ଯେତେବେଳେ SDM ଙ୍କ ସାମ୍ନାରେ ମହିଳା ପୋଲିସଙ୍କ ଉପରେ ହେଲା ଚପଲ ମାଡ, ତା’ ପରେ କଣ ହେଲା… ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମଧ୍ୟ ପ୍ରଦେଶ ର ଦେବାସ ର ସଡକ ଉପରେ ଜଣେ ମହିଳା ବିନା ମାସ୍କ ରେ ଧରା ପଡିଲେ । ଏହାପରେ ହଙ୍ଗାମା ଆରମ୍ଭ ହୋଇଗଲା । ଏହା ପରେ ସେଠାରେ ଉପସ୍ଥିତ ଥିବା ମହିଳା ପୋଲିସ କର୍ମୀ ଙ୍କ ଦ୍ଵାରା ସେହି ମହିଳାଙ୍କର ଝଗଡା ମଧ୍ୟ ହେଲା । ସେହି ମହିଳା ଜଣକ ପୋଲିସ କର୍ମୀ ଙ୍କୁ ଧକ୍କା ମଧ୍ୟ ମାରିଲେ ଏବଂ ମହିଳା ପୋଲିସ ଙ୍କ ଉପରେ ଚପଲ ମଧ୍ୟ ଲଗାଇ ଦେଲେ । ମହିଳା ଜଣକଙ୍କ ଅଭିଯୋଗ ଏହା ଥିଲା ଯେ ସେ ବିନା ମାସ୍କ ରେ ଯାଉଥିଲେ ।

ଏଥିପାଇଁ ସେ ପୋଲିସ ଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ମାତ୍ର ସେ ସବୁ ନ ଶୁଣି ତାଙ୍କର ଚାଲାଣ କାଟିଦିଆଗଲା । କୁହାଯାଉଅଛି ଯେ OMICRON ର ଆତଙ୍କ କୁ ଦେଖି ପୋଲିସ ପ୍ରଶାସନ ଲୋକ ମାନଙ୍କୁ ମାସ୍କ ନିମନ୍ତେ ସତର୍କ କରାଉଛି । ଏବଂ ଯିଏ ମାସ୍କ ପିନ୍ଧୁ ନାହାଁନ୍ତି, ସେମାନଙ୍କର ଚାଲାଣ ମଧ୍ୟ କଟା ଯାଉଅଛି । ଯେଉଁ ସମୟରେ ଏହି ଘଟଣା ହେଲା ସେଠାରେ SDM ମଧ୍ୟ ଉପସ୍ଥିତ ଥିଲେ ।

ସେ ସଂପୂର୍ଣ୍ଣ ଘଟଣା କୁ ସାମାନ୍ୟ କହୁଛନ୍ତି । ବର୍ତ୍ତମାନ ପୋଲିସ ମହିଳା ଜାଗୃତି ମିଶ୍ରା, ଏବଂ ତାଙ୍କ ସ୍ଵାମୀ ସକେନ୍ଦ୍ର ମିଶ୍ରା ଉପରେ ଏଫୟାର ଦାଖଲ କରିଛନ୍ତି । ଏହି ଏଫୟାର ମହିଳା ପୋଲିସ କର୍ମୀ ଗୁଲାଲ ବଗେଲ ର ଅଭିଯୋଗ କ୍ରମେ ଦାଖଲ କରାଯାଇଅଛି । ଦ୍ଵିତୀୟ ଖବର ହେଉଛି ବିବାହ ର ଭିଡିଓ ସହିତ ଜଡିତ ହୋଇଅଛି ।

ବର୍ତ୍ତମାନ ସୋସିଆଲ ମିଡିଆ ରେ ବର ଏବଂ କନ୍ୟା ର ଏକ ସୁନ୍ଦର ଦୃଶ୍ୟ ଭାଇରାଲ ହେଉଅଛି । ଏଥିରେ ବର ଜଣକ ଜୟମାଳା ପିନ୍ଧାଇବା ପୂର୍ବ ରୁ ସମସ୍ତଙ୍କ ସାମ୍ନାରେ କନ୍ୟା କୁ କିସ ର ଡିମାଣ୍ଡ କରିଦେଲେ । କନ୍ୟା ଜଣକ ପ୍ରଥମେ ଲାଜ କରି ମୁଣ୍ଡ ତଳକୁ କରିଦେଇଥିଲେ ମଧ୍ୟ ପରେ କନ୍ୟା ଜଣକ ପ୍ରେମ ଭାବଢଙ୍ଗି ରେ ବର ଗାଲରେ କିସ ଦେଇଥିଲା । ତୃତୀୟ ଖବର ଦିଲ୍ଲୀ ରେ ବନିଥିବା ଏକ ଅନୋଖା ପାର୍କ ବିଷୟରେ, ରାଜଧାନୀ ଦିଲ୍ଲୀ ର ପଞ୍ଜାବୀ ବାଗ ଇଲାକା ରେ ଏକ ସୁନ୍ଦର ପାର୍କ ବନାଯାଇଅଛି । ଏହି ପାର୍କ ର ନାମ ହେଉଛି ଭାରତ ଦର୍ଶନ ପାର୍କ ।

ଏହି ପାର୍କ ର ଖାସ କଥା ହେଉଛି ଯେ ଏଠାରେ ଆପଣଙ୍କୁ ଦେଶ ଜାକର ୨୧ ବଡ ଏବଂ ଅନୋଖା ଐତିହାସିକ ଧରୋହରା ର କଳାକୃତି ଗୋଟିଏ ସ୍ଥାନରେ ଦେଖିବାକୁ ମିଳିବ । ଯେପରି ତାଜମହଲ, କୁତୁମିନାର, ଚାରମିନାର, ଗେଟ ୱେ ଅଫ ଇଣ୍ଡିଆ, ଏଲୋରା ର ଗୁମ୍ଫା, କୋଣାର୍କ ମନ୍ଦିର ଇତ୍ୟାଦି । ଏହି ପାର୍କ ସମୁଦାୟ ସାଢେ ୮ ଏକର ଭୂମି ରେ ବନାଇ ଯାଇଅଛି ।

ଏହି ପାର୍କ କୁ ବନାଇବା ପାଇଁ ମୋଟ ୨୦ କରୋଡ ଲାଗଟାଇଲ ଏବଂ ପାର୍କ କୁ ବନାଇବା ପାଇଁ ସମୁଦାୟ ସାଡେ ୩୦୦ ଟନ ର ସ୍କ୍ରାବ ର ବ୍ୟବହାର ହୋଇଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *