Odia Gk Questions- ଜଣେ ସ୍ତ୍ରୀ ର ୩ଟି ପିଲା, ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ, ତ କୁହନ୍ତୁ ତାଙ୍କ ମା’ଙ୍କ ନାମ କଣ ?

ବନ୍ଧୁଗଣ, ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଏହି ସବୁ ପ୍ରଶ୍ନ ଛାତ୍ର ଛାତ୍ରୀ ମାନେ ନିଜର ସାଧାରଣ ପରୀକ୍ଷା ପାଇଁ ପଢି ପାରିବେ । ଯାହା ଦ୍ଵାରା ସେମାନଙ୍କର ସାଧାରଣ ଜ୍ଞାନ ବୃଦ୍ଧି ପାଇବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।

୧- ଲେମ୍ବୁ ଓ ସନ୍ତରାରେ କେଉଁ ଭିଟାମିନ ରହିଥାଏ ?

ଉତ୍ତର- ଭିଟାମିନ-ସି ।

୨- ଭାରର ରାଷ୍ଟ୍ରୀୟ ଧ୍ଵଜର ଲମ୍ବା ଓ ଚଉଡା କେତେ ଅନୁପାତ ହୋଇଥାଏ ?

ଉତ୍ତର- ୩:୨ ।

୩- କେଉଁ ପଶୁର କ୍ଷୀରରେ ଅଧିକ ପ୍ରୋଟିନ ରହିଥାଏ ?

ଉତ୍ତର- ଭେଡ ।

୪- କେଉଁ ନଦୀ ନିଜର ମାର୍ଗ ବଦଳାଇବାକୁ ପ୍ରସ୍ତୁତ ଥାଏ ?

ଉତ୍ତର- କୋଷା ।

୫- ଭାରତୀୟ ରେଳର ଇଞ୍ଜିନ ବନାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?

ଉତ୍ତର- ୨୦କୋଟି ।

୬- ଇନକଲାମ ଜିନ୍ଦାବାଦ ର ନାରା କିଏ ଦେଇଥିଲେ ?

ଉତ୍ତର- ଭଗତ ସିଂ ।

୭- କେଉଁ ଦେଶରେ ନିଜର ସୂର୍ଯ୍ୟ ବନାଇ ସାରିଛି ?

ଉତ୍ତର- ଚୀନ ।

୮- ପାଣିର ପ୍ରଭାବିତ ହେଉଥିବା ପୋଷ୍ଟ ଅଫିସ କେଉଁ ରାଜ୍ୟରେ ଅଛି ?

ଉତ୍ତର- କାଶ୍ମୀର ।

୯- ମଶା କାମୁଡିଲେ କେଉଁ ରୋଗ ହୁଏ ?

ଉତ୍ତର- ଡେଙ୍ଗୁ ।

୧୦- ସାତ ପାହାଡର ନଗର କେଉଁ ଦେଶକୁ କୁହାଯାଏ ?

ଉତ୍ତର- ରୋମ ।

୧୧- ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ?

ଉତ୍ତର- ଗୁଜୁରାଟ ।

୧୨- କେଉଁ ଦେଶରେ କେବଳ ୪୦ ମିନିଟ ଯାଏଁ ରାତି ହୋଇଥାଏ ?

ଉତ୍ତର- ନାର୍ବୋ ।

୧୩- କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ ?

ଉତ୍ତର- ହରିୟଲ ପକ୍ଷୀ ।

୧୪- ଦୁନିଆର ସବୁଠାରୁ ବଡ ମହସାଗର ର ନାମ କଣ ?

ଉତ୍ତର- ପ୍ରଶାନ୍ତ ମହାସାଗର ।

୧୫- ଭାରତର କେଉଁ ରାଜ୍ୟରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?

ଉତ୍ତର- ଗୋଆ ।

୧୬- ମଣିଷ ଶରୀରରେ କେତୋଟି ହାଡ ଅଛି ?

ଉତ୍ତର- ୨୦୬ଟି ।

୧୭- ବୁଲନ୍ଦ କବାଟ କେଉଁ ଠାରେ ଅଛି ?

ଉତ୍ତର- ଫତେହପୁର ଶିକରୀ । 

୧୮- ଶ୍ରମିକ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମେ ୧ ।

୧୯- ନୀଳ ଗୋଲାପ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଭାରତ ।

୨୦- ଭାରତର ରାଷ୍ଟ୍ରୀୟ ପ୍ରତୀକ ଚିହ୍ନରେ କେତୋଟି ସିଂହ ଦେଖାଯାଏ ?

ଉତ୍ତର- ଏକଟି ।

୨୧- ଡିସ୍କଭରି ଅଫ ଇଣ୍ଡିଆ ନାମକ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର- ଜବାହାରଲାଲ ନେହେରୁ ।

୨୨- କେଉଁ ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଏ ?

ଉତ୍ତର- ଶୁକ୍ର ।

୨୩- ଜଣେ ସ୍ତ୍ରୀ ର ୩ଟି ଛୁଆ ଅଛି । ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ । ତେବେ କୁହ ସେମାନଙ୍କ ମା ଙ୍କ ନାମ କଣ ?

ଉତ୍ତର- ମା ର ନାମ କଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *