ବ୍ରହ୍ମପୁର ସହରରେ ସେକ୍ସ ରାକେଟ୍ ! ଗରାଖ ହୋଇ ପହଞ୍ଚିଲେ SP, ଆଉ ତା’ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ସୁନ୍ଦରୀ ନାରୀ ମାନଙ୍କ ମଧ୍ୟରୁ କେତେକ ମହିଳା ନିଜର ରୋଜଗାର ପାଇଁ ବେଶ୍ୟା ବୃତ୍ତିର ବହୁ ମାତ୍ରାରେ ଆଶ୍ରୟ ନେଉଛନ୍ତି । ଯେଉଁ କାରଣରୁ ବହୁ ସହରରେ ଏବେ ଏହି ଏହି ଅପରାଧ ମୂଳକ କାର୍ଯ୍ୟ ବଢି ବଢି ଯିବାରେ ଲାଗୁଛି । ଏପରି ଘୃଣ୍ୟମୂଳକ କାର୍ଯ୍ୟ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ରାତି ଯେତିକି ବଢିବାରେ ଲାଗୁଛି । ସେତିକି ମାତ୍ରାରେ ଗରାଖଙ୍କର ପସରା ଗେଷ୍ଟ ହାଉସରେ ବଢିବାକୁ ଲାଗୁଛି ।

ଏହି ଖବରର ସୁରାଗ ଖୋଦ ବ୍ରହ୍ମପୁର ଏସପିଙ୍କ କାନରେ ପଡିଥିଲା । ଏସପି କିପରି ଭାବେ ଏହି ଅନୈତିକ କାର୍ଯ୍ୟକୁ ବନ୍ଦ କରିବେ ? କିପରି ଭାବେ ଏହି ଦେହଜୀବୀଙ୍କ ପାଦୁର୍ଭାବକୁ କମାଇବେ ତାହାର ମାଷ୍ଟରମାଇଣ୍ଡ ଯୋଜନା ବ୍ରହ୍ମପୁର ଏସପି ଯୋଜନା କରିଥିଲେ । ଏସପି ଖୋଦ୍ ନିଜେ ଗରାଖ ହୋଇ ବ୍ରହ୍ମପୁର ଗେଷ୍ଟ ହାଉସରେ ପହଞ୍ଚି ଥିଲେ ।

ସେହି ଗେଷ୍ଟରେ ହାଉସରେ ପହଞ୍ଚି ୪ ରାଣୀ ମହୁମାଛିଙ୍କୁ ଥାନାକୁ ନେବା ସହ ସେଠି ଉପସ୍ଥିତ ଦଳକୁ ମଧ୍ୟ ଗିରଫ କରି ବ୍ରହ୍ମପୁର ଏସପି ଥାନାକୁ ନେଇଥିଲେ । ରାତି ବଢିଲେ ଗେଷ୍ଟ ହାଉସରେ ରଙ୍ଗୀନ ଆସର ଜମିବାକୁ ଲାଗୁଥିଲା । ବ୍ରହ୍ମପୁର ସହରର ଟାଟାବେସ ଛକରେ ଥିବା ତୁଳସୀ ଗେଷ୍ଟ ହାଉସରେ ଏପରି ଅନୈତିକ ସେ-କସ ର-ଆକେଟ୍ କାର୍ଯ୍ୟ ଚାଲୁଥିଲା ।

ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ ଶୋରୁମ୍ ଥିବା ବେଳେ ଉପର ମହଲାରେ ଖୁଲମ ଖୁଲା ଦେହ ବ୍ୟାପାର କାର୍ଯ୍ୟ ଚାଲୁଥିଲା । ବ୍ରହ୍ମପୁରର ତୁଳସୀ ଗେଷ୍ଟ ହାଉସରେ ଦିନବେଳା ସବୁ କିଛି ଠିକ ଠାକ ଭାବେ କାର୍ଯ୍ୟ ହେଉଥିଲା । ରାତି ହେଲା ମାତ୍ରେ ମେଳଣ ହେଲା ପରି ଗରାଖୀ ମାନଙ୍କର ରୂପଜୀବୀଙ୍କ ପାଖରେ ଭିଡ ଯମୁଥିଲା । ଏହାର ସନ୍ଧାନ ପୋଲିସଙ୍କ କାନକୁ ଯାଇନଥିବାରୁ ଏହା ଉପରେ ଚଢାଉ କରାଯାଇ ନଥିଲା ।

ଯେତେବେଳେ ଏହି ଖବରର ସୁରାଗ ପାଇଥିଲେ । ସେତେବେଳେ ବ୍ରହ୍ମପୁରର ଏସିପି ପ୍ଳାନ ମୁତାବକ ସୋମବାର ରାତି ପ୍ରାୟ ୧୧ ଟା ବେଳକୁ ଗ୍ରାହକ ହୋଇ ଗେଷ୍ଟ ହାଉସକୁ ଯାଇଥିଲେ । ସେଠାରେ ଦେହ ବେପାର କାର୍ଯ୍ୟ ଦେଖି ନୂଆଁ ଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ସେଠାରେ ପୋଲିସ ଟିମ୍ ଚଢାଉ କରି ୧୦ ଗ୍ରାହକ ସହ ୪ ଦେହଜୀବୀଙ୍କୁ ଗିରଫ କରି ଥାନାକୁ ନେଇଥିଲେ ।

ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରି ତଦନ୍ତ ଆରମ୍ଭ କରି ଦେଇଛି । ବ୍ରହ୍ମପୁରର ଏସିପି ଶ୍ରବଣ ବିବେକ ନିଜେ ଗରାଖ ସାଜି ଏହି ସେ-କସ ର-ଆକେଟ୍ କାର୍ଯ୍ୟରୁ ପରଦା ହଟାଇ ଅନୈତିକ କାର୍ଯ୍ୟକୁ ସାମ୍ନାକୁ ଆଣିଥିବାରୁ ସେଠାକାର ସ୍ଥାନୀୟ ଏରିଆର ଏବେ ଏହି ଘଟଣା ଚର୍ଚାର ବିଷୟ ପାଲଟିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *