ଯେଉଁ ମଣିଷ ଚାଲି ପାରେ ନାହିଁ, ସେ ଦୌଡିବାକୁ ଲାଗିବ, ଶିର ଦରଜ, Joint Pain, Blockage, ଶିର କମଜୋରି ମୂଳରୁ ଶେଷ ହେଇଯିବ- Health Tips

ନମସ୍କାର ବନ୍ଧୁଗଣ ଆମ ମାନଙ୍କ ର ଅଧିକାଂଶ ଲୋକଙ୍କ ର ଅଣ୍ଟା ବିନ୍ଧିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ହୋଇ ଥାଏ ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇ ଥାଏ ।

ଏହାର ନିର୍ଣ୍ଣୟ ଅଣ୍ଟା ବିନ୍ଧିବାର କାରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଯଦି ଛାତ ରୁ ଗଳି ପଡେ ଏବଂ ଯଦି ତାକୁ ଆଘାତ ହୋଇଥାଏ ତେବେ ମାଂସ ପେଶୀୟ ରେ ଆଘାତ ଲାଗିଥିବା ଯୋଗୁଁ ଅଣ୍ଟା ବିନ୍ଧି ଥାଏ । ଏହା ଛଡା ବେଳେ ବେଳେ ପବନ ଅଟକିବା କିମ୍ବା ଶୋଇବା ରେ ଅସୁବିଧା ଆଦିରେ ମଧ୍ୟ ହୋଇଥାଏ । ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ଏବଂ ତାର ଘରୋଇ ଉପଚାର ବିଷୟରେ ମଧ୍ୟ ଆଲୋଚନା କରିବୁ ।

ସେହି ଉପଚାର ବ୍ୟବହାର ଦ୍ୱାରା ଆପଣ ସେହି ସବୁ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ଏବଂ ସୁବିଧା ରେ ଜୀଵନ ଯାପନ କରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ । ଅଣ୍ଟା ବିନ୍ଧା ର ମୁଖ୍ୟ କାରଣ ବିଷୟରେ ପ୍ରଥମେ ଆଲୋଚନା କରିନେବା । ବେଳେବେଳେ ଆମେ କୌଣସି ଭାରି ଜିନିଷ କୁ ଉଠେଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରା କିମ୍ବା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମ ମାଂସ ପେଶୀୟ କିମ୍ବା ଶିରା ଟାଣି ହୋଇ ଅଣ୍ଟା ବିନ୍ଧା ହୋଇଥାଏ ।

ଅଧିକ ମାଂସପେଶୀ କୁ ଟାଣିବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଆରମ୍ଭ ହୋଇ ଯାଇଥାଏ । ଏହା ଛଡ଼ା ଯେତେବେଳେ ହାଡ଼ ଦୁର୍ବଳ ହୋଇ ଯାଇଥାଏ ସେତେବେଳେ ମଧ୍ୟ ଏହି ସମସ୍ୟା ହୋଇଥାଏ । ତେବେ ଏହାର ଉପଚାର ପାଇଁ ଆପଣ ପ୍ରଥମେ ବ୍ୟାୟାମ କରନ୍ତୁ । ଏକ୍ସସାଇଜ କରନ୍ତୁ ଏହା ଦ୍ଵାରା ଆପଣ ଙ୍କ ଶରୀର ଫୁର୍ତ୍ତି ଆସିଥାଏ ସତେଜତା ଆସି ଥାଏ ଏହା ଛଡା ଏହା ଦ୍ୱାରା ଆପଣ ଙ୍କ ହାଡ଼ ମଧ୍ୟ ମଜବୁତ ରୁହେ ।

ତା ଛଡା ଆପଣ ଅଖରୋଟ କୁ ତମ୍ବା କିମ୍ବା ମାଟିର ପାତ୍ର ରେ ଭିଜେଇ ତାକୁ ସକାଳେ ସେବନ କରିବା ଦ୍ୱାରା ମଧ୍ୟ ଆପଣ ଙ୍କ ଅଣ୍ଟା ବିନ୍ଧା କିମ୍ବା ଶିରା ଟାଣି ହୋଇଯିବା ଆଦି ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ । ତା ଛଡା ଆପଣ ହାଡ଼ କୁ ମଜବୁତ କରିବା ପାଇଁ କ୍ଷୀର ମଧ୍ୟ ପିଇ ପାରିବେ କ୍ଷୀର ରେ ଆପଣ କେଶର ମଧ୍ୟ ପକାଇ ପିଇ ପାରିବେ ଏହାଦ୍ୱାରା ମଧ୍ୟ ଆପଣ ସୁସ୍ଥ ଏବଂ ମଜବୁତ ରୁହନ୍ତି ।

ଏହାଛଡା ଆପଣ ଉଷୁମ ପାଣି ରେ ଅଳ୍ପ ମହୁ ମିଶାଇବେ ତାହା ସହ ଏକ ଚୁଟିକି ହଳଦୀ ଗୁଣ୍ଡ ଏବଂ ଏକ ଚୁଟିକି ନିମ୍ବ ପତ୍ର ର ଗୁଣ୍ଡ କୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଆପଣ ଙ୍କ ଶିରା ଆଉ ଟାଣି ହେବ ନାହିଁ କିମ୍ବା ବ୍ଲକେଜ ମଧ୍ୟ ହେବ ନାହିଁ । ଏହା ଛଡା ଆପଣ ଲାଉ ର ରସ ମଧ୍ୟ ପିଇ ପାରିବେ । ଏହି ରସ ରେ ଗୋଲ ମରିଚ ପକାଇ ପିଇବା ଅଧିକ ଲାଭଦାୟକ ହୋଇଥାଏ ।
ଏହା ଛଡା ଆପଣ ତାଜା ସବୁଜ ପନି ପରିବା ଏବଂ ଫଳ ର ସେବନ ଦ୍ୱାରା ମଧ୍ୟ ଏହି ସବୁ ସମସ୍ୟା ଦୂର ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *