Jagatsinghpur ଜିଲ୍ଲା Siali Beach ରେ ମିଳିଲା 20 ଫୁଟିଆ ଲମ୍ବା ସାର୍କ, ଦେଖନ୍ତୁ Exclusive Video

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏମିତି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣା ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଜଗତସିଂହପୁର ଜିଲ୍ଲା ରେସମା ବ୍ଲକ ଶିଆଳି ରାମତରା ପାଖରେ ସମୁଦ୍ର ବେଳା ଭୂମିରେ ମୃ-ତ ସାର୍କ ମାଛ ଲାଗିଛି । ଗତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହି ମୃ-ତ ସାର୍କକୁ ସମୁଦ୍ର ବେଳା ଭୂମିରେ ଠାବ କରିଥିଲେ । ମୃ-ତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ଓ ଏହାର ଓଜନ ପ୍ରାୟ ୭ ରୁ ୮ କ୍ଵିଣ୍ଟାଲ ହେବ ବୋଲି କୁଜଙ୍ଗ ବନାଞ୍ଚଳ ରେଞ୍ଜ ଅଫିସର ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସାର୍କର ମୃ-ତ ଦେ-ହ-କୁ ବେ-ବ-ଛେ-ଦ କରାଯିବ ବୋଲି ସେ କହିଛନ୍ତି । ଏହି ୨୦ ଲମ୍ବ ହ୍ଵିଲ ସାର୍କକୁ ଦେଖି ସ୍ଥାନୀୟ ବାସିନ୍ଧା ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜଙ୍ଗଲ କର୍ମଚାରୀ ମାନେ ସାର୍କଟି ଅଧା ପୋତା ହୋଇଥିବା ସ୍ଥିତିରେ ଦେଖିଥିଲେ । ସୂଚନା ଅନୁସାରେ ଆଜି ସଖାଳ ସମୟରେ ତାକୁ ଏକ ଦଉଡିରେ ବ-ନ୍ଧା ଯାଇ ରଖା ଯାଇଛି ଯେମିତି ସେହି ସାର୍କଟି ସମୁଦ୍ର ଜୁଆରରେ ଚାଲି ନଯିବ । ବେ-ବ-ଛେ-ଦ ପରେ କେଉଁ କାରଣରୁ ସାର୍କର ମୃ-ତ୍ୟୁ ହୋଇଛି ତାହା ଜଣା ପଡିଯିବ ।

ବେ-ବ-ଛେ-ଦ ପରେ ସାର୍କକୁ କେ-ମି-କା-ଲ ଦେଇ ଡି-ସ୍ପୋ-ଜ କରାଯିବ ଓ ଏହା ପରେ ତାର କଣ୍ଟାକୁ ସୁରକ୍ଷିତ ଭାବେ ରଖାଯିବ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ସାର୍କର ଫଟୋ ଗୁଡିକ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ସାର୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *