ଏହି ଝିଅଟିର ଏମିତି କାଣ୍ଡ ଦେଖିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ଏହି ସମୟରେ ମଣିଷ ଏତେ ମତଲବୀ ହୋଇଯାଇଛନ୍ତି ଯେ ନିଜ କାମକୁ ହାସଲ କରିବା ପାଇଁ ସମସ୍ତ ସୀମାକୁ ପାର କରିଦେଉଛନ୍ତି । ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଟଙ୍କା ରୋଜଗାର କରିବା ପାଇଁ ମଣିଷଙ୍କ ସ୍ୱାସ୍ଥ୍ୟକୁ ଦେଖୁ ନାହାନ୍ତି । ସାଧାରଣତଃ ମଣିଷ ମାନେ ଘର ଖାଦ୍ୟ ଖାଇ ବୋର ହୋଇଯାନ୍ତି ଯାହା ଫଳରେ ସେମାନେ ବାହାର ଖାଦ୍ୟ ଖାଇବା ପାଇଁ ଇଛା କରିଥାନ୍ତି । ହେଲେ ବାହାର ଖାଦ୍ୟ ଖାଇବା ପୂର୍ବରୁ ଆପଣ ମାନେ ଆମର ଏହି ପୋଷ୍ଟକୁ ନିଶ୍ଚୟ ପଢନ୍ତୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୧୮ ମାର୍ଚ୍ଚ ୨୦୨୧ରେ ଦିଲ୍ଲୀର ଖୟାଲାରେ ଥିବା ଚାନ୍ଦ ନାମକ ଏକ ହୋଟେଲର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହୋଇଥିଲା । ଏହି ହୋଟେଲରେ ତନ୍ଦୁରୀ ରୁଟି ବନାଉଥିବା ଦୁଇଟି ବ୍ୟକ୍ତିଙ୍କ କ-ଳା କା-ର୍ଣ୍ଣ-ମା-ର ପରଦଫାସ ହୋଇଥିଲା । ଭିଡିଓରେ ଜଣେ ବ୍ୟକ୍ତି ତନ୍ଦୁରୀ ରୁଟି ବନାଉଥିବା ସମୟରେ ରୁଟିରେ ତାଙ୍କ ଛେ-ପ ପ-କା-ଉ ଥିଲେ । ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଭିଡିଓ ଭା-ଇ-ରା-ଲ ହେବା ପରେ ସେହି ଦୁଇଜଣ ବ୍ୟକ୍ତିଙ୍କୁ ଗି-ର-ଫ କରଯାଇଥିଲା ।

୨. ଗତ ୧୧ ମାର୍ଚ୍ଚରେ ଉତ୍ତର ପ୍ରଦେଶର ଗାଜିଆବାଦର ଏକ ଘ-ଟ-ଣା ସାମ୍ନାକୁ ଆସିଥିଲା । ସୋ-ସି-ଆ-ଲ ମି-ଡି-ଆରେ ଏହି ଘ-ଟ-ଣା-ର ଭିଡିଓ ବହୁତ ଭା-ଇ-ରା-ଲ ହୋଇଥିଲା । ଏହି ଭି-ଡି-ଓ-ଟି ଏକ ବିବାହ ସମୟର ଥିଲା ଭିଡିଓରେ ତନ୍ଦୁରୀ ରୁଟି ବନାଉଥିବା ଜଣେ ବ୍ୟକ୍ତି ରୁଟିରେ ଚିପ ପକାଇ ରୁଟି କରୁଥିଲେ । ଏହି ବ୍ୟକ୍ତିଙ୍କ ଭିଡିଓ ଭା-ଇ-ରା-ଲ ହେବା ପରେ ବ୍ୟକ୍ତିଙ୍କୁ ଗି-ର-ଫ କରଯାଇଥିଲା ।

୩. ସେପ୍ଟେମ୍ବର ୨୦୧୭ରେ ଦିଲ୍ଲୀର ବାସିନ୍ଧା ରାହୁଲ ଅରୋଡା ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ କରିଥିଲେ । ଭିଡିଓରେ ରାହୁଲ ମଗେଇ ଥିବା ଏକ ଡୋମିନୋଜ ପିଜା ଖୋଲି ଥିଲେ । ପିଜା ସହ ମିଳିଥିବା ଅର୍ଗାନୋ ସିଜିନିଙ୍ଗ ପ୍ଯାକେଟକୁ ଖୋଲି ଦେଖାଇ ଥିଲେ । ପ୍ଯାକେଟ ଖୋଲିବା ଦ୍ଵାରା ସେଥିରୁ ଅର୍ଗାନୋ ସହ କେତେକ ଛୋଟ ଛୋଟ ପୋ-କ ମିଳିଥିଲା । ଏହି ଭିଡିଓଟି ଭା-ଇ-ରା-ଲ ହେବା ପରେ ଡୋମିନୋଜ ରାହୁଲଙ୍କ ସହ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ସମ୍ପର୍କ କରିଥିଲେ ଓ ଏହି ମାମଲା ଉପରେ ଧ୍ୟାନ ଦେବା ପାଇଁ କହିଥିଲେ ।

୪. ହାଇଦ୍ରାବାଦରେ ରହୁଥିବା ମା-ରୁ-ଗ-ନ୍ତି ୨୦୧୮ ମସିହାରେ ଏକ ରେଷ୍ଟୁରେଣ୍ଟକୁ ଖାଇବା ପାଇଁ ଯାଇଥିଲେ । ମାରୁଙ୍କ ଝିଅ ଏକ କୋଲ୍ଡ ଡ୍ରି-ଙ୍କ- ଅ-ର୍ଡ-ର କରିଥିଲେ । ସେହି ଡ୍ରି-ଙ୍କ-ରେ ଛୋଟ ଛୋଟ ଅସରପା ଦେଖିବାକୁ ମିଳିଥିଲା । ଏହା ପରେ ମା-ରୁ ଏହି ଘ-ଟ-ଣା-ର କ-ମ୍ପ୍ଲେ-ନ କରିବା ପାଇଁ ରେଷ୍ଟୁରେଣ୍ଟ କିଚେନକୁ ଯାଇଥିଲେ ଯାହାଫଳରେ ତାଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରଯାଇଥିଲା । କିଚେନ ଭିତରକୁ ଯିବା ପରେ ରେଷ୍ଟୁରେଣ୍ଟର ମାଲିକ ଶ୍ରୀସା ତାଙ୍କ ଉପରେ ଖ-ରା-ପ ବ୍ୟବହାର କରୁଥିବାର ଆ-ରୋ-ପ ଲଗାଇଥିଲେ ।

ଫ୍ରେଣ୍ଡ୍ସ କଣ ଆପଣଙ୍କ ସହିତ ଏମିତି କିଛି ହୋଇଛି ତ ନିଶ୍ଚୟ କମେନ୍ଟ କରନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରି ଲୋକଙ୍କୁ ସତର୍କ କରାନ୍ତୁ । ଏହା ସହିତ ଯଦି ଆମ ପୋସ୍ଟ ଟି ଭଲ ଲାଗିଥାଏ ତେବେ ଏହାକୁ ଗୋଟେ ଲାଇକ କରିଦେବେ , ଧନ୍ୟବାଦ

Leave a Reply

Your email address will not be published. Required fields are marked *