ଦେଶ ପାଇଁ ଆସୁଛି ସବୁଠୁ ବଡ ସମସ୍ୟା, PM Modi ଡାକିଲେ ବୈଠକ, ମଚିଗଲା ହଙ୍ଗାମା…

ବନ୍ଧୁଗଣ ଭାରତ ଉପରେ ଏକ ଏପରି ବିପଦ ରହିଛି ଯେଉଁଥିରେ ଅନେକ ରାଜ୍ୟ ବରବାଦ ହୋଇପାରନ୍ତି । ସମୟ ରହିବା ବେଳକୁ ଯଦି ଆକ୍ସନ ନିଆ ନଯିବ ତା ହେଲେ ପରିଣାମ ବହୁତ ଖରାପ ହେବ । ଏହି ଭୟଙ୍କର ସମସ୍ୟା ନିଜ ପ୍ରଭାବ ଦେଖାଇବା ମଧ୍ୟ ଆରମ୍ଭ କରିସାରିଛି । ଏହାରି ମଧ୍ୟରେ ଏହି ବିପଦ ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦିଆଯାଇଛି ।

ଏକ୍ସପର୍ଟ୍ସ ମାନେ କହିଛନ୍ତି ଯେ, ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରା ନଯିବ ତା ହେଲେ ଭାରତର ଅନେକ ରାଜ୍ୟର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇଯିବ । ବନ୍ଧୁଗଣ ନିର୍ବାଚନ ସମୟରେ ରାଜନୈତିକ ଦଳ ମାନେ ଲୋକ ମାନଙ୍କୁ ସବୁ କିଛି ମାଗଣା ଦେବା ପାଇଁ ଦାବି କରିଥାନ୍ତି । ଏହା କାରଣରୁ ଏବେ ଦେଶର ଅନେକ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି ।

ଦେଶର ଅନେକ ସିନିୟର ବ୍ୟୁରୋ କ୍ରାଇଡ୍ସ ଏବେ ଚେତାବନୀ ଦେଇ କହିଛନ୍ତି, ଯଦି ଏଭଳି ଯୋଜନାକୁ ରୋକାଯିବ ନାହିଁ ତେବେ ଦେଶର ଅନେକ ରାଜ୍ୟ ଶ୍ରୀଲଙ୍କା ଓ ଗ୍ରୀସ ଭଳି କଙ୍ଗାଳ ହୋଇଯିବ । ଏହି ସମସ୍ଯା ବ୍ୟୁରୋ କ୍ରାଇଡ୍ସ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୪ ଘଣ୍ଟା କାଳ ଆଲୋଚନା କରିଛନ୍ତି ଓ ଏହି ସମସ୍ୟା ବିଷୟରେ କହିଥିଲେ ।

ମିଡିଆ ରିପୋର୍ଟସ ଅନୁସାରେ ମୋଦୀଙ୍କ ସହ କରାଯାଇଥିବା ଏହି ବୈଠକରେ କିଛି ସଚିବ ଏହାକୁ ନେଇ ଖୋଲା ଖୋଲି କଥାବାର୍ତ୍ତା କରିଛନ୍ତି । ତାଙ୍କର କହିବା ମୁତାବକ, କିଛି ରାଜ୍ୟରେ ଲୋକ ଲୋଭାବନର ଘୋଷଣା ଓ ଯୋଜନା ଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ ଚଳେଇ ହେବ ନାହିଁ । ଯଦି ଏହାକୁ ରୋକା ନଯିବ ତା ହେଲେ ଅନେକ ରାଜ୍ୟ ଆର୍ଥିକ ରୂପରେ କଙ୍ଗାଳ ହୋଇଯିବେ ।

ଲୋକଙ୍କୁ ମାଗଣା ଦେବା ଘୋଷଣା ଗୁଡିକ ଅନେକ ରାଜ୍ୟକୁ ଦୁର୍ବଳ କରିଦେଇଛି । ଯେଉଁ ସଚିବ ମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ବ୍ୟକ୍ତି କେନ୍ଦ୍ରକୁ ଆସିବା ପୂର୍ବରୁ ରାଜ୍ୟର କିଛି ମୁଖ୍ୟ ପଦବୀରେ କାମ କରିସାରିଛନ୍ତି ।

ତାଙ୍କର କହିବା ମୁତାବକ, ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ । ଯଦି ଏହି ରାଜ୍ୟ ଗୁଡିକ ଭାରତର ଅଂଶ ହୋଇନଥାନ୍ତା ତା ହେଲେ କେବେ ଠାରୁ ଏହି ରାଜ୍ୟ ଗୁଡିକ କଙ୍ଗାଳ ହୋଇ ସାରିଥାନ୍ତା । ତେଣୁ ବନ୍ଧୁଗଣ ଯଦି ଏହି ସମସ୍ୟା ଉପରେ ଏବେ ଗୁରୁତ୍ଵ ଦିଆ ନଯିବ ତା ହେଲେ ଆଗାମୀ ସମୟରେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

Leave a Reply

Your email address will not be published. Required fields are marked *