Jyotish Shastra- ଯଦି ଆପଣଙ୍କ ନାମ ବି ଆରମ୍ଭ ହେଉଛି K,M,T,P ଓ A ଅକ୍ଷରରୁ ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ବିଷୟରେ ବହୁତ କିଛି ତଥ୍ୟ ଦେଇଥାଏ ଓ ସେହି ବ୍ୟକ୍ତି ଜୀବନରେ ବହୁତ ପ୍ରଭାବ ମଧ୍ୟ ପକାଇ ଥାଏ । ଏହି ଦୁନିଆର ସମସ୍ତ ମଣିଷଙ୍କ ନାମ ତାଙ୍କର ରାଶି ଫଳ ଓ ଏକ ନିର୍ଦ୍ଧାରିତ ସମୟ ଅନୁସାରେ କରାଯାଇଥାଏ । ତେଣୁ ବନ୍ଧୁଗଣ ବ୍ୟକ୍ତି ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ ଏହି ସଂସାରରେ ୧୨ ରାଶିର ଲୋକମାନେ ରହିଥାନ୍ତି ଓ ସମସ୍ତଙ୍କ ରାଶି ଅନୁଯାଇ ନାମର ପ୍ରଥମ ଅକ୍ଷର ମଧ୍ୟ ଅଲଗା ଅଲଗା ହୋଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ନାମ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ବନ୍ଧୁଗଣ ଏହି ଲୋକମାନଙ୍କର ଜୀବନରେ ଆସୁଥିବା ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି ଓ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।


A- ଯେଉଁ ଲୋକମାନଙ୍କ ନାମର ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପଡିବାକୁ ଯାଉଛି । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କୁ ପ୍ରଚୁର ଧନଲାଭ ହେବାକୁ ଯାଉଛି । ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ ଓ ଆପଣଙ୍କ ଲଭ ଲାଇଫ ମଧ୍ୟ ବହୁତ ଭଲ ଯିବ ।

K- ବନ୍ଧୁଗଣ ଯେଉଁ ଲୋକମାନଙ୍କ ନାମର ପ୍ରଥମ ଅକ୍ଷର Kରୁ ଆରମ୍ଭ ହେଉଛି ସେମାନଙ୍କ କଷ୍ଟର ଫଳ ବର୍ତ୍ତମାନ ମିଳିବାକୁ ଯାଉଛି । ଆପଣ ବର୍ତ୍ତମାନ ନିଜ ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କୁ ସଫଳତା ମିଳିବ ଓ ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବ ।

M- ବନ୍ଧୁଗଣ ଯେଉଁ ଲୋକମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହେଉଛି ସେମାନଙ୍କର ଆଗାମୀ ସମୟ ସୁଖ ଓ ସମୃଦ୍ଧିରେ ଭରିବାକୁ ଯାଉଛି । ଆପଣ ମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ  ଓ ଆପଣ ଆଗାମୀ ସମୟରେ ଜମି ଓ ବାହାନ ଆଦି କିଣି ପାରନ୍ତି ।

T- ଯେଉଁ ଲୋକମଙ୍କ ନାମ T ଅକ୍ଷରରୁ ଆରମ୍ଭ ହେଉଥିବ ସେମାନଙ୍କ ଆର୍ଥିକ ସ୍ଥିତି ମଝବୁତ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ଛୋଟ ଛୋଟ କଥା ପାଇଁ ବହୁତ କ୍ରୋଧ କରନ୍ତି ହେଲେ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । ଏହାଦ୍ଵାରା ଆପଣଙ୍କୁ ଆଗାମୀ ସମୟରେ ପ୍ରଚୁର ଲାଭ ମିଳିବ ।

P- ଯେଉଁ ଲୋକମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଛି ସେମାନେ ଆଗାମୀ ସମୟରେ ବହୁତ ବଡ ଖୁସି ଖବର ପାଇବାକୁ ଯାଉଛନ୍ତି । ଆପଣ ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଯେଉଁ ଲୋକମାନଙ୍କର ବିବାହ ଯୋଗ ଫିଟୁ ନାହିଁ ଆଗାମୀ ସମୟରେ ସେମାନଙ୍କର ବିବାହ ନିଶ୍ଚୟ ହେବ । ଆପଣ ନିଜର ସମସ୍ତ ନିଷ୍ପତ୍ତି ନିଜେ ନେବା ପାଇଁ ଚେଷ୍ଟା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *