14 Interesting Gk Questions- ହ୍ଵାଟ୍ସଆପରେ ଜଣେ ପୁଅ ଝିଅକୁ କହିଲା 143, ଝିଅଟି ଉତ୍ତର ଦେଇ କହିଲା 399 ତେବେ ଝିଅଟି କଣ କହିଲା ? କେବେଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ବିଶ୍ଵର ସମସ୍ତ ଭାଷା ଠାରୁ ପ୍ରାଚୀନ ଭାଷା କଣ ?

ଉତ୍ତର- ବିଶ୍ଵର ସମସ୍ତ ଭାଷା ଠାରୁ ସବୁଠୁ ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଭାଷା ।

୨. ସିଗାରେଟକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ସିଗାରେଟକୁ ହିନ୍ଦୀରେ ଧୂମପାନ ଦଣ୍ଡିକା କୁହାଯାଏ ।

୩. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବି ଦେଶରେ ଗୋଟେ ବି ନଦୀ ନାହିଁ ।

୪. କେଉଁ ସହରରେ ୫ଟି ସୂର୍ଯ୍ୟ ଦେଖାଯାଇଥାଏ ?

ଉତ୍ତର- ଚୀନ ଦେଶର ସିଗନାଇଟ ସହରରେ ୫ଟି ସୂର୍ଯ୍ୟ ଦେଖାଯାଇଥାଏ ।

୫. ଏକ ମଶାର ବୟସ କେତେ ହୋଇଥାଏ ?

ଉତ୍ତର- ଏକ ମଶାର ବୟସ ୨ ରୁ ୩ ଦିନ ହୋଇଥାଏ ।

୬. କେଉଁ ଦେଶରେ ଗୋଟିଏ ବୋଲି ଟ୍ରାଫିକ ସିଗନାଲ ନାହିଁ ?

ଉତ୍ତର- ଭୁଟାନ ଦେଶରେ ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ ।


୭. କେଉଁ ପଶୁର ଜିଭ କଳା ?

ଉତ୍ତର- ଜିରାଫର ଜିଭ କଳା ଥାଏ ।

୮. ବିଷରେ ଭାରତକୁ ଛାଡି ଆଉ କେଉଁ ଦେଶରେ ଅଗଷ୍ଟ ୧୫ର ପାଳନ କରାଯାଏ ?

ଉତ୍ତର- ବିଶ୍ବରେ ଭାରତକୁ ଛାଡି ଦକ୍ଷିଣ କୋରିଆ ଦେଶରେ ଅଗଷ୍ଟ ୧୫ ପାଳନ କରାଯାଏ ।

୯. Whatsapp ରେ ଜଣେ ପୁଅ ଝିଅକୁ 143 କହିଲା ଝିଅଟି ଉତ୍ତର ଦେଇ କହିଲା 399 ତେବେ ଝିଅଟି କଣ କହିଲା ?

ଉତ୍ତର- ବନ୍ଧୁଗଣ ଝିଅଟି ୩୯୯ ରିଚାର୍ଜ କରିବାକୁ କହିଲା ।

୧୦. ଏମିତି କେଉଁ ସମୁଦ୍ର ଅଛି ଯେଉଁଠି ଗୋଟିଏ ବୋଲି ମାଛ ନାହାନ୍ତି ?

ଉତ୍ତର- ଡେଡ ସିରେ ଗୋଟେ ବୋଲି ମାଛ ନାହାନ୍ତି ।

୧୧. ଶୋଇବାକୁ ପଲଙ୍କ ନାହିଁ ନା ଘର ନା ଏକ ଟଙ୍କା କିନ୍ତୁ ସେ ରାଜ କରିଥାଏ, ତାହା କଣ ?

ଉତ୍ତର- ଜଙ୍ଗଲର ରାଜା ବାଘ ।

୧୨. ଦୁଇଜଣ ଛୁଆ ଏକା ରଙ୍ଗର ଜଣେ ଗଲେ ଆଉ ଜଣେ କଉ କାମରେ ନୁହେଁ, ତାହା କଣ  ?

ଉତ୍ତର- ଜୋତା

୧୩. ତାହା କଣ ଯାହା ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ନିଜ ଜାଗରୁ ହଟି ନଥାଏ ?

ଉତ୍ତର- ରାସ୍ତା

୧୪. ଏମିତି କେଉଁ ଜିନିଷ ଯାହାକୁ ଖାଇବାକୁ କିଣନ୍ତି କିନ୍ତୁ ଖାନ୍ତି ନାହିଁ ?

ଉତ୍ତର- ପ୍ଳେଟ

Leave a Reply

Your email address will not be published. Required fields are marked *