ଯୁଦ୍ଧରେ ଥକି ପଡିବା ପରେ ଋଷ ଯବାନଙ୍କ ପାଇଁ ମାନବିକତା ଦେଖେଇଲେ ୟୁକ୍ରେନ ମହିଳା, ଭୋ-ଭୋ ହେଇ କାନ୍ଦିଲେ ଯବାନ, ମା’ ଙ୍କୁ ଫୋନ କରି କହିଲେ ଏମିତି…ଭାଇରାଲ ହେଲା Video !

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଋଷରେ ଘନଘାନ ମିଜାଇଲ ମାଡରେ ଧ୍ଵଂସ ହୋଇଛି ୟୁକ୍ରେନର ଅନେକ ସହର । ଏହା ସହ ଛାରଖାର ହୋଇଛି ୟୁକ୍ରେନର ଅନେକ ବିଲଡିଙ୍ଗ । ଏବେ ମିଜାଇଲ ମାଡରେ ଥାରୁଛି ୟୁକ୍ରେନ ରାଜଧାନୀ କିବ୍ । ସରକାରୀ ବିଲଡିଙ୍ଗ ଓ ଜନବସତି ସ୍ଥାନରେ ଆକ୍ରମଣ କରୁଛନ୍ତି ଋଷ ସେନା ।

ହେଲେ ଶତ୍ରୁ ସୈନ୍ୟଙ୍କୁ ମାନବିକତାର ଶିକ୍ଷା ଶିଖାଇ ଛନ୍ତି ୟୁକ୍ରେନ ବାସୀ । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଥକି ପଡିଥିବା ଜଣେ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାସୀ ଖାଦ୍ୟ ଓ ଚାହା ଦେବା ପରେ ଭାବବହୁଳ ହୋଇଯାଇଛନ୍ତି ସୈନ୍ୟ ଜଣଙ୍କ । ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୈନ୍ୟ ଜଣକ ଖାଉଥିବା ବେଳେ ତାଙ୍କ ଆଖିରୁ ଲୁହ ଝରି ପଡୁଛି ।

ଏବେ ବି ଏଠି ମାନବିକତା ବଞ୍ଚିଛି ବୋଲି ଅନେକ ୟୁଜର୍ସ କହିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ଜୋରସୋର ଚାଲିଛି । ଋଷ ସୈନ୍ୟଙ୍କ କାନ୍ଦ ଦେଖି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *