‘ସ୍ତ୍ରୀ ମାନଙ୍କର ଗୋଲ୍ ଗୋଲ୍‌ ହେଲେ ପୁରୁଷ ମାନଙ୍କର ଲମ୍ବା…’: ଦେଖନ୍ତୁ କାହିଁକି ଏମିତି କହିଲେ ଯାତ୍ରା ଅଭିନେତ୍ରୀ Kandhei

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରୀ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେର ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ମନୋରଞ୍ଜନ କରାଇ ଥାନ୍ତି । ଟିଭି ବା ପେଣ୍ଡାଲ ରେ ଯାତ୍ରା କଳକାର ମାନେ ଧମାଲ ମଚାଇଥାନ୍ତି । ଆଉ ଦର୍ଶକ ମାନେ ମଧ୍ୟ ଯାତ୍ରା ଦେଖିବାକୁ ଖୁବ ଖୁବ ଆଗ୍ରହୀ ହୋଇଥାନ୍ତି । ତେବେ ଜଣେ ଯାତ୍ରା ଅଭିନେତ୍ରୀ ଗଣମାଧ୍ୟମ ଆଗରେ ନିଜର ଅଭିନୟକୁ ନେଇ ବଡ ବୟାନ ଦେଇଛନ୍ତି ଜାହ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । 

ଯାତ୍ରା ଅଭିନେତ୍ରୀ ଜଣକ କହୁଛନ୍ତି “ବଡ ଦାଣ୍ଡର” ଭିକାରି ନାଟକ ରେ ମୁଁ ଯେଉଁ ଚରିତ୍ର ରେ ଥିଲି ମୋତେ ଦୁଇ ଜଣ ପୁଅ ବିବାହ କରିବାକୁ ଚାହୁଁ ଥିଲେ ଦୁଇ ଜଣ ଯୁବକ ପୁରା ଜିଦି ରେ ଆସି ଯାଇଥିଲେ ମୋତେ ବାହା ହେବା ପାଇଁ । ତା ପରେ ମୁଁ କହିଲି ମୁଁ ଗୋଟେ ପ୍ରଶ୍ନ ପଚାରିବି ଆଉ ଯିଏ ମୋ ପ୍ରଶ୍ନର ଉତ୍ତର ଦେବ ମୁଁ ତାକୁ ହିଁ ବାହା ହେବି । ମୁଁ ପ୍ରଶ୍ନ କରିଲି କି ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ମାନଙ୍କର ଗୋଲ ଗୋଲ ଆଉ ପୁରୁଷ ମାନଙ୍କର ଲମ୍ବା । ସେ ଦୁଇ ଜଣ କହିପାରିଲେ ନାହି ଭୁଲ ଉତ୍ତର ଦେଲେ ।

ତା ପରେ ମୁଁ କହୁଛି ଉତ୍ତର ଭୁଲ ହେଲା । ଏବେ ମୁଁ କହୁଛି ଉତ୍ତର ଶୁଣ । ଉତ୍ତର ହେଉଛି ସିନ୍ଦୁର । ପୁରୁଷମାନେ ସିନ୍ଦୁର ମୁଣ୍ଡରେ ଗୋଲ ଲଗାନ୍ତି ଆଉ ସ୍ତ୍ରୀମାନେ ଲମବାରେ ଲଗାଇଥାନ୍ତି । ପୁଣି ଗୋଟେ ଚାନ୍ସ ଯୁବକ ମାନେ ମୋତେ ମାଗୁଛନ୍ତି ଆଉ ମୁଁ ଆଉ ଏକ ପ୍ରଶ୍ନ ପଚାରୁଛି । ପ୍ରଶ୍ନଟି ହେଉଛି ଏମିତି କେଉଁ ଜିନିଷ ଅଛି ସ୍ଵାମୀ ଥରେ କିନ୍ତୁ ସ୍ତ୍ରୀ ସବୁ ଦିନ କରୁଥାଏ । ସେଟା ବି ସେମାନେ ବୁଝିପାରୁ ନାହାଁନ୍ତି ଆଉ ଏପଟ ସେପଟ ଉତ୍ତର ଦେଉଛନ୍ତି ଆଉ ହସୁଛନ୍ତି । ତା ପରେ ମୁଁ ବୁଝାଇ ଦେଉଛି ଉତ୍ତର ହେଉଛି ସିନ୍ଦୁର ।

ସିନ୍ଦୁର ଏଥିପାଇଁ ଯେ ସ୍ଵାମୀ ବାହାଘର ଦିନ ସ୍ତ୍ରୀ ମଥାରେ ସିନ୍ଦୁର ଦିଏ କିନ୍ତୁ ସ୍ତ୍ରୀ ସବୁବେଳେ ମଥାରେ ସିନ୍ଦୁର ପିନ୍ଧେ । ପୁଣି ଗୋଟେ ପ୍ରଶ୍ନ ପଚାରୁଛି ମୁଁ ନାରିଙ୍କର ତଳ ସୁନ୍ଦର ନା ଉପର ସୁନ୍ଦର । ସେ ଦୁଇ ଜଣ ହସୁଛନ୍ତି ଆଉ ଉତ୍ତର ଦେବାରେ ଫେଲ ହେଉଛନ୍ତି । ମୁଁ ଉତ୍ତରରେ କହୁଛି ନାରିଙ୍କର ସବୁଠାରୁ ସୁନ୍ଦର ହେଉଛି ପାଦ ସେଥିପାଇଁ ତାଙ୍କୁ ଲକ୍ଷ୍ମୀ ପାଦ ବୋଲି କୁହାଯାଏ । ମୋତେ କେହି ବି ଖରାପ କମେଣ୍ଟ କରି ନାହାନ୍ତି ।

ପେଣ୍ଡାଲ କି ଦର୍ଶକ ମାନେ ମୋତେ କେବେ ବି ଖରାପ କମେଣ୍ଟ ଦେଇ ନାହାନ୍ତି । ମୋର ଯାତ୍ରା କାଳ ଭିତରେ ଆମେ ଯେଉଁ ଡାଇଲଗ କହିଥାଉ ତାର ଦୁଇଟି ଅର୍ଥ ଥାଏ ଯାହାକୁ ଦର୍ଶକ ମାନେ ଭୁଲ ବୁଝିଥାନ୍ତି ଆଉ କହିଥାନ୍ତି ଅଶ୍ଳୀଳ ଭାଷା” । ବନ୍ଧୁଗଣ ଆପଣ ମାନଙ୍କର ଯାତ୍ରୀ ଅଭିନେତ୍ରୀ ଙ୍କ ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *