ଦେଖନ୍ତୁ ଭାଇରାଲ Video: ଯେତେବେଳେ କ୍ୟାମେରାରେ କ୍ୟାପଚର ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

ବନ୍ଧୁଗଣ ଗତ ଦୁଇ ବର୍ଷ ହେବ ଦେଶରେ ଲକଡାଉନ ଜାରି ରହିଥିଲା । ଏହି ଲକଡାଉନ ସମୟରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ଆମ ପୋଲିସ କର୍ମୀ ମାନେ ଆପ୍ରାଣ ଚେଷ୍ଟା କରିଥିଲେ । କିଛି ପୋଲିସ କର୍ମୀ ସଚେତନ କରୁଥିଲେ ତ କିଛି ପୋଲିସ କର୍ମୀ ଦାଦାଗିରି କରୁଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଗତ କିଛି ଦିନ ହେବ ପୋଲିସ ମାନଙ୍କ କଳା କାର୍ଣ୍ଣମାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମ ସମାଜସେବୀ ତଥା ସମ୍ମାନୀୟ ପୋଲିସ କର୍ମୀଙ୍କ କିଛି କଳା କା-ର୍ଣ୍ଣ-ମାର ଘ-ଟ-ନା ବିଷୟରେ । ୧. ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ କେବେ ନା କେବେ ପ୍ରେମ କରିଥିବେ । ଏପରିକି ପୋଲିସ ମାନେ ମଧ୍ୟ ପ୍ରେମ କରିଥିବେ । ହେଲେ ଅନ୍ ଡ୍ଯୁଟି ପୋଲିସ ପ୍ରେମୀ ଯୁଗଳଙ୍କୁ ଆପଣ ମାନେ ପ୍ରଥମ ଥର ଦେଖିବେ । ଭା-ଇ-ରା-ଲ ହେଉଥିବା ଏକ ଭିଡିଓରେ ଦୁଇଟି ପୋଲିସ ପ୍ରେମୀ ଯୁଗଳ ପ୍ରେମ କରୁଥିବାର ନଜର ଆସୁଛନ୍ତି ।

ସେମାନଙ୍କ ପ୍ରେମ ଦେଖି ଲୋକ ମାନଙ୍କୁ ଲ-ଜ୍ୟା ଲାଗୁଛି କାରଣ ୟୁନିଫର୍ମ ପିନ୍ଧି ଏପରି ହରକତ କରିବା ସଂପୂର୍ଣ୍ଣ ଭାବରେ ଲ-ଜ୍ୟା ଜନକ କଥା । ଏହି ଭିଡିଓକୁ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ ।

୨. ବନ୍ଧୁଗଣ ବେରୋଜଗାରି ବଡ ରୁ ବଡ କା-ଣ୍ଡ କରେଇପାରେ । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଏକ ମହିଳା ପୋଲିସ କର୍ମୀ ନଜର ଆସୁଛନ୍ତି । ମଧ୍ୟ ପ୍ରଦେଶ ରାଜ୍ୟରେ ଭା-ଇ-ରା-ଲ ହୋଇଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଭିଡିଓରେ ନଜର ଆସୁଥିଲା ମହିଳା ପୋଲିସ ଜନକ ହେଉଛନ୍ତି ନକଲି ପୋଲିସ କର୍ମୀ ।

ଲକଡାଉନ ସମୟରେ ବେରୋଜଗାରି ହେତୁ ସେ ନକଲି ପୋଲିସ ଡ୍ରେସ ପିନ୍ଧି ଲୋକ ମାନଙ୍କ ଠାରୁ ଟଙ୍କା ଲୁ-ଟୁ-ଥି-ଲେ । ଏହି ନକଲି ପୋଲିସ କର୍ମୀଙ୍କ ପାଖରେ କୌଣସି ଆଇଡି ନଥିଲା । ଲୋକ ମାନଙ୍କ କମ୍ପ୍ଲେନ ଦ୍ଵାରା ଅସଲି ପୋଲିସ ମାନେ ଆସି ଏହି ନକଲି ପୋଲିସକୁ ଧରି ଥିଲେ ।

୩. ବନ୍ଧୁଗଣ ପୋଲିସ ମାନଙ୍କ ଦାଦାଗିରିର ନମୁନା ଆମେ ଆପଣଙ୍କୁ ଏହି ଭିଡିଓରେ ଦବୁ । ଏହି ଭିଡିଓରେ ଏକ ପୋଲିସ ଜଣେ ବ୍ୟକ୍ତିଙ୍କ ଚାଲାଣ କାଟୁଛି । ଚାଲାଣ କାଟିବା ବେଳେ ପୋଲିସ ଅଧିକ ଟଙ୍କା ମାଗୁଛି ସେହି ସମୟରେ ବ୍ୟକ୍ତି ପୋଲିସକୁ ତାର କାମ ବିଷୟରେ କହୁଛନ୍ତି । ଯଦି ସମାଜର ସେବା କରିବା ଲୋକ ହିଁ ସମାଜର ବି-ନା-ଶ କରିବ ତା ହେଲେ କଣ ହେବ ।

ଚାଲାଣ କା-ଟୁ ଥିବା ପୋଲିସ ଜଣକ ସଂପୂର୍ଣ୍ଣ ବ୍ୟକ୍ତି ସହ ଦାଦାଗିରିରେ କଥା ହେଉଛନ୍ତି । ଟଙ୍କା ଲା-ଳ-ସା-ରେ ଏହି ପୋଲିସ ଜଣକ ଅ-ନ୍ଧ ହୋଇଯାଇଛି ଯାହାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

Leave a Reply

Your email address will not be published. Required fields are marked *