତର;- ବେଟିକନ ସିଟି ।

୪;- ଏଭଳି କେଉଁ ଜିନିଷ ଅଛି ଯାହାକୁ ଆପଣ ନିଜ ହାତରେ ବିକ୍ରି କରିଥାନ୍ତି ଏବଂ ଆକାଶରେ ଉଡାଇ ଦେଇଥାନ୍ତି ?

ଉତ୍ତର;- ଗୁଡି ।

୫;- ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବାମାତ୍ରେ ହି ବଡ ହୋଇଯାଇଥାଏ ?

ଉତ୍ତର;- ଆଖିର ପୂତଳି ।

୬;- ଏଭଳି କେଉଁ ପ୍ରାଣୀ ଅଛି ଯାହାର ରଙ୍ଗ ନୀଳ ହୋଇଥାଏ ?

ଉତ୍ତର;- ଅକ୍ଟୋପସର ।

୭;- କେଉଁ ଦେଶରେ ଗୋଟିଏ ମାତ୍ର ଶିଶୁର ଜନ୍ମ ହୋଇନଥାଏ ?

ଉତ୍ତର;- ବେଟିକନ ସିଟିରେ ।

୮;- ତାହା କ’ଣ ଯାହା କଞ୍ଚା ରହିବା ସମୟରେ ତାହାର ଭଜା ବନାଇଥାଉ ଏବଂ ପାଚିଗଲେ ଫଳ ସାଦୃଶ୍ୟ ଖାଇଥାଉ ?

ଉତ୍ତର;- ପଣସ ।

୯;- ଭାରତର ସବୁଠାରୁ ମହଙ୍ଗା ଚଳଚିତ୍ର କେଉଁଟି ?

ଉତ୍ତର;- ବାହୁବଳୀ ୨ ।

୧୦;- ତାହା କେଉଁ ଡର ଅଟେ ? ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବା ନିମନ୍ତେ ସାହାର୍ଯ୍ୟ କରିଥାଏ ?

ଉତ୍ତର;- ପାଉଡର ।

୧୧;- ଦୁନିଆରେ ସବୁଠାରୁ ଧୃତ ଗତି କେଉଁ ଜିନିଷର ହୋଇଥାଏ ?

ଉତ୍ତର;- ପ୍ରକାଶର ।

୧୨;- ସେ କିଏ ଯେ ନିଜର ସବୁ କାମ ହାତ ବଦଳରେ ନାକରେ କରିଥାଏ ?

ଉତ୍ତର;- ହାତୀ ।

୧୩;- ତାହା କେଉଁ ଜିନିଷ ଅଟେ ଯାହା ପାଣି ଢାଳିବା ମାତ୍ରେ ଗରମ ହୋଇଯାଇଥାଏ ?

ଉତ୍ତର;- ବିନା ବନ୍ଧ ଥିବା ଚୂନ ।

୧୪;- ଏଭଳି କେଉଁ ଜୀବ ଅଛି ଯାହାର ମସ୍ତିଷ୍କ ତାହାର ଶରୀର ଠାରୁ ବଡ ହୋଇଥାଏ ?

ଉତ୍ତର;- ପିମ୍ପୁଡି ।

୧୫;- ତାହା କଣ ଅଟେ ଯାହାକୁ ମଣିଷ କେବଳ ଗୋଟିଏ ଥର କରିଥାଏ, ମାତ୍ର ସ୍ତ୍ରୀ ବାରମ୍ବାର କରିଥାଏ ?

ଉତ୍ତର;- ମଥାରେ ସିନ୍ଦୁର ।

୧୬;- ଏଭଳି କେଉଁ ମା’ ଅଛି ଯିଏ ନିଜେ କାଳୀ କିନ୍ତୁ ତାହାର ଛୁଆ ନୀଳ ରଙ୍ଗର ଅଟନ୍ତି ?

ଉତ୍ତର;- ରେଳଗାଡି ।

୧୭;- କେଉଁ ଦେଶର ପତାକା ଓଲଟା ହେଉ ଅଥବା ସିଧା ଏକ ସମାନ ହିଁ ହୋଇଥାଏ ?

ଉତ୍ତର;- ଜାପାନ ର ।

୧୮;- ତାହା କେଉଁ ଜିନିଷ ଅଟେ ଯାହା ପାଣି ପିଇବା ଦ୍ଵାରା ମରିଯାଇଥାଏ ?

ଉତ୍ତର;- ଶୋଷ ।

୧୯;- ଝିଅ ମାନେ ସବୁଠାରୁ ଅଧିକ ଗରମ କେତେବେଳେ ହୋଇଯାଇଥାନ୍ତି ?

ଉତ୍ତର;- ଯେତେବେଳେ ତାଙ୍କୁ ଜ୍ଵର ହୋଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *