ଯେତେବେଳେ ହଠାତ ମାଟି ତଳୁ ବାହାରିଲା ଏକ ଭୟଙ୍କର ବିଷଧର ଚମ୍ପା ନାଗ (Golden Cobra), ଲୋକେ ତା’ ରୂପ ଦେଖି ହେଲେ ଛାନିଆ, ଦେଖନ୍ତୁ Video

ବନ୍ଧୁଗଣ ଆମ ହିନ୍ଦୀ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରନ୍ତି ସେଥିପାଇଁ ଲୋକମାନେ ନାଗ ସାପକୁ ପୂଜା କରନ୍ତି । ହେଲେ ବନ୍ଧୁଗଣ ଏହି ସାପ ଯେତିକି ପୂଜନୀୟ ଅଟେ ସେତିକି ମା-ରା-ତ୍ମ-କ ମଧ୍ୟ ହୋଇଥାଏ । ଏହି ସାପର ଚୋ-ଟ-ରେ ମଣିଷର ପ୍ରା-ଣ ମଧ୍ୟ ଯାଇପାରେ । ସାପ ସହ ଜଡିତ ଆପଣ ମାନେ ଅନେକ ଭିଡିଓ ଦେଖିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭି-ଡି-ଓ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓ-ଟି ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓଟିକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସାଧାରଣତଃ ସାପ ମାନେ ଶିକାର ଖୋଜିବା ପାଇଁ ଜନଗହଳି ସ୍ଥାନରେ ଚାଲି ଆସନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ସାପ ବିଷୟରେ କହିବାକୁ ଯାଉଛୁ ଯାହା ଦୀର୍ଘ ବହୁତ ଦିନ ଧରି ଏକ ଗାଁରେ ରହୁଥିଲା । ଯେଉଁ ସ୍ଥାନରେ ସାପଟି ରହୁଥିଲା ସେଠାରେ ସମସ୍ତ ଲୋକ ଯିବା ଆସିବା କରୁଥିଲେ ହେଲେ ଲୋକ ମାନଙ୍କୁ ସାପ ବିଷୟରେ ଜଣା ନଥିଲା । ଗତ କିଛି ଦିନ ତଳେ ସାପଟି ବାହାରକୁ ଆସି ଏକ ମୂଷାକୁ ଚୋ-ଟ ମା-ରି-ଥି-ଲା ସେହି ସମୟରେ ଲୋକମାନେ ସାପଟିକୁ ଦେଖିଥିଲେ ।

ଦେଖିବା ପରେ ଲୋକମାନେ ଏକ ସାପ ଧରାଳିକୁ ସେହି ସ୍ଥାନରେ ଡକାଇ ଥିଲେ । ସାପ ଧରାଳି ଜଣକ ଆସିବା ପରେ ସାପକୁ ବହୁତ ଖୋଜିଥିଲା । ବନ୍ଧୁଗଣ ସାପଟି ମାଟିର ବହୁତ ତଳେ ରହୁଥିଲା । ତାକୁ ବାହାର କରିବା ପାଇଁ ମାଟି ଖୋ-ଳି-ବା-କୁ ପଡିଥିଲା ଓ ବହୁତ ସମୟ ଲାଗିଥିଲା ।

ସଫଳତା ପୂର୍ବକୁ ସାପଟି ବହୁତ ସମୟ ପରେ ଦେଖା ଦେଇଥିଲା ଓ ସାପଟିକୁ ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗୋଲ୍ଡେନ କୋବ୍ରା ନାମକ ଏହି ସାପଟି ବହୁତ ବିଷଧର ଓ ବଡ ଥିଲା । ସୌଭାଗ୍ୟ ବଶତଃ ସାପଟି ଅଧିକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଥିଲେ ମଧ୍ୟ କୌଣସି ମଣିଷକୁ କ୍ଷ-ତି କରି ନଥିଲା । ସାପ ଧରାଳି ଜଣକ ବହୁତ ସାବଧାନତାର ସହ ସାପଟିକୁ ଉଧାର କରି ଜଙ୍ଗଲରେ ଛାଡି ଥିଲେ ।

Leave a Reply

Your email address will not be published. Required fields are marked *