ଭୁବନେଶ୍ୱର ଝାରପ଼ଡ଼ା ଜେ-ଲ-ରେ ଗ-ଞ୍ଜେ-ଇ ସାଙ୍ଗକୁ ଚାଲିଛି ବୋବାଲିଆ ଡ୍ୟାନ୍ସ, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେବେ ଆପଣ !

ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରହୁଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ଏକ ଭିଡିଓ ଏହି କିଛି ଦିନ ହେବ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ଲୋକ ନାଚଗୀତ କରୁଥିବାର ନଜର ଆଉସଛନ୍ତି । ନାଚଗୀତ ସହିତ ବାଜା ଓ ମୃଦଙ୍ଗ ବଜାଉଥିବାର ଏବଂ ଗ-ଞ୍ଜେ-ଇ ଟାଣୁଥିବାର ନଜର ଆସୁଛନ୍ତି ଏହି ଲୋକମାନେ ।

ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲୋକମାନେ ହେଉଛନ୍ତି ଭୁବନେଶ୍ୱର ଝାରପ଼ଡ଼ା ଜେ-ଲ-ରେ ଥିବା କ-ଏ-ଦି ମାନେ । କରୋନା କଟକଣା ସମୟରେ ଜେ-ଲ-ରେ ଥିବା କଇଦି ମାନଙ୍କର ଏହି ନାଚଗୀତ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ବାଜା ମୃଦଙ୍ଗରେ ଗ-ଞ୍ଜେ-ଇ ଟାଣି ମସ୍ତି କରୁଛନ୍ତି ଅନ୍ତେବାସୀ ତ ଅନ୍ୟ ପକ୍ଷରେ ଆଧୁନିକ ଗୀତରେ ନାଚଗୀତ କରି ବହୁତ ଏଞ୍ଜଏ କରୁଛନ୍ତି ଏହି ଅନ୍ତେବାସୀ ମାନେ ।

ବନ୍ଧୁଗଣ ଏହି ଭିଡିଓଟି କେବେ କାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇ ନାହିଁ । ଗତ କିଛି ଦିନ ହେବ ଅପରେସନ କ୍ଳିନଅପ୍ ର ଚ-ଢା-ଉ ବେଳେ ୧୩ଟି ମୋବାଇଲ ଜ-ବ-ତ କରିଛନ୍ତି ଜେ-ଲ ବିଭାଗର ପୋ-ଲି-ସ କର୍ମଚାରୀ ମାନେ ।


ତେବେ ଜେ-ଲ ମଧ୍ୟରେ ଏତେ ମାତ୍ରାରେ ଫୋନ ଓ ମା-ଦ-କ ଦ୍ରବ୍ୟ କିପରି ଆସିଲା ସେ ନେଇ ପ୍ରଶ୍ନ ଉଠିଛି । ବନ୍ଧୁଗଣ ଅନ୍ୟ ପକ୍ଷରେ ଜେ-ଲ ମଧ୍ୟରେ କରୋନା ବଢୁଥିବା ବେଳେ ଚିନ୍ତା ମଧ୍ୟ ବଢିଛି । ଏହି କରୋନା ସଂକ୍ରମଣର ଶି-କା-ର ହେଉଛନ୍ତି ଜେଲ କ-ଏ-ଦି ଓ କର୍ମଚାରୀ ମାନେ । ତେଣୁ ଏହି ଜେଲ ମଧ୍ୟରେ ହେଉଥିବାର ମସ୍ତିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚା ଚାଲିଛି । ସମସ୍ତ ଲୋକ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଇଛନ୍ତି ।

ବନ୍ଧୁଗଣ ଏହି ଭିଡିଓଟି ଭାଇରାଲ ହେବା ପରେ ଝାରପଡା ଜେ-ଲ-ର ସୁପରିଟେଣ୍ଡେଣ୍ଟଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଝାରପଡା ଜେ-ଲ-ର ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ଟ୍ରାନ୍ସଫର କରାଯାଇଛି ଏବଂ ତାଙ୍କ ସ୍ଥାନରେ ପୁରୀ ଜେ-ଲ-ର ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ଵାଳଙ୍କୁ ଦାଇତ୍ଵ ଦିଆଯାଇଛି  ।

ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ସମସ୍ତଙ୍କ ଠାରୁ ଦୂରରେ ରହୁଥିବା ଏହି ଜେଲର ଅନ୍ତେବାସୀ ମାନଙ୍କର ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *