ରିଅଲ ଲାଇଫ ସିଙ୍ଘମ, ଜଣେ ଏମିତି IPS ଅଫିସର ଯିଏ 7 ବର୍ଷ ରହିଲେ ଜେଲରେ, ବାହାରକୁ ବାହାରିଲେ ତ ଲାଞ୍ଚୁଆ ମାନଙ୍କୁ ପହଞ୍ଚେଇ ଦେଲେ ଜେଲ

ବନ୍ଧୁଗଣ ଏହି ଦୁନିଆରେ ବିଭିନ୍ନ ପ୍ରକାରର ମଣିଷ ରହୁଛନ୍ତି । ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ଯେତେବେଳେ କୌଣସି ବ୍ୟକ୍ତି ଉପରେ କିଛି ଦୋ-ଷ ବା ଅ-ପ-ବା-ଦ ଲାଗିଯାଇଥାଏ ସେତେବେଳେ ତାର ଜୀବନ ନ-ର୍କ ପାଲଟି ଯାଏ ।

କାରଣ ବ୍ୟକ୍ତିକୁ ସମାଜରେ ବହୁତ କଥା ଶୁଣିବାକୁ ପଡିଥାଏ ଓ ବହୁତ ମା-ନ-ସି-କ ଯ-ନ୍ତ୍ର-ଣା ମଧ୍ୟ ସ-ହି-ବା-କୁ ପଡିଥାଏ । ଯଦି କୌଣସି ବ୍ୟକ୍ତି ଉପରେ ବ-ଦ-ନା-ମୀର ଦା-ଗ ଲାଗିଥାଏ ତା ହେଲେ ସମାଜ ସେହି ବ୍ୟକ୍ତିର ଦାଗକୁ ଦେଖିଥାଏ ନା କି ବ୍ୟକ୍ତିକୁ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି କାହାଣୀ କହିବାକୁ ଯାଉଛୁ ଯେଉଁଥିରେ ଏକ ଅଧିକାରୀ ଉପରେ ବ-ଦ-ନା-ମୀ-ର ଦାଗ ଲାଗିଥାଏ ।


ସେଥିପାଇଁ ତାକୁ ୭ ବର୍ଷର କା-ରା-ଦ-ଣ୍ଡ ମଧ୍ୟ ସ-ହି-ବା-କୁ ପଡେ । ବର୍ତ୍ତମାନ ଆପଣ ମାନଙ୍କ ମନରେ ଏହି ବ୍ୟକ୍ତି ଉପରେ ଅନେକ ପ୍ରଶ୍ନ ଆସୁଥିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ୭ ବର୍ଷ ପାଇଁ ଜେ-ଲରେ ରହିବାକୁ ପଡିଥିଲା ।

ହେଲେ ଯେତେବେଳେ ସେ ପୁଣି ନିଜ ପଦବୀକୁ ସମ୍ଭାଳି ଥିଲେ ସେତେବେଳେ ସେ ଲା-ଞ୍ଚ ନେଉଥିବା ଅ-ଧି-କା-ରୀ ମାନଙ୍କୁ ଜେ-ଲ ପଠାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି କର୍ଣ୍ଣାଟକର ଦିନେଶ ଏମେଏନ । ଦିନେଶଙ୍କ ଜନ୍ମ ୬ ସେପ୍ଟେମ୍ବର ୧୯୭୧ ମସିହାରେ କର୍ଣ୍ଣାଟକରେ ହୋଇଥିଲା ।

ନିଜ ପାଠ ପଢା ଶେଷ କରିବା ପରେ ସେ ୧୯୯୫ ମସିହାରେ ରାଜସ୍ଥାନ କେଡ଼ରର ଆଇପିଏସ ଅଧିକାରୀ ଭାବରେ ନିଯୁକ୍ତି ହୋଇଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦିନେଶ ଗୋଟେ ସମୟରେ ୭ ବର୍ଷ ଜେ-ଲ ଯାଇ ଆସିଛନ୍ତି । ଜେ-ଲରୁ ବା-ହା-ରିବା ପରେ ଦିନେଶ ରାଜସ୍ଥାନ ଭ୍ର-ଷ୍ଟା-ଚ-ର ନିରୋଧକ ବ୍ୟୁରୋ ମିସନକୁ ସମ୍ଭାଳିଥିଲେ । ମିଡିଆରେ ଦିନେଶ ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ-ଦେଶରେ ଏମିତି ପ୍ରଥମ ଥର ହୋଇଛି । ମାତ୍ର ୬ ମାସ ମଧ୍ୟରେ ସରକାରଙ୍କ ଏକ ଷ୍ଟେଟ ଏଜେନ୍ସି ଏତେ ଜଣ ଲା-ଞ୍ଚ ଖୋର ଅଧିକାରୀ ମାନଙ୍କୁ ଜେ-ଲ ପଠାଇଛି ।

ଜେ-ଲ ଯାଇଥିବା ଅଧିକାରୀ ମାନଙ୍କ ମଧ୍ୟରୁ ଜଣେ ଆଇଏଏସ, ଜଣେ ଆଇପିଏସ, ୭ ଜଣ ଆରଏଏସ ଓ ତିନି ଜଣ ଆରପିଏସ ଅଧିକାରୀ ମଧ୍ୟ ରହିଛନ୍ତି । ଲା-ଞ୍ଚ ଖୋର ନେଇଥିବା ଆ-ରୋ-ପ-ରେ ଅନେକ ବଡ ବଡ ଅଧିକାରୀ ମାନେ ଜେ-ଲ-ରେ ରହିଛନ୍ତି । ଆଇପିଏସ ଦିନେଶ ଜେ-ଲରୁ ଫେରିବା ପରେ ଗୋଟେ ପରେ ଗୋଟେ ଅଧିକାରୀ ମାନଙ୍କୁ ଲା-ଞ୍ଚ ନେଉଥିବା ସମୟରେ ଧ-ରି ଥିଲେ ଓ ସେମାନଙ୍କୁ ଜେ-ଲକୁ ପଠାଇ ଥିଲେ । ଆମ ଦେଶରେ ଏମିତି ବହୁତ ଅଧିକାରୀ ଅଛନ୍ତି ଯେଉଁ ମାନେ ଲା-ଞ୍ଚ ନିଅନ୍ତି ହେଲେ ଏପରି ମଧ୍ୟ କିଛି ଅଧିକାରୀ ଅଛନ୍ତି ଯେଉଁ ମାନେ ସଚଟ ରାସ୍ତାରେ ଚାଲିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *