Vastu Shastra- ଯେଉଁ ଘରେ ଏକା ସହିତ ଥାଏ ଏହି 2 ଟି ମୂର୍ତ୍ତି, ସେହିଘରେ ବନିଥାଏ ରାଜଯୋଗ, ପାଣି ଭଳି ବର୍ଷିଥାଏ ଟଙ୍କା

ବନ୍ଧୁଗଣ ସାଧାରଣତଃ ହିନ୍ଦୁଧର୍ମ ଅନୁସାରେ ସମସ୍ତ ଲୋକ ନିଜ ଘର ମଧ୍ୟରେ ଭଗବାନଙ୍କ ମୂର୍ତ୍ତିର ପୂଜା କରିଥାନ୍ତି । ଏହା ବ୍ଯତୀତ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି ଉପାୟ ମଧ୍ୟ କରିଥାନ୍ତି । ହେଲେ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ମୂର୍ତ୍ତି ରହିଛି ଯାହାକୁ ଏକା ସହ ପୂଜା ଘରେ ରଖିବା ଦ୍ଵାରା ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ ଆଶୀର୍ବାଦ ନିଶ୍ଚୟ ରହିବ, ଯାହାଫଳରେ ଆପଣଙ୍କର ସମସ୍ତ ଇଛା ପୂରଣ ହେବ ଓ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ମୂର୍ତ୍ତି ବିଷୟରେ କହିବାକୁ ଯାଉଛୁ ଯାହାକୁ ରଖିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ । ତା ହେଲେ ଆସନ୍ତୁ ଜାଣିବା ସେହି ମୂର୍ତ୍ତି ବିଷୟରେ ।

୧.ଯଦି ବନ୍ଧୁଗଣ ଆପଣ ନିଜ ପୂଜା ଘରେ ଭଗବାନ ଶ୍ରୀ କୃଷ୍ଣଙ୍କର ମୂର୍ତ୍ତି ରଖୁଛନ୍ତି ତା ହେଲେ ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କ ମୂର୍ତ୍ତି ପାଖରେ ରାଧାଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ । ଯଦି ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କ ଫଟୋ ରଖିଛନ୍ତି ତା ହେଲେ ଆପଣ ସେହି ଫଟୋ ସହିତ ରାଧାଙ୍କ ଫଟୋ ନିଶ୍ଚୟ ରଖନ୍ତୁ ।


ବନ୍ଧୁଗଣ ଯେଉଁ ଘରେ ଏହି ଦୁଇ ଜଣଙ୍କର ଫଟୋ ବା ମୂର୍ତ୍ତି ରହିଥାଏ ସେହି ଘରେ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ବହୁତ ମଝବୁତ ହୋଇଯାଇଥାଏ ଓ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯାଏ ।


୨. ବନ୍ଧୁଗଣ ଯଦି ଆପଣ ନିଜ ପୂଜା ଘରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତା ହେଲେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି ମଧ୍ୟ ରଖିବା ଉଚିତ । ଯଦି ଆପଣ ଏହି ଦୁଇଟି ମୂର୍ତ୍ତିକୁ ଏକା ସହ ରଖି ପୂଜା କରିବେ । ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ଓ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ତା ହେଲେ ବନ୍ଧୁଗଣ ଯଦି ଆପଣ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚୟ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ରଖନ୍ତୁ ।

୩. ଯଦି ବନ୍ଧୁଗଣ ଆପଣ ନିଜ ପୂଜା ଘରେ ଭଗବାନ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖୁଛନ୍ତି ତ ହେଲେ ହନୁମାନଙ୍କ ପାଖରେ ଭଗବାନ ରାମଙ୍କ ଫଟୋ ନିଶ୍ଚୟ ରଖନ୍ତୁ । ରାମଙ୍କ ବ୍ଯତୀତ ଆପଣ ଅନ୍ୟ ଦେବା ଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ମଧ୍ୟ ରଖିପାରିବେ । ହନୁମାନ ଓ ରାମଙ୍କୁ ଯଦି ଆପଣ ଏକା ସହ ପୂଜା କରିବେ ତା ହେଲେ ଆପଣଙ୍କୁ କେବେହେଲ ଧନର ଅଭାବ ହେବ ନାହିଁ ।

ବନ୍ଧୁଗଣ ଏହା ବ୍ଯତୀତ ଆପଣ ନିଜ ଜୀବନର ସମସ୍ତ ସୁଖ ସୁବିଧା ଭୋଗ କରିବେ । ତା ହେଲେ ବନ୍ଧୁଗଣ ଆପଣ ନିଜ ପୂଜା ଘରେ ଏହି ତିନି ଯୋଡି ଭଗବାନଙ୍କ ମୂର୍ତ୍ତିକୁ ଏକ ସହ ରଖନ୍ତୁ ଓ ଏକା ସହ ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ବଦଳିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *