ଜନ୍ମ ହେଲା ପୁଅ, କିନ୍ତୁ କୋଳକୁ ଦେଲେ ଝିଅ, ସାମ୍ନାକୁ ଆସିଲା ସୁବର୍ଣ୍ଣପୁର ର ମୁଖ୍ୟ Hospital ର କଳା କାରନାମା ! ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଘଟଣାର ଚର୍ଚା ଏବେ ସମସ୍ତ ସ୍ଥାନରେ ହେଉଛି ଓ ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଭାଇରାଲ ହେଉଛି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଗତ କିଛି ଦିନ ତଳେ ଶିଶୁ କନ୍ୟା ଚୋରୀ ହେବାର ଖବର ସାମ୍ନାକୁ ଆସିଥିଲା । ଶିଶୁ କନ୍ୟା ଚୋରୀ ପରେ ଏବେ ଶିଶୁ ଅଦଳବଦଳ । ଏବେ ପୁଣି ଚର୍ଚାକୁ ଆସିଛି ସୁବର୍ଣ୍ଣପୁରର ମୁଖ୍ୟ ଡାକ୍ତରଖାନା । ଗତ କିଛି ଦିନ ପୂର୍ବରୁ ଏହି ହସ୍ପିଟାଲ ବିରୋଧରେ ଶିଶୁ କନ୍ୟା ଚୋରୀ ଅଭିଯୋଗ ଆସିଥିଲା ଓ ଏବେ ଶିଶୁ କନ୍ୟା ଅଦଳବଦଳର ଖବର ସାମ୍ନାକୁ ଆସିଛି ।

ସୁବର୍ଣ୍ଣପୁର ଉଲୁଙ୍ଗା ବ୍ଲକ ଗଣ୍ଡପଲ୍ଲୀ ଗାଁର ବନିତା ଝାଙ୍କରଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଵାମୀ ବିସିକେଶନ ବନିତାଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନା ଆଣିଥିଲେ । ଗତ ୨୪ ତାରିଖରେ ବନିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବନିତା ଏକ ଶିଶୁ କନ୍ୟା ଜନ୍ମ କରିଥିବା ନେଇ ପ୍ରଥମେ ହସ୍ପିଟାଲ କର୍ମଚାରୀ ତାଙ୍କୁ କହିଥିଲେ ।

ହେଲେ କିଛି ସମୟ ପରେ ମେଡିକାଲ କର୍ମଚାରୀ ବନିତାଙ୍କର ଶିଶୁ କନ୍ୟା ହୋଇଛି ବୋଲି କହି ତାଙ୍କୁ ଏକ ଶିଶୁ କନ୍ୟା ଦେଇଥିଲେ । ବର୍ତ୍ତମାନ ବନିତା ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିଛନ୍ତି । ତେବେ ପ୍ରଥମେ ଶିଶୁ ପୁତ୍ର ଓ ପରେ ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ନେଇ ଏବେ ଦ୍ଵନ୍ଦରେ ବାପା ମା । ଅନ୍ୟ ପକ୍ଷରେ ଇନଚାର୍ଜ ସିଡିଏମଓ କହିଛନ୍ତି ଅଭିଯୋଗ ଆସିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ବନ୍ଧୁଗଣ ସୁବର୍ଣ୍ଣପୁର ଡାକ୍ତର ଖାନା ନାଁରେ ଏବେ ଦୁଇଟି ଅଭିଯୋଗ ଆସି ସାରିଛି ଓ ବର୍ତ୍ତମାନ ଏହି ହସ୍ପିଟାଲ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଚର୍ଚା ଜୋର ସୋର ଧରିଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *