ଗୁଳି ଲାଗିବା ପରେ ଆତଙ୍କି ମାନଙ୍କୁ ମାରି ଗଡେଇ ଦେଲେ ଜାକିର ହୁସେନ, ଏବେ ମିଳିଲା ଶୌର୍ୟ୍ୟ ଚକ୍ର, ତାଙ୍କ ବୀରତ୍ବର କାହାଣୀ ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ଆମ ଦେଶରେ ଥିବା ସମସ୍ତ ବୀର ସୈନିକ ନିଜ ଜୀବନକୁ ବି-ପ-ଦ-ରେ ପକାଇ ଦେଶର ସୁରକ୍ଷା କରିଥାନ୍ତି । ଏହି ସୈନିକ ମାନେ ଦେଶର ସୁରକ୍ଷା ପାଇଁ ମା-ରି-ବା କିମ୍ବା ମ-ରି-ବା ପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ବୀର ସୈନିକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗୁ-ଳି ଖାଇ ମଧ୍ୟ ଆ-ତ-ଙ୍କ-ବ-ଦୀ-ଙ୍କୁ ମା-ରି-ଛ-ନ୍ତି । ଏହି ସୈନିକ ଜଣକ ହେଉଛନ୍ତି କନଷ୍ଟେବଳ ଜାକିର ହୁସେନ ।

ଆଜି ଆମେ ଆପଣ ମାନଙ୍କୁ ବୀର ସୈନିକ ଜାକିର ହୁସେନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଗତ ନଭେମ୍ବର ୨୨ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ରକ୍ଷା ଅଳଙ୍କରଣ ସମାରୋହ । ଏହି ସମାରୋହ ଭାରତ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ରଖିଥିଲେ । ଏହି ସମାରୋହରେ ଅନେକ ସୈନିକ ଓ ଯବାନ ମାନଙ୍କୁ ସମ୍ମାନିତ କରା ଯାଇଛି ।

ଜାମ୍ମୁ କାଶ୍ମୀର ସିଆରପିଏଫ କନଷ୍ଟେବଳ ଜାକିର ହୁସେନଙ୍କୁ ଏହି ସମାରୋହରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ସେହି ସମୟରେ ଜାକିରଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ଓ ସେହି ସମାରୋହରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ଜାମ୍ମୁ କାଶ୍ମୀରର ବାରାମୁଲାରେ ଆ-ତ-ଙ୍କ-ବା-ଦୀ ମାନଙ୍କୁ ମା-ରି-ବା-ରେ ଜାକିରଙ୍କର ବହୁତ ବଡ ଭୂମିକା ରହିଛି ।

ଜାକିର ହୁସେନ ଜାମ୍ମୁ କାଶ୍ମୀର ସିଆରପିଏଫ ବିଭାଗର ସେହି ଟିମରେ ଅଛନ୍ତି ଯେଉଁ ଟିମ ୨୦୧୮ରେ ଏକ ଘରେ ଲୁ-ଚି ରହିଥିବା ତିନି ଜଣ ଆ-ତ-ଙ୍କ-ବା-ଦୀ-ଙ୍କୁ ସବକ ଶିଖାଇ ଥିଲେ । ସେହି ସମୟରେ ଜାକିର ଗୁ-ଳି ଖାଇବା ପରେ ମଧ୍ୟ ଆ-ତ-ଙ୍କ-ବା-ଦୀ-ଙ୍କୁ ମା-ରି-ବା ପାଇଁ ଯୁ-ଦ୍ଧ କ୍ଷେତ୍ରରେ ଛିଡା ହୋଇଥିଲେ । ୧୩ ସେପ୍ଟେମ୍ବର ୨୦୧୮ରେ ୧୦ଟା ୫୫ରେ ଧୀରତି ଗାଁର ଏକ ଘରେ ତିନି ଜଣ ଆ-ତ-ଙ୍କ-ବା-ଦୀ ଲୁ-ଚି ଥିବାର ସୂଚନା ମିଳି ଥିଲା ।

ଏହା ପରେ ସିଆରପିଏଫର ଗୋଟେ ଟିମ ସେହି ଘରକୁ ଯାଇଥିଲେ । ଏହି ଟିମରେ କନଷ୍ଟେବଳ ଜାକିର ହୁସେନ ମଧ୍ୟ ଥିଲେ । ସେହି ଅପରେସନରେ ଆ-ତ-ଙ୍କ-ବା-ଦୀ ମାନେ ସିଆରପିଏଫ ଟିମ ଉପରେ ଆ-କ୍ର-ମ-ଣ କରିଥିଲେ ଯାହା ଫଳରେ ଜାକିରଙ୍କୁ ଗୁ-ଳି ଲାଗି ଥିଲା । ବନ୍ଧୁଗଣ ଜାକିର ସେହି ସମୟରେ ବଡ ସାହାସିକତାର କାମ କରିଥିଲେ । ସେଥିପାଇଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ଦିଆଗଲା । ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିଲେ ବୀର ଯବାନ ଙ୍କ ପାଇଁ ଲାଇକ ଓ ସେୟାର କରିବାକୁ କେବେ ବି ଭୁଲିବେନି ।

Leave a Reply

Your email address will not be published. Required fields are marked *