‘ଭଗବାନ ହ୍ୟୁମାନଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ଯେମିତି…’ Humane Sagar ଙ୍କୁ ନେଇ ଏ କଣ କହିଦେଲେ Japani ଭାଇ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମ୍ୟୁଜିକ ଡାଇରେକ୍ଟର ଦେବାଶିଷ ମଲ୍ଲିକ କହିଛନ୍ତି ଯେ ୧୦ ବର୍ଷ ହେବ ଜଗନ୍ନାଥ ଙ୍କ ଡୋରୀ ଲାଗୁ ନଥିଲା, ଏତେ ସବୁ ହେଲା ପରେ ବର୍ତ୍ତମାନ ଡୋରୀ ଲାଗିଲା । ବର୍ତ୍ତମାନ ଯେଉଁ ହଜାର ହଜାର କମେଣ୍ଟ ଆସିଲା ପଢିଲା ପରେ ଆମ୍ଭକୁ ସେ ଦୟା ଦେଖାଉଛନ୍ତି । ମାତ୍ର ୧୦ ବର୍ଷ ହେବ କ’ଣ କେଉଁ ମ୍ୟୁଜିକ ଡାଇରେକ୍ଟର ତାଙ୍କୁ କହିନାହାଁନ୍ତି ଭଜନ ଗାଇବା ପାଇଁ ? ଏତେ ବଡ ବଡ ପ୍ରଡ୍ୟୁସର ମାନେ ଅଛନ୍ତି ତାଙ୍କର ଏତେ ସାରା ଗୀତ ହିଟ ହେଇଛି କ’ଣ କେବେ କେହି କହିନଥିଲେ ?

ମାତ୍ର ସ୍ଵର ଉତ୍ଥଳନ କରିବା ପରେ ଏକ ପୋଷ୍ଟର ପକାଇ ନିଜେ ସଫେଇ ଦଉଛନ୍ତି ? ମାତ୍ର ସେ ଯାହା ମଧ୍ୟ ହେଉ ଯଦି ସେ ଓଡିଆ ପିଲା ହିସାବରେ ଭଜନ ଗାଇବେ ତେବେ ଆମ୍ଭେ ତାଙ୍କୁ ନିଶ୍ଚିତ ଭାବରେ ସ୍ଵାଗତ କରିବୁ । ଏବଂ ପ୍ରଭୁ ଜଗନ୍ନାଥ ତାଙ୍କୁ କରିବେ ଆଶୀର୍ବାଦ । ଜାପାନୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ହ୍ୟୁମାନ ଙ୍କୁ ଟିକିଏ ସଦବୁଦ୍ଧି ଦିଅନ୍ତୁ ଯେ ସେ ଏହାପରେ କାଳିଆ ଭଜନ ଟେ ଗାଇଲେ ଭଲ ମଣିଷ ଟେ ହେବେ ଏବଂ ସଦବୁଦ୍ଧି ସିଏ ପାଇବେ ।

ମାତ୍ର ମୁଁ ପାଇଛି ସଦାବୁଦ୍ଧି । କେବଳ ମୁଁ ନୁହେଁ ଅନେକ ବ୍ୟକ୍ତି ମଧ୍ୟ କହିଛନ୍ତି ତାଙ୍କୁ ଭଜନ ଗାଇବା ନିମନ୍ତେ । ମୁଁ ୫ ବର୍ଷ ହେଲା କହି ଆସୁଥିଲି । ମାତ୍ର ପୁରୀ ରଥ ଯାତ୍ରା ସମୟରେ ମୁଁ ଯେତେବେଳେ ତାଙ୍କୁ ଷ୍ଟୂଡିଓ ରେ ତାଙ୍କୁ ଭେଟିଲି ମତେ ହ୍ୟୁମାନ କହିଲେ ଯେ ମୁଣ୍ଡ ଖରାପ କରନି ଦେଖ ମତେ ବିରକ୍ତ କରାଅନି, ଏହିଭଳି ବହୁତ ଅପମାନିତ କଥା କହିଲେ, ଯାହାଙ୍କ ସାଙ୍ଗରେ ମୋର ଅନେକ ଗୀତ ହିଟ ହେଇଛି ।

ସେ ଆସିଲେ ପାଦ ଛୁଇଁ ପ୍ରଣାମ କରନ୍ତି ଏବଂ ବଡଭାଇ ବୋଲି ସନ୍ନମାନ ମଧ୍ୟ ଦିଅନ୍ତି କିନ୍ତୁ ସେଦିନ ମୋତେ ଏତେ ଖରାପ ଲାଗିଲା ଯେ ମୁଁ ଏଭଳି ପଦକ୍ଷପ ନେଲି । ଭଜନ ଗାଇବା ନ ଗାଇବା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ମାତ୍ର ମୁଁ ଯେତେବେଳେ ତାଙ୍କୁ ଅନୁରୋଧ କରିଲି ମତେ ସେଠାରେ ବିରୋଧ କରିବା ତାଙ୍କର ବ୍ୟକ୍ତିଗତ ବ୍ୟାପାର ନୁହେଁ ।

ମାତ୍ର ଯଦି ବର୍ତ୍ତମାନ କାଳିଆ ର ଡୋରୀ ଲାଗିଲା ସେ ହଜାର ହଜାର କମେଣ୍ଟ ପରେ ଭଜନ ଗାଇ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଠିକ ଅଛି ସାନଭାଇ ହେବେ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *