ଫୁଲବା ସିରିଏଲ ରୁ ଫେମସ ହୋଇଥିବା ଅଭିନେତ୍ରୀ ଜନ୍ନତ ଜୁବେର ରେହମାନୀଙ୍କୁ ବହୁତ ଭଲ ପାଆନ୍ତି TV ର ଏହି 3 ଜଣ Actor, ନମ୍ବର 3 ତ ପିଲାବେଳୁ ହିଁ ତାଙ୍କ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା ବିଭିନ୍ନ ଶିଶୁ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଶିଶୁ କଳାକାର ମାନଙ୍କ ମଧ୍ୟରୁ ଜଣେ କଳାକାର ଏମିତି ଅଛନ୍ତି ଯିଏ ବହୁତ ଶୀଘ୍ର ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସେହି କଳାକାର ଜଣକ ହେଉଛନ୍ତି ‘ଫୁଲୁବା’ ସିରିଏଲର ଅଭିନେତ୍ରୀ ଜନ୍ନତ ରେହେମାନି । ଜନ୍ନତ ନିଜର ପିଲା ବେଳରୁ ‘ଫୁଲବା’ ସିରିଏଲରେ ଅଭିନୟ କରି ବହୁତ ଲୋକଙ୍କ ମନକୁ ଜିତି ସାରିଛନ୍ତି । ହେଲେ ବର୍ତ୍ତମାନ ସେ ବଡ ହୋଇସାରିଛନ୍ତି ଓ ମୁଖ୍ୟ ଅଭିନେତ୍ରୀ ରୂପେ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ଜନ୍ନତଙ୍କ ସୁନ୍ଦରତାକୁ ବହୁତ ପସନ୍ଦ କରୁଛନ୍ତି ଓ ଜନ୍ନତଙ୍କୁ ପାଇବା ପାଇଁ ଇଛା କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।


କରନ ଯୋଟ୍ବାନୀ- ବନ୍ଧୁଗଣ ଆମ ପ୍ରଥମ ଲିଷ୍ଟରେ ଅଛନ୍ତି ଅଭିନେତା କରନ ଯୋଟ୍ବାନୀ । ଅଭିନେତା କରନ ଯୋଟ୍ବାନୀ ସିରିଏଲ ‘ଆପ କେ ଆଜାନେ ସେ’ରେ ଜନ୍ନତ ରେହେମାନୀଙ୍କ ସହ କାମ କରିଥିଲେ । ଏହି ସିରିଏଲରେ କରନ ମୁଖ୍ୟ ଭୂମିକା କରିଥିଲେ । ଏହି ସିରିଏଲରେ କାମ କରିବା ସମୟରେ କରନ ଯୋଟ୍ବାନୀ ଜନ୍ନତ ରେହେମାନୀଙ୍କ ସୁନ୍ଦରତାକୁ ବହୁତ ପସନ୍ଦ କରିଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଜନ୍ନତଙ୍କ ସହ ପୁଣି କାମ କରିବା ପାଇଁ ଚାହୁଁଛନ୍ତି । ବହୁତ ଥର କରନ ଜନ୍ନତଙ୍କ ପ୍ରଶଂସା କରିଥିବାର ମଧ୍ୟ ନଜର ଆସିଛନ୍ତି ।


ରୀତିଭିକ ଅରୋରା- ରୀତିଭିକ ମଧ୍ୟ ଜନ୍ନତଙ୍କ ସୁନ୍ଦରତା ଓ ଅଭିନୟକୁ ବହୁତ ପସନ୍ଦ କରନ୍ତି ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ରୀତିଭିକ ସିରିଏଲ ‘ତୁ ଆସିକି’ରେ ଜନ୍ନତଙ୍କ ସହ କାମ କରିଥିଲେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତା ଆହାନ ଧର୍ମରାଜର ଭୂମିକା ପଦର୍ଶନ କରିଥିଲେ

ଓ ଅନ୍ୟ ପକ୍ଷରେ ଜନ୍ନତ ପଂକ୍ତି ଶର୍ମାର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ । ଏହା ପରେ ରୀତିଭିକ ଏକ ଇଣ୍ଟରଭ୍ୟୁରେ ଜନ୍ନତଙ୍କ ବିଷୟରେ କହିଥିଲେ ଯେ, ଅଭିନେତ୍ରୀ ଜନ୍ନତ ରେହେମାନୀଙ୍କ ସହ ମୁଁ ଆଉ ଥରେ କାମ କରିବା ପାଇଁ ଚାହୁଁଛି ।


ସିଦ୍ଧାର୍ଥ ନିଗମ- ଆମର ଲିଷ୍ଟର ଶେଷରେ ଅଛନ୍ତି ଅଭିନେତା ସିଦ୍ଧାର୍ଥ ନିଗମ । ବର୍ତ୍ତମାନ ସିରିଏଲ ‘ଆଲାଦିନ’ରେ ସିଦ୍ଧାର୍ଥ ମୁଖ୍ୟ ଅଭିନେତା ରୂପେ ଅଭିନୟ କରୁଛନ୍ତି । ସିଦ୍ଧାର୍ଥ ଓ ଜନ୍ନତଙ୍କର ପିଲା ଦିନରୁ ହିଁ ବହୁତ ଭଲ ସମ୍ପର୍କ ରହିଛି ଓ ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି । ଏହି ଦୁଇଜଣ ସୋସିଆଲ ମିଡିଆରେ ମଧ୍ୟ ପରସ୍ପର ସହ ଫଟୋ ସେୟାର କରନ୍ତି ଓ ସିଦ୍ଧାର୍ଥ ନିଗମ ଏହା ମଧ୍ୟ କହିଛନ୍ତି ଯେ, ସେ ଥରେ ଜନ୍ନତଙ୍କ ସହ କାମ କରିବାକୁ ଚାହୁଁଛନ୍ତି ।

ତେବେ ଆପଣଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଯୋଡି ଭଲ ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *