ଝିଅ କରିଦେଲା ଖେଳ ! ଦେଖନ୍ତୁ ଭିଡିଓ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି ।

ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏକ ପ୍ରେମିଯୁଗଳ ପ୍ରେମ କରିବା ସମୟରେ ଫସିଯାଇଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ଜଣେ ପ୍ରେମିକ ନିଜ ପ୍ରେମିକା ଘରକୁ ରାତିରେ ଦେଖା କରିବାକୁ ଯାଇଥିଲା । ପ୍ରେମିକ ଜଣକ ୧୮ ବର୍ଷରୁ ଉର୍ଦ୍ଧ ଥିବା ବେଳେ ପ୍ରେମିକାଙ୍କ ବୟସ ବହୁତ କମ ଜଣା ପଡୁଛି ।

ଉଭୟ ପ୍ରେମିଯୁଗଳ ଘର ବାରି ପଛ ପଟରେ ରାସଲୀଳା କରୁଥିଲେ । ସେହି ସମୟରେ ଝିଅର ମା ଏହି ଦୃଶ୍ୟ ଦେଖି ସମସ୍ତଙ୍କୁ ଡାକି ଆଣିଥିଲେ । ଏହା ପରେ ଏହି ଦୁଇଜଣଙ୍କୁ ଗାଁ ମଝିରେ ଛିଡା କରଯାଇଥିଲା ଓ ଉଭୟଙ୍କ ବିବାହ କରଯାଇଥିଲା । ଗାଁ ଲୋକ ମାନେ ମିଶି ଉଭୟଙ୍କ ବିବାହ କରାଇ ଥିଲେ । ବନ୍ଧୁଗଣ ଅନେକ ଜଣଙ୍କ ପାଇଁ ପ୍ରେମ ମହଙ୍ଗା ପଡିଯାଏ । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *