ଯେତେବେଳେ ଶୁ-ଟି-ଙ୍ଗ ସେଟରେ ହିଁ ଝ-ଗ-ଡା କରିବାକୁ ଲାଗିଲେ ଏହି 2 Actress, ଜଣେ ମା-ରି-ଲା ଜାରଦାର ଚା-ପୁ-ଡା ଓ କହିଲା- କ୍ୟାମେରା ମ୍ୟାନ ସାମ୍ନାରେ ହିଁ ମତେ …

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବଲିଉଡ ର କଳାକାର ମାନଙ୍କ ମଧ୍ୟରେ ସବୁବେଳେ ବନ୍ଧୁତା ର କିଛି ଖବର ଶୁଣିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କେତେ ଜଣ ବହୁତ ଭଲ ବନ୍ଧୁ ମଧ୍ୟ ଅଟନ୍ତି । ତେବେ ବନ୍ଧୁଗଣ ସେହିପରି କେତେକ ଅଭିନେତ୍ରୀ ଙ୍କ ମଧ୍ୟରେ ଶତ୍ରୁତା ମଧ୍ୟ ରହିଛି ।

ଏହି ଶତ୍ରୁତା ମଧ୍ୟରେ ଇଶା ଦେଓଲ ଓ ଅମୃତା ରାଓ ଙ୍କ ନାମ ମଧ୍ୟ ସାମିଲ ଅଛି । ଏହି ଦୁଇ ଜଣଙ୍କ ଶତ୍ରୁତା ମ-ରା-ମ-ରି ପର୍ଯ୍ୟନ୍ତ ମଧ୍ୟ ପଳାଇ ଥିଲା । ଏମାନେ ଦୁଇ ଜଣ ପୂର୍ବ ରୁ ଏକା ସହିତ କାମ ମଧ୍ୟ କରି ସାରିଛନ୍ତି । ଦୁହେଁ “ପ୍ୟାରେ ମୋହନ” ନାମକ ଏକ ଫିଲ୍ମ ରେ ଦୁହେଁ ଦୁହିଁଙ୍କ ଭଉଣୀ ଚରିତ୍ର ରେ ଅଭିନୟ କରିଥିଲେ । ଏହି ଫିଲ୍ମ ରେ ଦୁହିଁଙ୍କ ମଧ୍ୟ ରେ ଗଭୀର ପ୍ରେମ ଥିବାର ଦେଖା ଯାଇଛି । କିନ୍ତୁ ଅସଲ ଜୀବନ ରେ ଇଶା ଅମୃତା ଙ୍କୁ ଚା-ପୁ-ଡ଼ା ମା-ରି ସାରିଛନ୍ତି ।

ସୂଚନା ଅନୁସାରେ ପ୍ୟାରେ ମୋହନ ର ସେଟ ରେ ଅମୃତା ଇଶା ଙ୍କୁ ଗା-ଳି ଦେଇଥିଲେ । ଏଥିରେ ଇଶା ବହୁତ ରା-ଗି ଯାଇଥିଲେ ଓ ରା-ଗି-କି ତାଙ୍କୁ ଏକ ଶ-କ୍ତ ଚା-ପୁ-ଡ଼ା ମା-ରି-ଥି-ଲେ । କୁହାଯାଏ କି ଏହି ଦୁଇ ଅଭିନେତ୍ରୀ ଅସଲ ଜୀବନ ରେ ଦୁହେଁ ଦୁହିଁଙ୍କୁ ବହୁତ ନାପସନ୍ଦ କରନ୍ତି ।

ଇଶା ଦେଓଲ ମଧ୍ୟ ଏହି କଥା କୁ ସ୍ୱୀକାର କରି କହିଛନ୍ତି ସେ ମୋତେ ପ୍ୟାକ ଅପ ପରେ ନିର୍ଦେଶକ ଇନ୍ଦ୍ର କୁମାର ଙ୍କ ସାମ୍ନା ରେ ଗାଳି ଦେଇଥିଲେ ଏହା ପରେ ମୁ ମୋର ଆତ୍ମସମ୍ମାନ କୁ ରକ୍ଷା କରିବାକୁ ଯାଇ ତାଙ୍କୁ ଏକ ଚା-ପୁ-ଡ଼ା ମା-ରି-ଥି-ଲି । ମୋତେ ଏହି କଥା ର ଟିକେ ହେଲେ ମଧ୍ୟ ଦୁଃଖ ନାହିଁ କାରଣ ସେ ସେଥିପାଇଁ ଯୋଗ୍ୟ ଥିଲେ । ଏହା ପରେ ସେ କହିଥିଲେ ପରେ ଅମୃତା ଆସି ମୋତେ କ୍ଷମା ମାଗିଥିଲେ ଓ ମୁ ମଧ୍ୟ କ୍ଷମା କରିଦେଇଥିଲି । ବର୍ତ୍ତମାନ ଆମ ମଧ୍ୟରେ ସବୁ କିଛି ଠିକ ଅଛି ।

ଅନ୍ୟ ପକ୍ଷରେ ଅମୃତା ମଧ୍ୟ ନିଜ ଦୋଷ କୁ ସ୍ୱୀକାର କରି କହିଥିଲେ ଏହି ବିଷୟ ରେ ଇଶା ଙ୍କୁ ଦୋ-ଷ ଦେବା ଟା ଠିକ ନୁହେଁ । ଇଶା ଧର୍ମେନ୍ଦ୍ର ଓ ହେମାମାଳିନୀ ଙ୍କ ର ବଡ଼ ଝିଅ ଅଟନ୍ତି । ସେ କିନ୍ତୁ ନିଜ ମାତା ପିତା ଙ୍କ ଭଳି ଅଭିନୟ ଜଗତ ରେ ସଫଳ ହୋଇ ପାରିଲେ ନାହିଁ ।

ଅମୃତା ରାଓ ଙ୍କ ଫିଲ୍ମ କ୍ୟାରିଅର ମଧ୍ୟ କିଛି ଖାସ ନୁହେଁ । ସେ ବଲିଉଡ ର ବହୁତ କମ ଫିଲ୍ମ ରେ କାମ କରିଛନ୍ତି । ଜଣାଇ ଦେଉଛୁ କି ବର୍ତ୍ତମାନ ଇଶା ଓ ଅମୃତା ଅଭିନୟ ଠାରୁ ଦୀର୍ଘ ସମୟ ହେବ ଦୁରେଇ ଯାଇଛନ୍ତି ଓ ବର୍ତ୍ତମାନ ଦୁହେଁ ନିଜ ବୈବାହିକ ଜୀବନ ରେ ବ୍ୟସ୍ତ ଅଛନ୍ତି ।ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *