ଜାଣନ୍ତୁ ଗୋଟିଏ IAS Officer ର ପାୱାର କେତେ ? ସେ କଣ କଣ କରିପାରେ ?

ବନ୍ଧୁଗଣ, ସୋ-ସି-ଆ-ଲ ମି-ଡି-ଆ ରେ ଆଜିକାଲି IAS ଅଫିସର ର ଭି-ଡି-ଓ ଚାରିଆଡେ ଦେଖିବାକୁ ମିଳିଛି । କେବେ କିଏ ଲକ ଡାଉନରେ ବାହାରକୁ ବାହାରି ଯାଇଥାଏ ତ ଆଉ କେବେ କିଏ ସାଧାରଣ ମଣିଷ ବନି କୌଣସି ସରକାରୀ ଅଫିସ କୁ ଚାଲିଯାଇଥାନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ IAS ଅଫିସର ପାଖରେ କେଉଁ କେଉଁ ଅଧିକାର ଅଛି ତଥା IAS ଅଟେ କ’ଣ ? ତେବ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । IAS ଅଫିସର ଅଲ ଇଣ୍ଡିଆ ସର୍ଭିସ ର ଏକ ଅଫିସର ଅଟନ୍ତି । ସେ ସେଣ୍ଟ୍ରାଲ ଗଭର୍ମେଣ୍ଟ ନିମନ୍ତେ କାମ କରିଥାନ୍ତି ।

upsc ପରୀକ୍ଷା ରେ ୩ ଟି ଷ୍ଟେଜକୁ ପାର କରିଥାନ୍ତି । ଯେଉଁମାନେ ଏ ପର୍ଯ୍ୟନ୍ତ ପହଞ୍ଚିଯାଇଥାନ୍ତି ସେମାନଙ୍କୁ rank ର ଆଧାରରେ ସର୍ଭିସ ମିଳିଯାଇଥାଏ । IAS ଙ୍କର କାମ ହେଉଛି ଯେଉଁ ପଲିସି ଏବଂ ଆଇନ ସରକାର ବନାଇଛନ୍ତି ତାଙ୍କୁ ଜନତା ଙ୍କ ପାଖରେ ପହଞ୍ଚାଇବା । କୌଣସି ମିନିଷ୍ଟର ତଥା ପ୍ରାଇମିନିଷ୍ଟର ଜଣେ IAS କୁ ବରଖାସ୍ତ କରି ପାରିବେ ନାହିଁ ଏହି ପାୱାର କେବଳ ଦେଶର ରାଷ୍ଟ୍ରପତି ଙ୍କୁ ଦିଆଯାଇଥାଏ ।

କାରଣ ତାଙ୍କୁ ରାଷ୍ଟ୍ରପତି ହିଁ ଆପଏଣ୍ଟ କରିଥାନ୍ତି । କୌଣସି IAS ଯେତେବେଳେ ସର୍ଭିସ ରେ ଆସିଥାଏ ତେବେ ତାଙ୍କୁ ସବୁଠାରୁ ପ୍ରଥମେ ସବଡିଭିଜନାଲ ଲେବଲରେ ରଖାଯାଇଥାଏ । ଏହାପରେ ଧୀରେ ଧୀରେ ସବୁ ମାଜେଷ୍ଟିଟ ର ପୋଷ୍ଟ ଦିଆଯାଇଥାଏ । ଏହାପରେ ଧୀରେ ଧୀରେ ତାକୁ ଡିଷ୍ଟ୍ରିକ କଲେକ୍ଟରର ପଦରେ ପ୍ରମୋଟ କରିଦିଆଯାଇଥାଏ ।

ଏହା ବ୍ୟତୀତ ଜଣେ IAS ଅଫିସର କୁ ସେଣ୍ଟ୍ରାଲ ଗଭର୍ମେଣ୍ଟର ଅଣ୍ଡରରେ ଅର୍ଥାତ ଫାଇନାନ୍ସ, ଆଗ୍ରିକଲଚର, ଅଥବା ଏନର୍ଜି ରେ ମଧ୍ୟ ଆପୋଇଣ୍ଟ କରାଯାଇପାରେ । ଜନତା ଙ୍କ ପଇସା ଉଚିତ ଭାବରେ ପ୍ରୟୋଗ ହେଉଛି କି ନା ଏହା ମଧ୍ୟ ଏକ IAS ଅଫିସର ହିଁ ଦେଖିପାରିବେ । ଗୋଟିଏ IAS ଅଫିସର ଚାହିଁଲେ ନିଜ ଡିଷ୍ଟ୍ରିକରେ କଂଷ୍ଟ୍ରକ୍ସନ ର କାମ ଅଟକାଇ ପାରିବ । ଜଣେ IAS ଚାହିଁଲେ ଅଲଗା ଅଲଗା ପରିସ୍ଥିତିରେ ମଧ୍ୟ ସେ ଏହି ସବୁ କ୍ଷେତ୍ରରେ ନିଜ ପାୱାର ର ପ୍ରୟୋଗ କରିପାରିବ ।

ଜଣେ IAS ଅଫିସର ସରକାରଙ୍କ ପାଇଁ ବହୁତ ମୂଲ୍ୟବାନ ଅଟେ । ଏମାନେ ସିଭିଲିୟର ଅଫିସର ମାନଙ୍କର ତଦାରଖ ମଧ୍ୟ କରିଥାନ୍ତି । ଦରମା ବ୍ୟତୀତ ଜଣେ IAS ଅଫିସର କୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ଯେପରିକି VIP ଏରିଆରେ ବଙ୍ଗଳା ଦିଆଯାଇଥାଏ । ସରକାରଙ୍କ ଦ୍ଵାରା ସମସ୍ତ ସୁବିଧା ଦିଆଯାଇଥାଏ । ତେବେ ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *