ଦେଖନ୍ତୁ ହିରୋଇନ Janklin ଙ୍କ ଜବରଦସ୍ତ ଲୁଙ୍ଗି ଡ୍ୟାନ୍ସ, ଭାଇରାଲ ହେଲା Video, ଥରେ ଦେଖନ୍ତୁ ମଜା ଆସିଯିବ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଜାଙ୍କଲିନ । ବନ୍ଧୁଗଣ ଜାଙ୍କଲିନଙ୍କୁ ଆପଣ ମାନେ ଅନେକ ଓଡିଆ ଧାରାବାହିକରେ ନିଶ୍ଚୟ ଦେଖିଥିବେ ।

ଜାଙ୍କଲିନ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ସେ ବହୁତ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଫଟୋସ ଓ ଭିଡିଓ ଅପଲୋଡ କରନ୍ତି । ଗତ କିଛି ସମୟ ହେବ ଜାଙ୍କଲିନଙ୍କ ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରେଣ୍ଡରେ ଅଛି । ଆଜି ଆମେ ଆପଣ ମାନଙ୍କୁ ଜାଙ୍କଲିନଙ୍କ ଏହି ଟ୍ରେଣ୍ଡ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଜାଙ୍କଲିନଙ୍କର ଏକ ଭିଡିଓ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଜାଙ୍କଲିନ ଲୁଙ୍ଗି ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଜାଙ୍କଲିନଙ୍କ ସହ ଏହି ଭିଡିଓରେ ତାଙ୍କ ଡ୍ୟାନ୍ସ ପାର୍ଟନର ମଧ୍ୟ ନଜର ଆସୁଛନ୍ତି । ବର୍ତ୍ତମାନ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ମଧ୍ୟ ଏହି ଭିଡିଓଟିକୁ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଗତ କିଛି ମାସ ତଳେ ଜଙ୍କଲିନ ନିଜ ପ୍ରେମିକ ଅରବିନ୍ଦଙ୍କ ସହ ବିବାହ କରିଥିଲେ ।

ସେବେଠାରୁ ଜାଙ୍କଲିନ ବହୁତ ଚର୍ଚାରେ ରହୁଛନ୍ତି । ବିବାହ ପରେ ମଧ୍ୟ ଜାଙ୍କଲିନ ଟିଭିରେ କାମ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜାଙ୍କଲିନଙ୍କର ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *