ଜନ୍ମ ଦିନ ପାଳୁଥିବା ଏହି ଝିଅ ମାନଙ୍କ ମଧ୍ୟରେ ଅଛନ୍ତି Aishwarya Rai Bachchan, 100 ରୁ 90 ଜଣ ହେଲେ ଫେଲ, କଣ ଆପଣ ଜାଣି ପାରୁଛନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ । ଐଶ୍ଵର୍ଯ୍ୟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଐଶ୍ଵର୍ଯ୍ୟ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ଐଶ୍ଵର୍ଯ୍ୟ ରାୟ ବଚନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଫଟୋରେ ଐଶ୍ଵର୍ଯ୍ୟ କିଛି ଝିଅ ମାନଙ୍କ ସହ ଛିଡା ହୋଇଛନ୍ତି । ବନ୍ଧୁଗଣ ଏହି ଫଟୋଟି ହେଉଛି ଐଶ୍ଵର୍ଯ୍ୟ ରାୟଙ୍କ ପିଲା ଦିନର ଫଟୋ । ବହୁତ ଲୋକ ଐଶ୍ଵର୍ଯ୍ୟଙ୍କୁ ଏହି ଫଟୋରେ ଚିହ୍ନି ପାରୁ ନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟଙ୍କର ଏହି ଫଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ ।

ଐଶ୍ଵର୍ଯ୍ୟଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଐଶ୍ଵର୍ଯ୍ୟ ବହୁତ ଝିଅ ମାନଙ୍କ ସହ ଛିଡା ହୋଇଛନ୍ତି । ଐଶ୍ଵର୍ଯ୍ୟ ଏହି ଫଟୋରେ ଏକ ଜନ୍ମ ଦିନ ପାଳନ ନିମନ୍ତେ ଯାଇଥିଲେ । ଐଶ୍ଵର୍ଯ୍ୟଙ୍କର ପିଲା ବେଳର ଏକ ସାଙ୍ଗର ଜନ୍ମ ଦିବସରେ ଐଶ୍ଵର୍ଯ୍ୟ ସାମିଲ ହୋଇଥିବାର ନଜର ଆସୁଛନ୍ତି । ଏହି ଫଟୋରେ ଐଶ୍ଵର୍ଯ୍ୟ ଏକ ଧଳା ରଙ୍ଗର ଫ୍ରକ୍ ରେ ନଜର ଆସୁଛନ୍ତି ।

ଏହି ଫଟୋରେ ଐଶ୍ଵର୍ଯ୍ୟ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସୁଛନ୍ତି । ବନ୍ଧୁଗଣ ଐଶ୍ଵର୍ଯ୍ୟଙ୍କ ଏହି ଫଟୋକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ଓ ଏହି ଫଟୋଟି ସୋସିଆଲ ମିଡିଆରେ ମଧ୍ୟ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋ ପୂର୍ବରୁ ଐଶ୍ଵର୍ଯ୍ୟଙ୍କର ଏକ ସ୍କୁଲ ଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ବନ୍ଧୁଗଣ ଆଜି ୪୬ ବର୍ଷ ବୟସରେ ମଧ୍ୟ ଐଶ୍ଵର୍ଯ୍ୟ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଐଶ୍ଵର୍ଯ୍ୟ ଅଭିଷେକ ବଚନଙ୍କ ସହ ବିବାହ କରି ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଓ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଆରଧ୍ୟା । ବିବାହ ପରେ ଐଶ୍ଵର୍ଯ୍ୟ ବଲିଉଡର ବହୁତ କମ ଫିଲ୍ମରେ କାମ କରିଛନ୍ତି । ହେଲେ ସେ ନିଜ ପର୍ଶନାଲ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟଙ୍କର ଏହି ପୁରୁଣା ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *